Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
‘ମୋ ବାପାଙ୍କୁ ବନ୍ଧକ ରଖାଯାଇଛି’
ଲାଲୁ ଯାଦବଙ୍କ ଦୁଇ ପୁଅ ମଧ୍ୟରେ କଥା କଟାକଟି ବାପାଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଥିଲେ ତେଜ ପ୍ରତାପ ପାଟନା ଫେରି ପାଲଟା ଜବାବ ଦେଲେ ତେଜସ୍ୱୀ
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦୁଇ ପୁଅ ମୁହାଁମୁହିଁ ।!-->!-->!-->…
Read More...
Read More...
ଭବାନୀପୁରରୁ ଜିତି ଜବାବ ଦେଲେ ମମତା
କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ମମତାଙ୍କ ମହାବିଜୟ। ହାଇପ୍ରୋଫାଇଲ ଭବାନୀପୁର ଆସନରେ ବାଜି ମାରିନେଲେ ଦିଦି। ଭବାନୀପୁର ଲୋକଙ୍କ ଭରସା ଜିତି ମମତା ବାନାର୍ଜୀ କେବଳ ନିର୍ବାଚନ ଜିତିନାହାନ୍ତି; ନିଜ ରେକର୍ଡ ଭାଙ୍ଗିଛନ୍ତି। ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା!-->…
Read More...
Read More...
ମମତା ଜିତିବେ ନା ହାରିବେ?
ଦିଦିଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ,ଭବାନୀପୁର ଉପରେ ଦେଶର ନଜର
କୋଲକାତା: ଆଜି ଆସିବ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବ। ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।!-->!-->!-->…
Read More...
Read More...
ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?
ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି!-->…
Read More...
Read More...
‘ହାତ ଛାଡିବି,ପଦ୍ମ ଧରିବିନି’
ନୂଆଦିଲ୍ଲୀ: ମୁଁ କଂଗ୍ରେସରେ ରହିବନି କିନ୍ତୁ ବିଜେପିରେ ବି ଯୋଗ ଦେବିନାହିଁ। ପ୍ରଥମେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ପରେ ଜାତୀୟ ଗଣମାଧ୍ୟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ପଡୁଛି ଭୋଟ; ନେତା ବାଛୁଛନ୍ତି ପିପିଲିବାସୀ
ଭୁବନେଶ୍ବର: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼ରେ କିଏ ମାରିବ ବାଜି? କିଏ ପିନ୍ଧିବ ବିଜୟ ମୁକୁଟ ? କାହାର ହେବ ପିପିଲି? ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶସନ ହରିଚନ୍ଦନ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର। ଆଜି ସକାଳ ୭ଟାରୁ ପିପିଲି!-->…
Read More...
Read More...
ଅଗ୍ନି ପରୀକ୍ଷାରେ ମମତା; ଭବାନୀପୁରରେ ସମ୍ମାନର ଲଢେଇ
କୋଲକାତା: ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ସମ୍ମାନର ଲଢେଇ ଚାଲିଛି। ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଆରମ୍ଭ ହୋଇଛି ମତଦାନ। ଏପଟେ ଭବାନୀପୁର ବିଧାନସଭା ଆସନ ଉପରେ ପୂରା ଦେଶର ନଜର ରହିଛି। କାରଣ ୩ ଲକ୍ଷରୁ ଅଧିକ ଭୋଟର ଆଜି ମମତା ବାନାର୍ଜୀଙ୍କ ଭାଗ୍ୟକୁ ସିଲ!-->…
Read More...
Read More...
୭୨ଦିନରେ ସିଦ୍ଧୁଙ୍କ ମୋହ ତୁଟିଗଲା!
ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଲେ, ସେପଟେ ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତ
ନୂୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ପୁଣି ହଟଚମଟ। ନବଜ୍ୟୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ନିକଟକୁ ସିଦ୍ଧୁ ଇସ୍ତଫା ପତ୍ର!-->!-->!-->…
Read More...
Read More...
ବଡ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ…
ନୂଆଦିଲ୍ଲୀ: ପାକିସ୍ତାନ ଷଡଯନ୍ତ୍ରକୁ ଭଣ୍ଡୁର କଲା ଭାରତୀୟ ସେନା। ଜମ୍ମୁ କାଶ୍ମୀର ଉରିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ବର୍ଷ ପୂର୍ତ୍ତି ପୂର୍ବରୁ ପାକିସ୍ତାନ ପଟୁ ଆତଙ୍କବାଦୀ ମାନେ ଅନୁପ୍ରବେଶ ନେଇ ଉଦ୍ୟମ କରୁଥିଲେ। ଯାହାକୁ ପଣ୍ଡ!-->…
Read More...
Read More...
ପିପିଲି କହୁଛି ଭିନ୍ନ କଥା…
ବିଜେପି ଶିବିରରେ ହୋଇପାରେ ବଡ ପରିବର୍ତ୍ତନ, ହଲଚଲ ହେଲେଣି ବିଜୟଦକ୍ଷ ପ୍ରାର୍ଥୀ ପାଇ ବି ୨୦୧୮ ବିଜେପୁର ଭଳି ବଡ ଲଢେଇ ଲଢିଲେନି ପଦ୍ମ ଦଳିଆଭୁବନେଶ୍ବର ଉପକଣ୍ଠରେ ବି ତାକତ ଦେଖାଇବାକୁ ସକ୍ଷମ ହୋଇପାରିନି କଂଗ୍ରେସଶେଷ ସ୍ପର୍ଶ ଦେଲେନି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ନେତା ଧରିଲେ!-->…
Read More...
Read More...