Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category
ମନୋରଞ୍ଜନ
ଦୁଇବର୍ଷ ହେଲାଣି ସିନେପ୍ରେମୀଙ୍କ ଆଖିରୁ ଲୁହ ଶୁଖୁନି!
ନୂଆଦିଲ୍ଲୀ: ଗୁରୁବାର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ଅସମୟରେ ସିଦ୍ଧାର୍ଥ ଚାଲିଯିବେ ତାହା ହୁଏତ କେହି ବିଶ୍ୱାସ କରିପାରୁନାହାନ୍ତି। ବାଳିକା ବଧୂରୁ ବିଗବସ୍। ବାଳିକା ବଧୂ ତାଙ୍କ ପାଇଁ ଯେତିକି ଲୋକପ୍ରିୟତା ଗୋଟାଇଥିଲା,!-->…
Read More...
Read More...
କନ୍ଦେଇଦେଲେ ସିଦ୍ଧାର୍ଥ ଶୁକ୍ଳା
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ। ହୃଦଘାତରେ ସିଦ୍ଧାର୍ଥଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।
ସିଦ୍ଧାର୍ଥଙ୍କ ଏତେ କମ ବୟସରେ!-->!-->!-->…
Read More...
Read More...
ଖୁବ୍ଶୀଘ୍ର ପବିତ୍ର ରିସ୍ତା ସିଜିନ ଟୁ, ଆସିଲା ପ୍ରୋମୋ
ଆସୁଛି ଘରେ ଘରେ ଲୋକପ୍ରିୟ ହେଇଥିବା ମେଗା ଧାରାବାହିକ ପବିତ୍ର ରିସ୍ତା ସିଜିନ -୨। ନିକଟରେ ଏହାର ପ୍ରମୋ ରିଲିଜ ହୋଇଛି। ପୂର୍ବପରି ସିଜିନ ଟୁରେ ମଧ୍ୟ ମୁଖ୍ୟ ଭୂମିକାରେ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଛି। ହେଲେ ସୁଶାନ୍ତଙ୍କ ସ୍ଥାନରେ ଏଥିରେ ସାହି ଶେଖଙ୍କୁ ଦେଖିବେ ଦର୍ଶକ। ଏହି!-->…
Read More...
Read More...
‘ମନି ହାଇଷ୍ଟ୍’ ପାଇଁ ଅଫିସ ଛୁଟି
ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ 'ମନି ହାଇଷ୍ଟ୍'କୁ ନେଇ ସବୁଆଡେ କ୍ରେଜ । ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ କେବେଠୁ ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେଉଛି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି , ଏହି ୱେବସିରିଜ!-->…
Read More...
Read More...
ଧୋତି, କୁର୍ତ୍ତାରେ ନଜର ଆସିଲେ ସୋନମ, ଅନୀଲ କପୁର କହିଲେ…
ବଲିଉଡ ଅଭିନେତ୍ରୀ ସୋନମ କପୁର ସବୁବେଳେ ନିଜ ଫ୍ୟାସନ ସେନ୍ସକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଅନେକ ଥର ନିଜର ଡ୍ରେସିଂ ପାଇଁ ଟ୍ରୋଲ ବି ହୋଇଛନ୍ତି। ହେଲେ ଏହାକୁ ସେ କେବେ ଖାତିର୍ କରିନାହାନ୍ତି। ଏବେ ସୋନମ ପୁଣି ଥରେ ନିଜ ଷ୍ଟାଇଲ ପାଇଁ ଫ୍ୟାନଙ୍କୁ ପାଗଳ କରିଦେଇଛନ୍ତି ।!-->…
Read More...
Read More...
ଜନ୍ମାଷ୍ଟମୀରେ ନିରଞ୍ଜନ ଆଣିଲେ ‘ସୁନା ଠାକୁର’
କବି ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ଭଜନ ସମେତ ୫ ଟି ଆଧୁନିକ ସଂଗୀତ ଲୋକାର୍ପିତ
ଭୁବନେଶ୍ୱର: ଗୀତ ସହିତ ମିତ ବସିଗଲେ ଜୀବନଟା ସତରେ ଭାରି ମଧୁର ହୋଇଯାଏ। ଫଗୁଣ, ବଉଳ, କୋଇଲି, ଫୁଲ, ମଳୟ,ଜହ୍ନ, ତାରା ଆପଣା ପଣରେ କୋଳେଇ ନିଅନ୍ତି ଏମିତି ଢଙ୍ଗରେ…,ବର୍ଷା, ବସନ୍ତ, ବୈଶାଖ, ଶୀତ,!-->!-->!-->…
Read More...
Read More...
ଓଟିଟିରେ ସନି…
ବିଗବସ୍ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ସନ୍ନି ଲିଓନ। ଓଟିଟି ପ୍ଲାଟଫର୍ମ ଭୁଟ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସନ୍ନି କହିଛନ୍ତି ଯେ, ସେ ବିଗବସ୍ ଓଟିଟିକୁ ଆସଛନ୍ତି, ଏବଂ ସେ ବେଶ ଖୁସି ଅଛନ୍ତି। ସେ ନିଜ ଅନ୍ଦାଜରେ ମସ୍ତି କରିବେ ବୋଲି କହିଛନ୍ତି।
ସନ୍ନି!-->!-->!-->…
Read More...
Read More...
ଆଜିଠୁ ନୂଆ ରୂପରେ ‘ବଡ଼େ ଅଛେ ଲଗତେ ହେଁ’
ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେଗା ଧାରାବାହିକ ବଡ଼େ ଅଛେ ଲଗତେ ହେଁର ସିଜିନ ଟୁ। ଦର୍ଶକଙ୍କ ପସନ୍ଦ ପାଲଟିଥିବା ଏହି ଧାରାବାହିକ ଟି ପ୍ରାୟ ୧୦ ବର୍ଷ ପରେ ପରଦାକୁ ଫେରୁଛି। ଏହି ଧାରାବାହିକର ନାଁ ସମାନ ରହିଥିଲେ ମଧ୍ୟ ଏହାର କାହାଣୀ ଓ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ!-->…
Read More...
Read More...
ପୁତୁରା ସହ ନଜର ଆସିଲେ ସଲମାନ…ଲୋକେ କହିଲେ..
ବଲିଉଡ ଷ୍ଟାର ସଲମାନ ଖାନ ନିଜ ପ୍ରୋଫେସନାଲ ଲାଇଫକୁ ଯେମିତି ଭଲ ପାଆନ୍ତି ନିଜର ପରିବାରକୁ ମଧ୍ୟ । ସଲମାନ ତାଙ୍କ ପରିବାର ଲୋକଙ୍କୁ ଯେ ବହୁତ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । କାରଣ ଅନେକ ସମୟରେ ସେ ନିଜ ପରିବାର ସହ ଫଟୋ ମଧ୍ୟ ସେୟାର କରିବାର ଦେଖିବାକୁ ମିଳେ । ସଲମାନ ଏବେ!-->…
Read More...
Read More...
ଅମିତାଭଙ୍କ ଘରେ ପାଣି ନାହିଁ!
ବିଗ ବି ଅମିତାଭ ବଚ୍ଚନଙ୍କ ଘରେ ପାଣି ସମସ୍ୟା। ଆଜ୍ଞା ହଁ ଏକଥା ଆଉ କେହି ନୁହେଁ ନିଜେ ଅମିତାଭ ତାଙ୍କ ବ୍ଲଗ ମାଧ୍ୟମରେ ଫ୍ୟାନଙ୍କୁ ଜଣାଇଛନ୍ତି।
ଅମିତାଭ ବଚ୍ଚନ ସବୁବେଳେ ନିଜ ବ୍ଲଗରେ କିଛି ଏମିତି ଲେଖିଥାନ୍ତି ,ଯାହାକୁ ଫ୍ୟାନ ମାନେ ସବୁବେଳେ ପଢିବାକୁ ଅପେକ୍ଷା କରି ରହିଥାନ୍ତି ।!-->!-->!-->…
Read More...
Read More...