ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ସହଯୋଗୀ ବଦଳାଇବେ ମୋଦୀ, ଓଡ଼ିଶାରୁ କିିଏ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହି ଅଦଳବଦଳ ଯଥେଷ୍ଟ ଗୁରୁତ୍ବ ରଖୁଛି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ…
Read More...

୬ବର୍ଷରେ ଚାଷୀଙ୍କୁ ୬୧ହଜାର କୋଟି

ଓଡ଼ିଶାର ଚାଷୀଙ୍କୁ ମୋଦୀ ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌୫୩, ୬୮୦.୨୫ କୋଟିର ଧାନ କିଣିଛନ୍ତି, ଅନ୍ନଦାତାଙ୍କ ହାତମୁଠା ମଜବୁତ୍ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୧୮୬୮ ଟଙ୍କା ହୋଇଛି୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ…
Read More...

ମନ୍ତ୍ରିମଣ୍ଡଳ ଅଦଳବଦଳ ଆସନ୍ନ, କିଏ ବାଦ୍ ପଡ଼ିବେ?

ଭୁବନେଶ୍ବର: ବିଧାନସଭା ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବେ। ଏଭଳି ଏକ ନକ୍ସା ଉପରେ କସରତ ଆରମ୍ଭ ହୋଇଯାଇଛି। ପଞ୍ଚମ ପାଳିରେ ନବୀନ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଦଳବଦଳ ହେବ। ଏହାର ପ୍ରାରମ୍ଭିକ ପ୍ରକ୍ରିୟା ସ୍ବରୂପ…
Read More...

ନବୀନଙ୍କ ଜଟିଳ ଗଣିତ, ଦୁର୍ବୋଧ୍ୟ

ଭୁବନେଶ୍ବର: ସଦ୍ୟ ସମାପ୍ତ ଦୁଇ ବିଧାନସଭା ଉପନିର୍ବାଚନ ବାଲେଶ୍ବର ଏବଂ ତିର୍ତ୍ତୋଲରେ ବିଜେଡିର ଆରାମଦାୟକ ବିଜୟ ଜାତୀୟ ରାଜନୀତି ପୃଷ୍ଠଭୂମିରେ ବିଶେଷ ଗୁରୁତ୍ବ ରଖୁଛି। ୧୧ଟି ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ ଜଣାପଡୁଛି ଯେ ବିଜେଡି ଓ ନବୀନ…
Read More...

ଅକଳରେ ପକାଇବ ପିପିଲି ଆସନ

ଅନୁକମ୍ପା ବଦଳରେ ପରିବର୍ତ୍ତନ ସପକ୍ଷରେ ବଢୁଛି ଜନମତଚାରି ଦଶନ୍ଧି ପରେ ମଇଦାନରେ ନାହାନ୍ତି ମହାରଥୀ, ଯୁଧିଷ୍ଠିରବିଜେଡି ପାଇଁ ବେଶୀ ଅଡୁ଼ଆ, ସହଜ ସ୍ଥିତିରେ ରହିଛି ବିଜେପିପୂର୍ବରୁ ଦୁଇ ଆସନ ହାତେଇଛି ବିଜେପି, ବିଜେଡ଼ି ପାଇଁ ଆହ୍ବାନକାମ ଦେଇନପାରେ ବିଜେଡିରର ସଂଗଠିତ ପ୍ରଚାର କୌଶଳ …
Read More...

ସୀମା ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ, ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରଆପୋସ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ, ମୁଖ୍ୟ ଭୂମିକା ନେଇ ଓଡ଼ିଶାଆବଶ୍ୟକସ୍ଥଳେ ଆଇନଗତ ପଦକ୍ଷେପ ନିଅନ୍ତୁ, ହେଲେ ଲୋକଙ୍କ ସ୍ୱାର୍ଥ ସହ ସାଲିସ ନହେଉ ନୂଆଦିଲ୍ଲୀ: ଓଡିଶା ସହ ପଡୋଶୀ…
Read More...

ଇନ୍ଦିରା ଗାନ୍ଧୀ: କିଛି କଥା, କିଛି ଦର୍ଶନ

ନୂଆଦିଲ୍ଲୀ: ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମଦିବସ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରାର୍ଥନା (ପୂର୍ବ ଆହ୍ଲାବାଦ)ରେ ଜନ୍ମ ଗ୍ରହଣ କରିଥିବା ଇନ୍ଦିରା ଗାନ୍ଧୀ ଦେଶର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…
Read More...

ବିଜେପି ବଢୁଛି, ବିବାଦ କମିନି

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ବଢି଼ବାରେ ଲାଗିଛି। ହେଲେ ନିର୍ବାଚନରେ ବାଜିମାତ୍ କରିବାକୁ ହେଲେ ଦଳକୁ ବିଭିନ୍ନ ସ୍ଥାନରେ ଥିବା ସାଂଗଠନିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ବିହାର ନିର୍ବାଚନ ଉପରେ ସମଗ୍ର ଦେଶର ଆଖି ନିବଦ୍ଧ ଥିବା ବେଳେ ପଶ୍ଚିମବଙ୍ଗକୁ ଯାଇ ଗୃହ…
Read More...

୧୦ ତାରିଖ ପରେ ବଦଳିପାରେ ଓଡ଼ିଶା ରାଜନୀତି ଚିତ୍ର

ଭୁବନେଶ୍ବର: ସଦ୍ୟ ସମାପ୍ତ ବାଲେଶ୍ବର ସଦର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅନେକ ମହତ୍ତ୍ବ ରଖୁଛି। ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ ବିଜେଡି, ବିଜେପି ଓ କଂଗ୍ରେସର ଲୋକପ୍ରିୟତା ସଂପର୍କରେ ଏହା ଏକ ସଙ୍କେତ ଦେବ। କେବଳ ସେତିକି ନୁହେଁ, ଏହି…
Read More...

ହାଇକମାଣ୍ଡଙ୍କୁ ଛାଡି ବିଜେଡି କର୍ମୀ ନେଲେ ନିଷ୍ପତ୍ତି

ପିପିଲିରେ ମହାରଥୀଙ୍କ ପରିବାରର କେହି ଜଣେ ପ୍ରାର୍ଥୀ ହେବେପରିବାରବାଦ ଆଡକୁ ପୁଣି ପାଦେ ଆଗେଇ ଚାଲିଲା ବିଜେଡିଗୋଟିଏ ସମୟରେ କଂଗ୍ରେସ କ୍ଷମତାରୁ ଯାଇଥିଲା, ତଥାପି ଚେତିନିବିଜେପି ବି ସେହି ରାସ୍ତାରେ, ତିର୍ତ୍ତୋଲ-ବାଲେଶ୍ବରରେ ଚାଲିଛି ଭୋଟଉପନିର୍ବାଚନରେ ଅନୁକମ୍ପା ପାଇଁ ବଡ଼ କୌଶଳ…
Read More...