ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ପଞ୍ଚାୟତ ନିର୍ବାଚନ ପୂର୍ବରୁ କେମିତି ଅଛି ବିଜେପି

୨୦୧୭ ପଞ୍ଚାୟତ ନିର୍ବାଚନ ସଫଳତାର ପୁନରାବୃତ୍ତି ହେବ ନା ନାହିଁକୋର୍ କମିଟି ଗଠନ ବେଳେ ଗୋଟିଏ ଗୋଷ୍ଠୀକୁ ଅଣଦେଖାରାଜ୍ୟକୁ କେନ୍ଦ୍ରର ନାଲିଆଖି ନାହିଁ, ନେତାଙ୍କ ସ୍ବର ବି ଗରମ ନୁହେଁଗତ ନିର୍ବାଚନରେ ଦଳରେ ସାମିଲ ନେତା ବି ମୁହଁ ମୋଡ଼ିଦେଲେଣିସାଙ୍ଗ ହୋଇ ନ ଲଢ଼ିଲେ ବିଜେଡିକୁ ମାତ୍
Read More...

ମୋଦୀଙ୍କ ବିରୋଧରେ ଲଢ଼ିବା ପୂର୍ବରୁ ବିରୋଧୀ ଦଳରେ ଫାଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ବିଜେପିକୁ ମାତ୍ ଦେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୪ ନିର୍ବାଚନରେ ବିଜେପିକୁ ଅଟକାଇବା ଲାଗି ବିରୋଧୀ ରାଜନୈତିକ ଶକ୍ତି ଭିତରେ ଯେମିତି ଶତ ସିଂହର ବଳ ଆସିଯାଇଥିଲା। ନିଜେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ
Read More...

ଚମକେଇଦେବା ଭଳି ଜଣେ ନେତା ହେବେ ପିସିିସି ସଭାପତି

୨୦୨୪ ନିର୍ବାଚନ ବର୍ଷ କଂଗ୍ରେସ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ସମୟ ହେବପଟ୍ଟନାୟକ ଓ ବିଶ୍ବାଳ ପରିବାର ଆଗକୁ ଆହୁରି ସକ୍ରିୟ ହେବେନେତାଙ୍କ ଦଳବଦଳ ପରେ ବି କଂଗ୍ରେସ ଚର୍ଚ୍ଚାରେ ରହୁଛି, ସକ୍ରିୟ ହେଉଛିରାଜନୀତି ପାଣିପାଗ ବଦଳିଲେ, କଂଗ୍ରେସ ଅଧିକ ଫାଇଦାରେ ରହିବ ଭୁବନେଶ୍ବର: ଜଟଣୀ
Read More...

ବିଧାନସଭା ଶୀତ ଅଧିବେଶନରୁ କି ବାର୍ତ୍ତା ଗଲା?

ବର୍ଷକୁ ୬୦ଦିନ ବି ବସିପାରୁନି ବିଧାନସଭା, ଏଥର ୪୩ଦିନକୁ ଦିନ ଶିକ୍ଷିତ ବିଧାୟକ ଯାଉଛନ୍ତି, ବିତର୍କ ହେଉନାହିଁବାଚସ୍ପତି ସମ୍ମିଳନୀର ନିଷ୍ପତ୍ତି ବିଧାନସଭାରେ ପାଳନ ହେଲାନିବିଶୃଙ୍ଖଳିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଲେନିସରକାରଙ୍କ ବିରୋଧରେ ଅଭିଯୋଗ ରେକର୍ଡ
Read More...

ପାଇକ ବିଦ୍ରୋହ ପ୍ରସଙ୍ଗରେ କେଁ ପଶିଲା

ଜେଏମ୍‌ଏମ୍‌ କହିଲା ଆଦିବାସୀଙ୍କ ସଂଗ୍ରାମ ଆଗ, ପାଇକ ବିଦ୍ରୋହ ନୁହେଁବିଶେଷଜ୍ଞ ନିଯୁକ୍ତି ଦେଇ ଆଦିବାସୀଙ୍କ ଇତିହାସ ଓ ଅସ୍ମିତାର ପର୍ଯ୍ୟାଲୋଚନା କର ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଆଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
Read More...

ବିଧାନସଭା ଇତିହାସରେ ଯୋଡ଼ିହେଲା ନୂଆ ଉଦାହରଣ

ଅନିର୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତିକୌଣସି ଗୋଟିଏ ଦିନ ଚାଲିପାରିଲା ନାହିଁ ଶୀତ ଅଧିବେଶନ୧୭ଟି କାର୍ଯ୍ୟଦିବସ ଥାଇ ଅଧିବେଶନକୁ ବନ୍ଦ କରିଦିଆଗଲାହଟ୍ଟଗୋଳ, ଘଣ୍ଟମାଡ଼, ଗଙ୍ଗାଜଳ ସିଞ୍ଚନ ଭଳି ସବୁ କଥା ଘଟିଗଲା ଭୁବନେଶ୍ବର: ଯେମିତି ଆଶଙ୍କା କରାଯାଉଥିଲା,
Read More...

ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା

ଗୃହ ଭିତରେ , ଗୃହ ବାହାରେ ସବୁଠୁ ମମିତା ପ୍ରସଙ୍ଗକୁ ନେଇ ଝଡ଼ । ଗତକାଲି ବିଜେପିର ଋଣହୁଙ୍କାର ପରେ ଆଜି ରାଜଧାନୀ ରାଜରାସ୍ତାରେ ତାତିଲା କଂଗ୍ରେସ । ବିଧାନସଭା ଆଗରେ ଛାତ୍ର କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ଫାଟକ ଭାଙ୍ଗି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ
Read More...

ଘଣ୍ଟ ପିଟି ବିରୋଧୀଙ୍କ ପ୍ରତିବାଦ…ଚାଲିପାରୁନି ଗୃହ

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧିବେଶନ । ଗୃହରେ ଥମୁନି ମମିତା ଝଡ଼ । ଆଜି ବି ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ଗୃହ ଚାଲିପାରିନି । ଆଜି ବି ଅଚଳାବସ୍ଥା ଦେଖାଦେଇଛି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଗୃହ ଆରମ୍ଭ
Read More...

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର: ଗୃହ ଭିତରେ ମମିତା ଝଡ଼ ଥମିନଥିବା ବେଳେ ଗୃହ ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବିଧାନସଭା ଘେରିବ।
Read More...

ଗୃହ ଛାଡି ରାସ୍ତାକୁ ଆସିଲେ: ଆଜି ବିଜେଡି-ବିଜେପି, କାଲି କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଗୃହ ଭିତରେ ପ୍ରତିବାଦ ପରେ ଆଜି ଗୃହ ବାହାରେ ଦୁଇ ପ୍ରମୁଖ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ଶୋଭାଯାତ୍ରା। ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଦୁଇ ଦଳ। ମୁହାଁମୁହିଁ ହେବେ ବିଜେଡି ,ବିଜେପି। ଗତ ସାତ ଦିନ
Read More...