ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ରାଜନୀତି

ସତରେ! ରାଜନୀତିରେ ସବୁ ସମ୍ଭବ

ଭୁବନେଶ୍ବର: ଗତ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ କଂଗ୍ରେସର ପ୍ରଦୀପ ମାଝୀ। ମାସ ତିରିଶଟାରେ ସବୁକିଛି ବଦଳିଯାଇଛି। ଶତ୍ରୁ ଏବେ ମିତ୍ର। ପରସ୍ପର ବିରୋଧରେ ବିଷୋଦଗାର ନାହିଁ। ବରଂ ମିଳିତ ଭାବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସରକାରଙ୍କ ଭଲ କଥା କହ, ମିଛୁଆଙ୍କୁ ଜବାବ ଦିଅ

ପଞ୍ଚାୟତକୁ ପ୍ରଚାର ପାଇଁ ଓହ୍ଲାଇବା ପୂର୍ବରୁ ଦଳୀୟ ନେତାଙ୍କୁ ନବୀନଙ୍କ ନିର୍ଦେଶକରୋନା କଟକଣା ମାନିବାକୁ ପରାମର୍ଶ, କହିଲେ, ତୁମର ଜୀବନ ମୋ ପାଇଁ ମୂଲ୍ୟବାନବବିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଭର୍ଚୁଆଲରେ ରହିଲେ ଦଳୀୟ ନେତା ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ…
Read More...

ପ୍ରଧାନଙ୍କ ବିନା ପଞ୍ଚାୟତରେ ପଦ୍ମ ଫୁଟିବ ତ?ପରାଜୟର ବୋଝ ମୁଣ୍ଡାଇବେନି ବୋଲି ମୁକୁ ଛାଡିଦେଲେ କି ଓଡ଼ିଶା ମୈଦାନ?ମୁକୁଙ୍କ ଅବର୍ତ୍ତମାନରେ ପରାକ୍ରମୀ ଗୋଷ୍ଠୀ ଦଳକୁ ସଫଳତା ଦେଇପାରିବେ ତ? ଭୁବନେଶ୍ବର: ଶୀତ ଋତୁର ଶୀତଳତାକୁ ଏକପ୍ରକାର ହଜାଇଦେଲାଣି ରାଜ୍ୟ ରାଜନୀତିର ପାଣିପାଗ।…
Read More...

ଭଗୱନ୍ତ ମାନ୍ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍ । ଆପ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତଙ୍କ ନାଁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଲୋକଙ୍କ ଭୋଟ ଦ୍ୱାରା ଏହାର ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି, ପଞ୍ଜାବରେ ୨୧ ଲକ୍ଷ ଲୋକ ଭୋଟ ଦେଇଥିଲେ ।…
Read More...

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେୃବଆରୀ ୧୪ ପରିବେର୍ତ୍ତେ ଫେବୃଆରୀ ୨୦ରେ ହେବ ଭୋଟ ଗ୍ରହଣ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ…
Read More...

ଯୋଗୀ ଲଢିବେ ଗୋରଖପୁରରୁ..

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପିର ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଉ ର ପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି…
Read More...

ପଞ୍ଚାୟତ ନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନିର୍ବାଚନ ଅଧିକାରୀ ମାନେ ବିଜ୍ଞପ୍ତି ଜାରି କରିଛନ୍ତି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏବଂ ଜିଲ୍ଲା ଓ ବ୍ଲକ ଅଫିସରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ…
Read More...

ଉତ୍ତରପ୍ରଦେଶରେ ସଙ୍କଟରେ ବିଜେପି!

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଗତ ଦୁଇ ଦିନ ଧରି ଜଣେ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଦଳ ଛାଡୁଛନ୍ତି। ବୁଧବାରକୁ ଓବିସି ନେତା ଦାରା ସିଂହ ଚୌହ୍ୱାନ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର…
Read More...

ଅପରାଜିତାଙ୍କୁ ଚେକମେଟ୍!

ଭୁବନେଶ୍ବର: ହିନ୍ଦୀରେ ଏକ ଲୋକକଥା ରହିଛି କହିଁ ପେ ନିଗାହୈ, କହିଁ ପେ ନିଶାନା। ଭୁବନେଶ୍ୱର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଘୋଷଣା ହେଲା ପରେ ଓଡ଼ିଶା ରାଜନୀତିରେ ଏହି ଲୋକକଥାକୁ ନେଇ ତର୍ଜମା ଚାଲିଛି। ପ୍ରଥମଥର ପାଇଁ ଭୁବନେଶ୍ୱର ଦେଖିବ ମହିଳା ମେୟର। ଯେତେବେଳେ ଶାସକ ଦଳର…
Read More...

ଭୋଟ ପଡିବ ପଞ୍ଚାୟତରେ, ଘୋଷଣା ହେଲା ତାରିଖ

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । କୋଭିଡ କଟକଣା ମଧ୍ୟରେ ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଫେବୃଆର ୧୬,୧୮,୨୦ ୨୨,୨୪ ତାରିଖରେ ପଡିବ ପଞ୍ଚାୟତ ଭୋଟ । ସକାଳ ୭ରୁ ଅପରାହ୍ନ ଗୋଟାଏ…
Read More...