ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category

ରାଜନୀତି

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର: ଗୃହ ଭିତରେ ମମିତା ଝଡ଼ ଥମିନଥିବା ବେଳେ ଗୃହ ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବିଧାନସଭା ଘେରିବ।
Read More...

ଗୃହ ଛାଡି ରାସ୍ତାକୁ ଆସିଲେ: ଆଜି ବିଜେଡି-ବିଜେପି, କାଲି କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଗୃହ ଭିତରେ ପ୍ରତିବାଦ ପରେ ଆଜି ଗୃହ ବାହାରେ ଦୁଇ ପ୍ରମୁଖ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ଶୋଭାଯାତ୍ରା। ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଦୁଇ ଦଳ। ମୁହାଁମୁହିଁ ହେବେ ବିଜେଡି ,ବିଜେପି। ଗତ ସାତ ଦିନ
Read More...

ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!

ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ
Read More...

ଆଜି ଶେଷ ହେବ କି ଚାଷୀ ଆନ୍ଦୋଳନ?

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ବି ଶେଷ ହୋଇନି ଚାଷୀଙ୍କ ଆନ୍ଦୋଳନ। କୃଷକ ଆନ୍ଦୋଳନ ଶେଷ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି। ଏମଏସପି,ମୃତ ଚାଷୀଙ୍କୁ କ୍ଷତିପୂରଣ ଏବଂ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ଆନ୍ଦୋଳନ ଜାରି ରହିଛି। ତେବେ
Read More...

ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ
Read More...

ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ
Read More...

କୃଷକ କେମିତି ଉଠିବେ ରାସ୍ତା ବାହାରିପାରୁନି

ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ସିଘୁଂ ସୀମାରେ କୃଷକ ସଂଗଠନର ବୈଠକ ବସିବ। ବୈଠକ ପୂର୍ବରୁ କୃଷକ ନେତାମାନେ କହିଛନ୍ତି ଯେ, ସରକାର ଆଲୋଚନା ନେଇ ଗମ୍ଭୀର ନୁହଁନ୍ତି। ଡିସେମ୍ବର ୪ରେ କୃଷକ ସଂଗଠନ ପାଞ୍ଚ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ, ଅଥଚ ଦୁଇ ଦିନ ମଧ୍ୟରେ ଆଲୋଚନା ପାଇଁ
Read More...

ପଞ୍ଚମ ଦିନରେ ବି ଗୃହ ଅଚଳ

ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାଭାବିକ ହୋଇପାରୁନି ଗୃହ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ
Read More...

ବିଧାନସଭାରେ ଚାଲିଲା ହାଇଡ୍ରାମା…

ବିଧାନସଭା ଗୃ୍ହରେ ବାଜିଲା ଘଣ୍ଟ,ପଡିଲା ଗଙ୍ଗା ଜଳ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜିକୁ ଚାରିଦିନ ହେବ ଚାଲିପାରୁନି ଗୃହ । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । କଂଗ୍ରେସ ସଦସ୍ୟ ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ।
Read More...

ମୁଖ୍ୟମନ୍ତ୍ରୀ କହିଲେ, ଯିଏ ବି ଥିବେ କାହାକୁ ଛାଡ଼ିବୁନି

ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିରାଜନୀତିକରଣ ନ କରିବା ଲାଗି ନିବେଦନଖରାପ ପରମ୍ପରା ସୃଷ୍ଟି ହେଉଛି ବୋଲି କହିଲେ ଭୁବନେଶ୍ବର: ମମିତା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି , ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ
Read More...