ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ
Browsing Category

ବିତର୍କ

ମୋଦୀଙ୍କ ମନ୍ କି ବାତ୍, ଜାଣନ୍ତୁ

କରୋନା ବିରୋଧୀ ଲଢ଼େଇରେ ଜିତିବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ : ନରେନ୍ଦ୍ର ମୋଦୀଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେ ନିଶ୍ଚୟ ବିଜୟୀ ହେବା କରୋନା ସଂକ୍ରମଣ ସାରା ବିଶ୍ୱକୁ ବନ୍ଦୀ କରି ଦେଇଛି ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଡାକ୍ତର ଓ
Read More...

ଚାପ ବଢାଉଥିବା ଗୋଷ୍ଠୀରେ ପୁଡୁଚେରି ସାମିଲ

ସିଏଏ ରଦ୍ଦ ପାଇଁ ସଂକଳ୍ପ ପାରିତ ହେଲା ବିଧାନସଭାରେବିଜେପିର ସିଏଏ ସପକ୍ଷ ଅଭିଯାନ ପ୍ରଭାବହୀନ ହେଉଛିଓଡ଼ିଶାରେ ବି ଚାପରେ ସରକାର, ଏକାଠି ହେଉଛନ୍ତି ଲୋକେ ନୂଆଦିଲ୍ଲୀ: ଦିଲ୍ଲୀ ଆସନ ହରାଇବାର ଚାପରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ପୁଣି ଏକ ଜବରଦସ୍ତ ଧକ୍କା
Read More...

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ
Read More...

ନାଗରିକତା ସଂଶୋଧନ ଆଇନ: ଏକ ଦୃଷ୍ଟିପାତ

।। ସୁଜାତା ପାଢ଼ୀ।। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି । ହିନ୍ଦୁ, ଜୈନ, ବୌଦ୍ଧ ଅନେକ ଧର୍ମ ଯାହାଙ୍କ
Read More...

ଅପରାଗତା ନା ନବୀନଙ୍କ ବିରୋଧରେ ଷଡ଼ଯନ୍ତ୍ର!

ସମଗ୍ର ରାଜ୍ୟରେ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା କିପରି?କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ, ଔଷଧ ନିଗମ ଜାଣିପାରିଲେନି?ରାଉରକେଲାରେ ଅଭାବନୀୟ ପରିସ୍ଥିତି, ଧାରଣା ଦେଲେଣି ରୋଗୀକାହା ଭୁଲ୍, '୫ଟି'ରେ କିଏ ଦଣ୍ଡ ପାଇବ ତାକ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ଭୁବନେଶ୍ବର: କୁୁକୁର
Read More...

ମହାନଦୀ ପ୍ରସଙ୍ଗରେ ବଡକଥା କହିଲା ଛତିଶଗଡ

ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଭବନେଶ୍ବର: ମହାନଦୀନ ଜଳ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲର ବିଚାରାଧୀନ ରହିଛି। ଉଭୟ ଛତିଶଗଡ ଓ ଓଡ଼ିଶା ସରକାର
Read More...

ଚାଷୀ ଏବେ କାହାର ହେବେ ?

ବିଜେପିକୁ ବଡ଼ ଭାଇ ଭାଗ ଦେଇ ନିଜେ ଛୋଟ ଭାଗ ନେବେ!କାଳିଆ ସବୁଠାରୁ ଲୋକପ୍ରିୟ ବୋଲି କହିଲେ, ଭାଙ୍ଗି ଦି' ଗଡ କରିଦେଲେ!ବେଆଇନ ସତ୍ତ୍ବେ ଭାଗଚାଷୀଙ୍କୁ ଟଙ୍କା ଦେବା ନେଇ ଖୋଲା ବିଜ୍ଞପ୍ତି!ସରକାରୀ ଚାକିରିଆ ଓ ଚାଷୀଙ୍କୁ ବିଗାଡାଇବା ପାଇଁ ବାଟ ଖୋଲିଲା! ଭୁବନେଶ୍ବର: ୨୦୧୯
Read More...

ନିଜ ଗୋଡକୁ ନିଜେ ହାଣିଲେ

ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇସାରିଛନ୍ତିମନ୍ତ୍ରୀ କହିଲେ ପିଏମ୍ କିଷାନ-କାଳିଆ ସମ୍ମେଳନ ହେବକିନ୍ତୁ କାଳିଆ ଯୋଜନା ଚାଲିବମନ୍ତ୍ରୀଙ୍କ ମନ୍ତବ୍ୟ ଯଦି ଠିକ୍ସ,ତେବେ ସମ୍ମେଳନ କାହିଁକି ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର
Read More...

ମୋଦୀଙ୍କ ରାସ୍ତାରେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରୟାଗଠାରେ ଗତ ଫେବ୍ରୁଆରି ୨୪ ତାରିଖରେ ଜଣେ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ। ଆଜି ମୟୂରଭଂଜରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦୀଙ୍କ ରାସ୍ତାରେ ଯାଇ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ
Read More...

ପୂର୍ବତଟ ରେଳପଥ ସଙ୍କୁଚିତ, ରାୟଗଡା ନୂଆ ଡିଭିଜନ

ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ।
Read More...