ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ବିଜେପିକୁ ଟକ୍କର ଦେବାକୁ ପାଗ ଭିଡୁଛନ୍ତି ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାହା ହାତକୁ ଯିବ, ତା ଉପରେ ବି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବଢ଼ିବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିଲେ ହେଁ, ରାଜନୈତିକ ଦଳଗୁଡିକ ସମର ସଜ୍ଜା ଆରମ୍ଭ କରିସାରିଲେଣି। ବିଜେପି-ସମାଜବାଦୀ ପାର୍ଟି ଭିତରେ ମୁଖ୍ୟତଃ ଲଢ଼େଇ ହେବ ବୋଲି
Read More...

ପଞ୍ଜାବ ରାଜନୀତି ତେଜିଲା; ଭୋଟ ପାଇଁ ବିକଳ ବିଜେପି-ଆପ୍-କଂଗ୍ରେସ

ବିବାଦୀୟ ଚାଷୀ ବିଲ୍ ପ୍ରତ୍ୟାହାର କରି ଖେଳ ଆରମ୍ଭ କରିଛି ବିଜେପିଶିରୋମଣି ଅକାଳୀ ଦଳ ଓ ଅମରିନ୍ଦରଙ୍କୁ ସାଙ୍ଗରେ ନେଇପାରନ୍ତି ଗେରୁଆ ଦଳଟଜିତିଲେ ମହିଳାଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ କେଜ୍ରିଓ୍ବାଲଙ୍କ ଘୋଷଣାମୃତ ଚାଷୀଙ୍କ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କଲେ
Read More...

ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେଲା, ତଥାପି ସରିନି କନ୍ଦଳ!

ଜୟପୁର: ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ଆଶା କରାଯାଉଥିଲା କନ୍ଦଳ ବି ପରିସମାପ୍ତି ଘଟିଲା। ଦଳର ଯୁବ ଚେହେରା ସଚିନ୍ ପାଇଲଟ୍ ବି ଅନୁରୂପ ମନ୍ତବ୍ୟ ଦେଇଥିଲେ। ହେଲେ ଏବେ ଜଣାପଡ଼ିଲାଣି ଯେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ସମାପ୍ତ ହୋଇଥିବା ନଜର ଆସୁନାହିଁ। ଶପଥ ଗ୍ରହଣ ଉତ୍ସବର କିଛି
Read More...

କଂଗ୍ରେସକୁ ହାଲୁକା ଭାବେ ନେଲେ ବିପଦ

୧୯୯୮ରେ ଏହାଠାରୁ ଆହୁରି ସଙ୍ଗିନ୍ ସ୍ଥିତିରେ ଥିଲା ଦଳ୨୦୦୪ରେ ଦେଶରେ କ୍ଷମତାକୁ ଆସିଲା, ଦଶବର୍ଷ ଶାସନ କଲାଓଡ଼ିଶାରେ ବିଜେପି ଅପେକ୍ଷା ଆଜି ବି ଅଧିକ ସକ୍ରିୟ ହାତର ନେତାବିଜେପି ହଲ୍ଲାବୋଲ୍ କରୁଛି, କଂଗ୍ରେସ କରୁଛି ଶାଣିତ ଆକ୍ରମଣମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗକୁ ପୁଣି ତାଜା କରିଦେଲା
Read More...

ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି

ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର
Read More...

ନୂଆ ଦାବି ରଖି ଚିନ୍ତା ବଢ଼ାଇଲେ ଚାଷୀ

ନୂଆଦିଲ୍ଲୀ: “ତୁମେ ଆମକୁ ଘରକୁ ଫେରିବା ପାଇଁ ଆମକୁ ନିବେଦନ କରିଛ। ଆମେ ବି ବିଚାରାଧୀନ ସମସ୍ୟାର ସମାଧାନ ପରେ ନିଜ ପରିବାରରେ ଯୋଗଦେବାକୁ ଚାହୁଁଛୁ। ଯଦି ଆପଣ ମଧ୍ୟ ସମାନ ଚାହାଁନ୍ତି, ତେବେ ସରକାର ତୁରନ୍ତ ୬ଟି ପ୍ରସଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହିତ ଆଲୋଚନା ଆରମ୍ଭ କରିବା
Read More...

ବଦଳିଲା ମନ୍ତ୍ରିମଣ୍ଡଳ ଚେହେରା, ପାଇଲଟ୍ ଖୁସ୍

ଜୟପୁର: ୧୫ଜଣ ମନ୍ତ୍ରୀଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସରକାରଙ୍କ ନୂଆ କ୍ୟାବିନେଟ୍ ଆଜି ଆତ୍ମପ୍ରକାଶ କରିଛି। ରାଜ୍ୟପାଳ କାଲରାଜ ମିଶ୍ର ସନ୍ଧ୍ୟାରେ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସଚିନ୍ ପାଇଲଟଙ୍କର ପାଞ୍ଚ ଜଣ ଘନିଷ୍ଠ ସ୍ଥାନ ପାଇଥିବା
Read More...

କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି କହିଛି,
Read More...

ମନ୍ତ୍ରିମଣ୍ଡଳ ପୂର୍ବରୁ ପାଇଲଟଙ୍କ ବଡ ବୟାନ

ଜୟପୁର: ରାଜସ୍ଥାନ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପୂର୍ବରୁ କଂଗ୍ରେସ ନେତା ସଚିବ ପାଇଲଟଙ୍କର ଏବ ବଡ ମନ୍ତବ୍ୟ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାର ବର୍ଷକ ପରେ ଆଜି ସକାଳେ ସେ କହିଛନ୍ତି ଯେ ଆମେ କୌଣସି ନୀତି ଉପରେ ମନ୍ତବ୍ୟ ଦେଉଛୁ।
Read More...

ପୁଣି ଖେଳ ଆରମ୍ଭ କଲେ ମମତା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ସହିତ ଜାତୀୟ ରାଜନୀତି ଧୀରେ ଧୀରେ ଉଷ୍ଣ ହେବା ଆରମ୍ଭ କଲାଣି। ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ। ମମତା ନଭେମ୍ବର ୨୨ ଅର୍ଥାତ୍ ଆସନ୍ତାକାଲି ଠାରୁ ୨୫ ତାରିଖ
Read More...