ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ

ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ
Read More...

କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର

covidwarriors.gov.inରେ ସାମିଲ ପାଇଁ ଆହ୍ବାନ ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ
Read More...

ଭିତରେ ଭିତରେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତି

କରୋନା ଭିତରେ ଲମ୍ବା ଲଢେଇ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି, କଂଗ୍ରେସ ପଛରେଯେ କୌଣସି ମୁହୂର୍ତରେ ବିଜେଡି-ବିଜେପି ମଧୁର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବଅସନ୍ତୁଷ୍ଟ ବିଜେଡି ନେତାଙ୍କର ବିଜେପିକୁ ଆଖି , କଂଗ୍ରେସ ନେତା ଚାହିଁଛନ୍ତି ବିଜେଡିକୁପୌର ନିର୍ବାଚନ ପୂର୍ବରୁ ମଇଦାନ ପ୍ରସ୍ତୁତ
Read More...

କରୋନା ମାଡ଼ରେ ବିଜେଡି, ବିଜେପି, କଂଗ୍ରେସ ଆକ୍ତାମାକ୍ତା?

ଭୁବନେଶ୍ବର: କରୋନା ମାଡ଼ ଏତେ ନିର୍ଘାତ ଯେ ଏହା କେବଳ ଧନ, ଜନ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଛି ତା ନୁହେଁ, ରାଜନୀତିକୁ ବି ଅଟକାଇ ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହାଦ୍ବାରା ଢେର୍ ପ୍ରଭାବିତ ହୋଇଛନ୍ତି। ଏଇ ଯେମିତି, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳରେ ମୁଖିଆ
Read More...

ସର୍ଦାର ପଟେଲ, ପାଣ୍ଡିଆନ୍ ଏବଂ ବାବୁମାନେ

ଆଜି ବେସାମରିକ ସେବା ଦିବସ, ବାବୁଙ୍କୁ ଶାହଙ୍କ ଅଭିନନ୍ଦନ୨୦୦୬ରୁ ଏପ୍ରିଲ ୧କୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ ଭୁବନେଶ୍ବର: କିଏ ବେଶୀ କ୍ଷମତାଶାଳୀ। ବ୍ୟୁରୋକ୍ରାଟ୍ସ ନା ରାଜନେତା? ସତରେ କଣ ରାଜନେତାମାନେ ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି? ସତରେ କଣ ପ୍ରଶାସନିକ
Read More...

ବଦଳିିଯିବ ନିର୍ବାଚନ ପ୍ରଚାର ତରିକା

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ
Read More...

ସର୍ଭେ ମାପିଲା ଓଡ଼ିଶାରେ ମୋଦୀଙ୍କ ପ୍ରଭାବ

ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସନ୍ତୋଷ ଝଲକ ନାହିଁକେନ୍ଦ୍ର ଅବଦାନ ସଂପର୍କରେ ତଥ୍ୟ ବାଣ୍ଟିଲେଣି ନେତା, ବିଜେଡି ଜାଣିନିପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ୧୦ ହଜାର ୨୩୦ ଟଙ୍କାଓଡ଼ିଶାକୁ କେନ୍ଦ୍ରର ଅବଦାନ ୧୦ହଜାର ୩୩୭ କୋଟି ଟଙ୍କାଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବଡ଼
Read More...

ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!

ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ
Read More...

କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ

ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର ଲକ୍‌଼ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା ନୂଆଦିଲ୍ଲୀ:
Read More...

ମୋଦୀଙ୍କ ସାମ୍ନାକୁ ଆସିଲା ଏମିତି ଚିତ୍ର

ମଙ୍ଗଳବାରରୁ ସବୁ ମନ୍ତ୍ରୀ ଅଫିସ କରିବେସବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଲିପିବଦ୍ଧ କଲା କେନ୍ଦ୍ରଜୀବନ ଜୀବିକା କଥା ଉଠାଇଲେ ରାଜ୍ୟଅଧିକାଂଶ ରାଜ୍ୟ ପାଇଁ ମନରେଗା ହିଁ ସଞ୍ଜୀବନୀକିଏ ପ୍ୟାକେଜ୍ ମାଗିଲେ, କିଏ ଋଣ ଛାଡ କହିଲେଋଣ ଉଠାଣ ସୀମା ବୃଦ୍ଧି ଲାଗି ବି ଉଠିଲା ଦାବି
Read More...