ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଗମ୍ଭୀର ହେଉଛି ରାଜନୀତି: ବଡ଼ ଝଟ୍‌କା ଦେଲା ବିଜେଡି

ଭୁବନେଶ୍ବର: ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢଉ କରିବାର ୪୮ ଘଣ୍ଟା ପୂରିନି, ଆଜି ଜାତୀୟ ରାଜନୀତିରେ ଏହାର ବଡ଼ ଝଟ୍‌କା ଦେଖିବାକୁ ମିଳିଛି। ରାଜ୍ୟସଭାରେ କୃଷି ବିଲ୍‌କୁ ବିଜେଡି କଡ଼ା ବିରୋଧ କରିଛି। ସାଂସଦ ଅମର ପଟ୍ଟନାୟକ ଆଜି କହିଛନ୍ତି ଯେ ଏହା ଦ୍ବାରା
Read More...

ଓଡ଼ିଶା ପାଇଁ ପ୍ରଶଂସା ଆଣିଲେ ସସ୍ମିତ୍

୨୦ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ଭାବେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ଆଜି ଆଉ ଏକ ଉଲ୍ଲେଖନୀୟ ଦିଗ ହୋଇରହିବ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ମହାମାରୀ ରୋଗ (ସଂଶୋଧନ)
Read More...

ତିର୍ତ୍ତୋଲ ଉପରେ ବିଜେପି ଆଖି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଆସନ ଜିତିବା ଗୁରୁତ୍ବପୂର୍ଣ୍ଣଶାରଦା ପ୍ରଧାନଙ୍କୁ ଲଗାଇ ଗୋଟିଚାଳ​ନା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ରକଂଗ୍ରେସ ଛାଡ଼ିଲେ ରାଜକିଶୋର, ବିଜେପି ପ୍ରାର୍ଥୀ କରିବା ସମ୍ଭାବନାବିଜେଡି ଓ କଂଗ୍ରେସରେ ବିଭାଜନ ଲାଗି ସମରସଜ୍ଜା ହୋଇଛି
Read More...

୨୪ ଘଣ୍ଟାରେ ରାଜନୀତି ପଲଟିଲା

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେଇଥିଲା ବିଜେଡିଓଡ଼ିଆ ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ବିରୋଧ କଲେ ଧର୍ମେନ୍ଦ୍ର, ନିଶଙ୍କଙ୍କୁ ଚିଠି ଲେଖିଲେ ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନର ୨୪ ଘଣ୍ଟା ବିତିନି, କେନ୍ଦ୍ର
Read More...

ମୌସୁମୀ ଅଧିବେଶନ ୮ ଦିନ

ଭୁବନେଶ୍ବର: ନା ପ୍ରଶ୍ନକାଳ ରହିବ ନା ଶୂନ୍ୟକାଳ। ଗାନ୍ଧୀଜୟନ୍ତୀକୁ ଛାଡିଦେଲେ ଆଉ କୌଣସି କାର୍ଯ୍ୟଦିବସରେ ବନ୍ଦ ରହିବ ନାହିଁ ବିଧାନସଭା।ଏମିତି ଭାବେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଆଜି ରାଜ୍ୟପାଳ ସମନ ଜାରି
Read More...

ବିଜେଡି ପାଇଁ ଆଗକୁ ଆସୁଛି ବିପଦ!

ବିହାରରେ ବିଜେପି ଗୋଟିଚାଳନା ପରେ ରାଜନୈତିକ ପଣ୍ଡିତ ଆରମ୍ଭ କଲେଣି ଅଙ୍କକଷାକଂଗ୍ରେସକୁ ରୋକିବାରେ ସଫଳ ହୋଇଥିବା ଆଞ୍ଚଳିକ ଦଳ ଉପରେ ଏବେ ବିଜେପିର ଆଖିବିଜେଡି, ତୃଣମୂଳ କଂଗ୍ରେସ, ଟିଡିପି, ଟିଆର୍‌ଏସ୍, ଏନ୍‌ସିପିରେ କେବେ ବି ଧସେଇ ପଶିପାରେସରକାରରେ କ୍ଷମତାଶାଳୀ ଗୋଷ୍ଠୀ ଦୈନନ୍ଦିନ
Read More...

ବିଜେପି ଭାବୁଛି ଅଧିକ, କରୁଛି କମ୍

ଭୁବନେଶ୍ବର:ଗତ ମେ' ୨୩ ତାରିଖରୁ ରାଜ୍ୟ ବିଜେପି ଚରିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। ସେପ୍ଚେମ୍ବର ୫ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ପୂରା ସଜବାଜ ଆରମ୍ଭ କରିଦେଇଛି। ନେତାମାନଙ୍କ
Read More...

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

ଭାରତର ନିର୍ବାଚନ କମିସନଙ୍କ ବୈଠକରେ ବଡ଼ ନିଷ୍ପତ୍ତିବିହାର ନିର୍ବାଚନ ମଧ୍ୟ ଏହି ସମୟ ମଧ୍ୟରେ କରାଯିବ ଭୁବନେଶ୍ବର: ବାଲେଶ୍ବର ସଦର ଏବଂ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନଭେମ୍ବର ୨୯ ତାରିଖ ପୂର୍ବରୁ ଶେଷ ହେବ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତର
Read More...

ବିଜେଡିରେ ପିଢି ବଦଳିଗଲା

ଯୁବ ଓ ଛାତ୍ର ସଂଗଠନରେ ଅରୁଣ ଓ ସଞ୍ଜୟଙ୍କର ଦବଦବା କମିଲାବବି ଦାସ ଏବେ ସବୁଠି ସର୍ବେସର୍ବା, ବାପି ଓ ଜିତୁଙ୍କୁ ନେଇ ଆଗକୁ ବଢିଲେଯାଜପୁର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନେତା ଚୟନ ପ୍ରକ୍ରିୟା ଏବେ ଶେଷସ୍ତରରେ
Read More...

ଅକଳରେ ପକାଇପାରନ୍ତି ସିଏଜି

ପ୍ରଧାନମନ୍ତ୍ରୀ କିଷାନ ଠାରୁ ଖଣି ଅନିୟମିତତା ଅନୁଧ୍ୟାନ କରିବେଗରିବ ଲୋକଙ୍କ ଆକାଉଣ୍ଟକୁ ଯାଉଥିବା ଅର୍ଥର ବି ତନାଘନା ହେବଡାକ୍ତରଖାନା ସାମଗ୍ରୀ କିଣାବିକା, ଔଷଧ କିଣା ଆଦିର ତଦାରଖ ନିଷ୍ପତ୍ତି ନୂଆଦିଲ୍ଲୀ/ଭୁବନେଶ୍ବର : ୨୦୧୮ ମସିହାରେ କେନ୍ଦ୍ର ସରକାର ୮.୫ କୋଟି ଚାଷୀଙ୍କୁ ଲକ୍ଷ୍ୟ
Read More...