ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ଜାଣନ୍ତୁ, କିଏ ପାଇବେ ପିପିଲି ଟିକେଟ୍

ଆସନ୍ତା ସପ୍ତାହରେ ଉପନିର୍ବାଚନ ତାରିଖ ଘୋଷଣା ସମ୍ଭାବନାଦେଶର ସମସ୍ତ ୧୯ଟି ଉପନିର୍ବାଚନ ତାରିଖ ଏକାଠି ଘୋଷଣା ହେବବିଜେଡି, ବିଜେପି ଓ କଂଗ୍ରେସ ନେତୃତ୍ବ ପାଇଁ ଅଗ୍ନି ପରୀକ୍ଷା ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ତାରିଖ ଘୋଷଣା ହାେଇପାରେ। ନୂଆଦିଲ୍ଲୀ…
Read More...

କହ୍ନେୟାଙ୍କ ରାସ୍ତାରେ ଆୟେଶ

ସିପିଏମ୍ ପ୍ରାର୍ଥୀ ହେବେ, ଜାମୁରିଆ ବିଧାନସଭା ଆସନରୁ ଲଢ଼ିବେଜେଏନ୍‌ୟୁ କ୍ୟାମ୍ପସରୁ ସିଧା ଯିବେ ପଶ୍ଚିମବଙ୍ଗ ବିଧାନସଭା ମଇଦାନ ନୂଆଦିଲ୍ଲା: କହ୍ନେୟା କୁମାରଙ୍କ ପରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସରୁ ଆଉ ଜଣେ ପ୍ରତ୍ୟେକ୍ଷ ନିର୍ବାଚନକୁ ଢଳିଛନ୍ତି।…
Read More...

କଣ ହେଇଛି ମମତା ଦିଦିଙ୍କର?

ସବୁ ଦଳର ନେତାଙ୍କ ପ୍ରତିକ୍ରିୟା, ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା କୋଲକାତା: ବୁଧବାର ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଡାହାଣ କାନ୍ଧ, ବାହୁ ଏବଂ ବେକରେ ମଧ୍ୟ ଆଘାତ ଲାଗିଥିବା…
Read More...

ଓଡ଼ିଶା ବିଜେପିକୁ ସମୀର ନେଉଛନ୍ତି କୁଆଡ଼େ?

ସବୁ ଜିଲ୍ଲାରେ ସକ୍ରିୟ ହୋଇପାରୁନି ଦଳ, ଅଧା ନେତା ନିଷ୍କ୍ରିୟପ୍ରସଙ୍ଗ ଯେଭଳି ଅବୁଝା, କାର୍ଯ୍ୟକ୍ରମ ସେମିତି ଅଧପନ୍ତରିଆମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ, ତଥାପି ହେଜୁନାହାନ୍ତିକର୍ମୀଙ୍କୁ ଅସ୍ପଷ୍ଟ ସଙ୍କେତ ଗଲେ, ସ୍ପଷ୍ଟ ମତ ମିଳିବା କାଠିକର ପାଠ ଭୁବନେଶ୍ବର: ଗତବର୍ଷ…
Read More...

କାହିଁକି ନବୀନଙ୍କୁ ଟକ୍କର ଦେଇପାରୁନାହାନ୍ତି ଧର୍ମେନ୍ଦ୍ର?

ଆସନ୍ତାକାଲି ଅନ୍ତର୍ଜାତିକ ମହିଳା ଦିବସ: ନବୀନଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ମହିଳାମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିପାରୁନି ବିଜେପି, ଠୋସ୍ ରଣନୀତି ବି ନାହିଁଅପରାଜିତା ଫେଲ:, ନିଜ ପତିଆରା ବଢାଉଛନ୍ତି , ବିଜେପି କାମରେ ଆସୁନାହାନ୍ତିମୋଦୀଙ୍କ ଠାର ଦେଖି ନବୀନ ଦେଲେଣି ହୁଂକାର,…
Read More...

ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?

ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତାବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି ଭୁବନେଶ୍ବର:…
Read More...

ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ

ଭୁବନେଶ୍ବର: ଗତବର୍ଷ ମେ' ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍‌ଏଚ୍‌ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ…
Read More...

ବିଜେଡିରେ ପିଢି ବଦଳାଇଦେଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ,ସେବେ ତାଙ୍କ ଚାରିପାଖରେ ଯେଉଁ କେତେଜଣ ଦେଖାଯାଉଥିଲେ, ସେମାନେ ହେଲେ ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ। ବିଜେଡି ସରକାରକୁ ଆସିବା ବେଳକୁ…
Read More...

କେସିଆର୍ ମୁଖ୍ୟମନ୍ତ୍ରୀ ପଦ ଛାଡିବେ!

ବଦଳୁଛି ତେଲେଙ୍ଗାନା ରାଜନୀତି, ୨୦୨୩ରେ କ୍ଷମତା ଦଖଲ ଲାଗି ବିଜେପିର କସରତନୂଆଦିଲ୍ଲୀ ଯାଇ ମୋଦୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର, ପୁଅ କେଟିଆର୍ ପରବର୍ତୀ ମୁଖ୍ୟମନ୍ତ୍ରୀକେଟିଆର୍ ଏବେ ଟିଆର୍‌ଏସ୍ କାର୍ଯ୍ୟକାରୀ ସଭାପତି, ତେଲେଙ୍ଗାନାରେ ସେ ମନ୍ତ୍ରୀ ବି ଅଛନ୍ତିପୌର ନିର୍ବାଚନ ପରେ ଗଣିତ…
Read More...