Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ମୌସୁମୀ ଅଧିବେଶନକୁ ବିଗାଡ଼ିବ ପେଗାସସ୍ ରିପୋର୍ଟସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରିକେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବା ଆଶଙ୍କାକେନ୍ଦ୍ରମନ୍ତ୍ରୀ, ରାହୁଲ, ପ୍ରଶାନ୍ତ କିଶୋରଙ୍କ ଫୋନ ହ୍ୟାକ୩୮ ସାମ୍ବାଦିକଙ୍କୁ ବି କରାଯାଇଛି ଟାର୍ଗେଟ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପେଗାସସ୍!-->!-->!-->…
Read More...
Read More...
ଗଣେଶ୍ବର ସମ୍ଭାଳିବେ ଗଣମାଧ୍ୟମ
ଘୋଷଣା ହେଲା ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟିସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ, ତାରା, ସୁରଙ୍କ ସମେତ ୨୦ ନେତା ସାମିଲଗଣମାଧ୍ୟମ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ଦାୟିତ୍ବ ତୁଲାଇବେ
ଭୁବନେଶ୍ୱର: ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି!-->!-->!-->…
Read More...
Read More...
ଆଲୋଚନା ପୂର୍ବରୁ ହଟ୍ଟଗୋଳ
ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ। କିନ୍ତୁ ପ୍ରଥମ ଦିନର ପ୍ରଥମରୁ ଗୃହରେ ଆଲୋନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦନ ୨ଟା ଯାଏ ମୁଲତବୀ କରାଯାଇଛି।
ନିୟମ ଅନୁସାରେ ପ୍ରଥମେ ଲୋକସଭାରେ ନବ ନିର୍ବାଚିତ ସଦସ୍ୟ ମାନେ ଶପଥ!-->!-->!-->!-->!-->…
Read More...
Read More...
ସିଦ୍ଧୁଙ୍କ ମୁଣ୍ଡରେ କଂଗ୍ରେସ ମୁକୁଟ, ତଥାପି ବିବାଦ ଟଳିନି
ନୂଆଦିଲ୍ଲୀ: ପଞ୍ଜାବରେ ବହୁ କଳ୍ପନାଜଳ୍ପନା ଏବଂ ବିବାଦ ପରେ ଏଆଇସିସି ସଭାପତି ସୋନିଆ ଗାନ୍ଧୀ ରବିବାର ଦିନ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ସୋନିଆ ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ!-->…
Read More...
Read More...
ବିଜୟ-ବୈଜୟନ୍ତ ଏକାଠି ବସିଥିଲେ , କଣ ଚର୍ଚ୍ଚା କଲେ?
ଭୁବନେଶ୍ବର: ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାକୁ ଯେଭଳି ଗୁରୁତ୍ବ ମିଳିବା କଥା ମିଳିଲା ନାହିଁ। କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ ସବୁ ଲୋକସଭା ଆସନରୁ ଦଳ ଜିତିଥିଲେ ବି ପ୍ରଧାନମନ୍ତ୍ରୀ କାହାକୁ ଜଣକୁ ବି ମନ୍ତ୍ରିମଣ୍ଡଳକୁ ନେଲେ ନାହିଁ। ଏପଟେ!-->…
Read More...
Read More...
ଦିଲ୍ଲୀରେ ଉଠିବ ଓଡିଶା ଦାବି
ବିଧାନ ପରିଷଦ ବିଲ୍, ମହିଳା ସଂରକ୍ଷଣ ଓ ଅନୂସୂଚିତ ଜନଜାତି ତାଲିକା ଦାବି କରିବ ଓଡ଼ିଶା
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।!-->!-->!-->…
Read More...
Read More...
ଘରେ ପଶିଲାଣି କେନ୍ଦ୍ର ; ବିଜେଡି ସରକାର ଚୁପ୍
ସମବାୟ ରାଜ୍ୟ ବିଷୟ, ଏଥିରେ କେନ୍ଦ୍ର ସରକାରଙ୍କ କାମ କଣ?ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ପରିସ୍ଥିତିରେ ବିଜେଡି ଚୁପ୍ କାହିଁକି?ଗାଁ ଗାଁରେ ପଶିଯାଇପାରେ ବିଜେପି, କୃଷକ, ଦୁଗ୍ଧ ଚାଷୀଙ୍କୁ ଲକ୍ଷ୍ୟକଂଗ୍ରେସ ନେତାମାନଙ୍କ ମୁହଁ ଖୋଲୁନି, ବାମଦଳ ବି ରାଜ୍ୟରେ ନିରବ
ଭୁବନେଶ୍ବର: କେନ୍ଦ୍ର!-->!-->!-->…
Read More...
Read More...
ଟଳମଳ ହେଲାଣି ୟେଦୁରପ୍ପାଙ୍କ ଗାଦି, ପଦ ଛାଡିବେ
ନୂଆଦିଲ୍ଲୀ: ଯେ କୌଣସି ମୁହୂର୍ତ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବିଏସ୍ ୟେଦୁରପ୍ପା। ଏଭଳି ଏକ ଚର୍ଚ୍ଚା ନୂଆଦିଲ୍ଲୀରେ ଧୀରେ ଧୀରେ ଜୋର ଧରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ ସମୟରେ ତାଙ୍କୁ ପଦ ଛାଡିବା ଲାଗି ସଙ୍କେତ ଦିଆଯାଇଥିବା କୁହାଯାଉଛି।!-->…
Read More...
Read More...
ବିଜେଡିରେ ଉତ୍ସାହ: ବଡ ସଫଳତା ପାଇଁ ବଡ କାର୍ଯ୍ୟକ୍ରମ
ଦଳକୁ ୨୫ବର୍ଷ ଛୁଇଁବ, ନବୀନଙ୍କ ରାଜନୀତିକୁ ବିଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ତିଷ୍ଠି ପାରୁନଥିଲାଖୁବ୍ ଶୀଘ୍ର ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ଛୁଇଁବ ୨୫ବର୍ଷତିନିବର୍ଷ ଧରି ପାଳନ କରିବାକୁ ବଡ ଯୋଜନା ଚାଲିଛିସବୁ ରାଜ୍ୟରେ ପହଞ୍ଚିବ ନବୀନଙ୍କ ସଫଳତାର ଗାଥାପ୍ରତି ଘରେ ୨୫ବର୍ଷର ହିସାବ!-->…
Read More...
Read More...
କଣ୍ଟାକୁ କଣ୍ଟାରେ କାଢିବ ବିଜେଡି
ବିଜେପିର ଚାଷୀ ଆନ୍ଦୋଳନର ଜବାବ ଦେବାକୁ ଚାଷୀ ପ୍ରସଙ୍ଗ ଧରିଲାକେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ୨୦ ତାରିଖରେ ଆନ୍ଦୋଳନ କରିବସବୁ ଏଫ୍ସିଆଇ ଗୋଦାମ ଆଗରେ ଧାରଣା ଦେବେ ବିଜେଡି ନେତାମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ଦେଲେ ସୂଚନା
ଭୁବନେଶ୍ବର: ଚାଷୀ ପ୍ରସଙ୍ଗ!-->!-->!-->…
Read More...
Read More...