ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ରାଜନୀତି

ପ୍ରକାଶ ପାଇଲା ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା

ରାଜ୍ୟରେ ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ କାଉନସିଲରଙ୍କ ପାଇଁ ତାଲିକା ପ୍ରକାଶ କରିଛନ୍ତି । ମୋଟ ୧୭୫୬ଟି ୱାର୍ଡରୁ ୬୬୮ଟି ଅଣସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ୬୧୩ଟି ୱାର୍ଡ ସଂରକ୍ଷିତ ରହିଛି । ସେହିପରି ଏସସିଙ୍କ ୧୨୨ ଓ ଏସସି…
Read More...

ଗୀତ ବାଜିଲେ, ଭୋଟ ବଢିବ ପଞ୍ଚାୟତ ନିର୍ବାଚନରେ ଏହି ଫର୍ମୁଲା ବିଜେଡିକୁ କେତେ ସୁହାଇବ?ଗୀତ ବାଜୁଛି ମୋବାଇଲରେ, ନବୀନ ପହଞ୍ଚିଲେଣି ଘରେ ଘରେ ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହେଉଥିଲେ ମଧ୍ୟ ଏବେ ଗାଁ ଦାଣ୍ଡ ପୂରା ଶାନ୍ତ ପଡିଛି । କରୋନା କଟକଣା ପାଇଁ ବଡ ଧରଣର ରାଲି ହେଉନି କି ଗାଁ…
Read More...

ଭୁବନେଶ୍ବର: ୨୦୧୪ ବିଧାନସଭା ନିର୍ବାଚନରେ ଟିକେଟ୍ ବିକ୍ରି ପ୍ରସଙ୍ଗକୁ ନେଇ କଂଗ୍ରେସ କନ୍ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବି ଥୋକାଏ ନେତା ଗର୍ଜିଲେ ଯେ ପିସିସି ଟିକେଟ୍ ଠିକ୍ ଠାକ୍ ଦେଇନାହିଁ। ୨୦୨୨ ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସ ଗୋଷ୍ଠୀ…
Read More...

ବିରୋଧୀଙ୍କୁ ଅଡୁଆରେ ପକାଇଲେ ନବୀନ

ବିଜେଡିର ଓବିସି ଖେଳରେ ବିରୋଧୀ ତାଜୁବ୍୪୦ ପ୍ରତିଶତ କହିଲେ; ୪୮ ପ୍ରତିଶତ ପ୍ରାର୍ଥୀ ଦେଲେବିଜେପି ଓ କଂଗ୍ରେସ ତାଲିକା ଜଣାପଡିନାହିଁ ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ବିଜୁ ଜନତା ଦଳ ପୁଣି ଥରେ ଓବିସି କାର୍ଡ ପ୍ରସଙ୍ଗକୁ…
Read More...

କାନ୍ଦି ପକାଇଲେ ପ୍ରସାଦ…କହିଲେ, ୨୦୨୪ ନିର୍ବାଚନ ଲଢିବିନି

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସତ୍ୟବାଦୀ କଂଗ୍ରେସ ଶୂନ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ନେଇ ମୁହଁ…
Read More...

ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରିଛି ବିଜେପି । ବିଜେପି ସଭାପତି ସମୀର ମହାନ୍ତି ଇସ୍ତାହାର ପତ୍ର ଜାରି କରିଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ବିକାଶ ନାଁରେ ଠିକାଦାର ସାଜି ବିଜେଡି ଦ୍ୱାରା…
Read More...

ଏଥର ଲଢେଇ ମୈଦାନରେ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏଥର ଅସଲ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣା ମାନି କିଭଳି ପ୍ରଚାର କରିହେବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ତୁଙ୍ଗ…
Read More...

କୋଟିଆ: ସିଲେକ୍ସନ ନୁହେଁ ଇଲେକ୍ସନ ହେବ

ଫେଲ୍ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ନାମାଙ୍କନ ଦାଖଲ କରିଥିଲେ । ଆଉ ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି…
Read More...

ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର ।…
Read More...

ମୁମ୍ବାଇରେ ଖୋଲିଲା; ରାଜ୍ୟରେ କେବେ ଖୋଲିବ ସ୍କୁଲ?

କରୋନା ସଂକ୍ରମଣ ଭୟ ଭିତରେ ମହାରାଷ୍ଟ୍ରରେ ଆଜିଠୁ ଖୋଲିଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଯାଏଁ ସ୍କୁଲ ଆଜିଠୁ ଖୋଲିଛି । ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । କୋଭିଡ ନିୟମ ଅନୁସାରେ ସ୍କୁଲରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଉଭୟ ଅଫଲାଇନ ଓ ଅନଲାଇନର କ୍ଲାସ କରାଯିବ । ତେବେ ସରକାରଙ୍କ ଏହି…
Read More...