ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ଲୋକସଂପର୍କ ବିଭାଗ ନିର୍ଦେଶକ ଦାୟିତ୍ବ ନେଲେ ନିରଞ୍ଜନ

ଭୁବନେଶ୍ବର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା…
Read More...

୩ମାସ ବଦଳରେ ୩ବର୍ଷ ମିଳିଲା

କେନ୍ଦ୍ର-ପଶ୍ଚିମବଙ୍ଗ ବିବାଦରେ ନାଟକୀୟ ମୋଡ଼ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ସାଂଘାତିକ ବିପଦକେନ୍ଦ୍ରକୁ ଗଲେନି ଅଲପାନ୍, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କୋଲକାତା: କେନ୍ଦ୍ର-ପଶ୍ଚିମବଙ୍ଗ ସରକାରରେ ସାପ-ଶିଡି ଖେଳ ଚାଲିଛି। କେତେବେଳେ କେନ୍ଦ୍ର ବାଜିମାତ୍ କରୁଛି ତ ଆଉ…
Read More...

ଗ୍ରାମାଞ୍ଚଳ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ଼ ନିଷ୍ପତ୍ତି

ସମନ୍ୱୟ ରକ୍ଷା ଲାଗି ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ନିର୍ଦ୍ଦେଶନାମା ଜାରି ଭୁବନେଶ୍ୱର: ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ…
Read More...

ମୋଦୀଙ୍କୁ ଦୁଇଟି ବଡ଼ ସାହାଯ୍ୟ ମାଗିଲେ ନବୀନ

ଭୁବନେଶ୍ବର; ବାତ୍ୟା କ୍ଷୟକ୍ଷତି ପୁନର୍ଗଠନ ବା ପୁନରୁଦ୍ଧାର ବାବଦରେ ଆମର ଟଙ୍କାଟିଏ ଦରକାର ନାହିଁ। କିନ୍ତୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସୁରକ୍ଷିତ ରଖିବା ପାଇଁ ଆମର ଦୀର୍ଘମିଆଦୀ ଦୁଇଟି ଯୋଜନା ବାବଦରେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାନ୍ତୁ। ବାତ୍ୟା 'ୟାସ୍' କ୍ଷୟକ୍ଷତି ସ୍ଥିତି…
Read More...

ବବିଙ୍କୁ ନେଇ ନୂଆ ଟ୍ରେଣ୍ଡ୍ ସେଟ୍ କଲେ ନବୀନ

ଭୁବନେଶ୍ବର: ବାତ୍ୟା 'ୟାସ୍' ରାଜ୍ୟରେ ଅନେକ କ୍ଷତ ଛାଡ଼ିଯାଇଛି। ଲୋକେ ନାହିଁନଥିବା ଦୁର୍ଦଶା ଭିତରେ ଅଛନ୍ତି। ହେଲେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ବା ରାଜ୍ୟ ପ୍ରଥମ ଥର ପାଇଁ ଦେଖିଲା, ତାହା ହେଲା, ବିଜେଡି ସଂଗଠନ ରାଜ୍ୟ ସରକାରଙ୍କ ସହିତ ହାତ…
Read More...

ଓଲଟିଲା ପଶ୍ଚିମବଙ୍ଗ ରାଜନୀତି, ବିଜେପି ରଣନୀତି ଗୋଳମାଳ

କୋଲକାତା: ''ଯେମିତି ପାଣି ବିନା ମାଛ ବଞ୍ଚିପାରିବ ନାହିଁ, ଦିଦି ସେମିତି ତୁମ ବିନା ମୁଁ ବଞ୍ଚିବା କଷ୍ଟ। ଦିଦି, ମୋତେ କ୍ଷମା କରିଦିଅ। ତୁମେ କ୍ଷମା ନ କଲେ, ମୁଁ ବଞ୍ଚିପାରିବି ନାହିଁ। ଦୟାକରି ମୋତେ ଆଉଥରେ ଦଳକୁ ଫେରିବାକୁ ଅନୁମତି ଦିଅ। ଜୀବନର ବାକି ସମୟ ମୁଁ ତୁମ ଭଲାପାଇବା ଭିତରେ…
Read More...

୧୩ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି!

ଭୁବନେଶ୍ବର: କୋଭିଡ୍‌ର ଭୟାବହତା ଯେତିକି ବଢ଼ୁଛି, ରାଜ୍ୟରେ ଲୋକଙ୍କ ମଧ୍ୟରେ ସେତିକି ଆତଙ୍କ ସୃଷ୍ଟି ହେଉଛି। ଜୀବନ, ଜୀବିକା ସବୁକିଛି ବାଜିରେ ଲାଗିଛି। ପରୀକ୍ଷା ବାତିଲ୍ ହୋଇଯିବା ଓ ଫଳ ପ୍ରକାଶ ନ ପାଇବା ଉଭୟ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଏବଂ ଭୀଷଣ ମାନସିକ…
Read More...

ବିଜେପିର ଟାର୍ଗେଟରେ କିଏ? ମନ୍ତ୍ରୀ ନା ସଚିବ

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ରାଜନୀତିରେ ଯୋଗ ଦିଅନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କୁ ଲେଖିଥିବା କିଛି କଡ଼ା ଚିଠି ଉପରେ ପ୍ରତିକ୍ରିୟା ଦେଇ ଓଡ଼ିଶା ବିଜେପି ନେତାମାନେ କିଛି ଦିନ…
Read More...

କୋଲକାତାରେ ପୁଣି ହାଇଡ୍ରାମା

କୋଲକାତା: ଦୁଇ ମନ୍ତ୍ରୀଙ୍କ ସମେତ ଚାରି ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପଶ୍ଚିମବଙ୍ଗ ରାଜନୀତି ଏବେ ସାରା ଦେଶରେ କମ୍ପନ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ସିବିଆଇ କୋଲାକାତାରେ ପହଞ୍ଚିବା ପରେ ଏହି ପ୍ରସଙ୍ଗ ଜଟିଳ ରୂପ ଧାରଣ…
Read More...

ଆଗକୁ କିଏ, ବିଜେଡି ନା ବିଜେପି?

ଭୁବନେଶ୍ବର: ପଶ୍ଚିମବଙ୍ଗ ନିର୍ବାଚନର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସେ ନେଇ ରାଜନୈତିକ ମହଲ ପୋଷ୍ଟମର୍ଟମ ଜାରି ରଖିଛନ୍ତି। ଏହି ନିର୍ବାଚନ ସ୍ପଷ୍ଟ କରିଦେଇଛି ଯେ ହାତଗଣତି କିଛି ନେତାଙ୍କୁ ଛାଡ଼ିଦେଲେ ପାଖାପାଖି ୮୨ ପ୍ରତିଶତ ବିଜୟ ପ୍ରାର୍ଥୀଙ୍କ ପଛରେ ସାଂଗଠନିକ ଦକ୍ଷ ନେତାଙ୍କର…
Read More...