Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ନୂଆ ନେତାଙ୍କୁ ଦାୟିତ୍ୱ ଦେଲେ ସୋନିଆ
ନିକଟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏହାକୁ ନେଇ ମାନସ ମନ୍ଥନ କରିଛି କଂଗ୍ରେସ । ସମ୍ପୃକ୍ତ ରାଜ୍ୟର ପିସିସି ସଭାପତି ମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ ଏନେଇ ନବ ନିଯୁକ୍ତ କଂଗ୍ରେସ ସଭାପତିଙ୍କ!-->…
Read More...
Read More...
ପଞ୍ଜାବର ମଙ୍ଗ ଧରିଲେ ମାନ୍
ଆଜିଠୁ ପଞ୍ଜାବରେ ଆରମ୍ଭ ହୋଇଛି ଆପ୍ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ନେଇଛନ୍ତି । ପଞ୍ଜାବ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସହିଦ ଭଗତ ସିଂଙ୍କ ଗାଁ ଖଟକର କଲା ଠାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛିଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ!-->!-->!-->!-->!-->!-->!-->…
Read More...
Read More...
ନବୀନଙ୍କ ‘ବବି’ କାର୍ଡ ସଫଳ
ବିରୋଧୀ ତଟକା, ପ୍ରଣବ ପ୍ରକାଶଙ୍କ ସମସାମୟିକ ମଧ୍ୟ ଛାନିଆଅଧିକ ଯୁବ ନେତା ଏବେ ସାମ୍ନାକୁ ଆସିବେ, ପୁରୁଣା ଚେହେରା ବଦଳିବେବିଜେପିଠାରୁ ଯୁବ ଶକ୍ତିଙ୍କୁ ଦୂରେଇବାରେ ବବିଙ୍କର ବଡ ଭୂମିକା ରହିଛି
ଭୁବନେଶ୍ବର: ରାଜ୍ୟରେ ବହୁ ଚର୍ଚ୍ଚିତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।!-->!-->!-->…
Read More...
Read More...
ବିଜେପି ନେତା ଗଲେ କୁଆଡେ ?
ପଞ୍ଚାୟତରେ ଶୋଚନୀୟ ପ୍ରଦର୍ଶନ ପରେ ବି ଆଶ୍ବାସନା ଦେଉନି ଦଳଏଯାଏ କାରଣ ଖୋଜା ବୈଠକ ବସିଲାନି କି କେହି ଦାୟିତ୍ବ ମୁଣ୍ଡାଇଲେନିଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତଙ୍କ ଭୂମିକା ନେଇ ସବୁଠାରେ ପ୍ରଶ୍ନ ଉଠିଲାଣିପୌରାଞ୍ଚଳ ହାତଛଡ଼ା ହେଲେ ଆଗକୁ ବଡ ମୂଲ୍ୟ ଦେଇପାରେ ବିଜେପିଦଳର ଶୀର୍ଷ!-->!-->!-->…
Read More...
Read More...
କଂଗ୍ରେସ ପରାଜୟ ନୁହେଁ, ସୋନିଆଙ୍କ ପାଇଁ ବେଶୀ ଚିନ୍ତା!
ସଭାପତି ପଦରେ ରହିବେ ସୋନିଆ, ଗାନ୍ଧୀ ପରିବାର ଇସ୍ତଫା ଖବର ଫୁସ୍ରାହୁଲଙ୍କୁ କଂଗ୍ରେସ ନେତୃତ୍ବ ଦେବା ପାଇଁ ପୁଣି ଥରେ ଦଳରୁ ସ୍ବର ତେଜିଲାସଂସଦ ଅଧିବେଶନ ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ହୋଇପାରେ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ!-->!-->!-->…
Read More...
Read More...
ପ୍ରାର୍ଥୀ ଘୋଷଣା ସରିଲା, ଏବେ ପରୀକ୍ଷା ବେଳ
ପୌର ନିର୍ବଚାନ ପାଇଁ ରାଜନୀତି ସରଗରମ ଥିବା ବେଳେ ଏବେ କିଏ ହେବ ୩ ମହାନଗର ନିଗମର ମେୟର ତାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଭୁବନେଶ୍ୱର,କଟକ,ବ୍ରହ୍ମପୁର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ!-->…
Read More...
Read More...
ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ପଡୁଛି ଭୋଟ୍
ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳୁ ମତଦାନ ଆରମ୍ଭ ହୋଇସାରିଛି । ଆଜି ୨୨ଟି ଆସନ ପାଇଁ ୯୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଆଠଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୨୪୭ଟି ପୁଲିଂ ବୁଥରେ ଭୋଟ ଗ୍ରହଣ ଚାଲିଛି । ନିର୍ବାଚନ ଆୟୋଗଙ୍କ!-->…
Read More...
Read More...
ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ଯୋଗୀଙ୍କ ଭାଗ୍ୟ ପରୀକ୍ଷା
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୦ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୦ ଜିଲ୍ଲାର ୫୭ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ!-->…
Read More...
Read More...