ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

ବିଜେପିକୁ ଅକଳରେ ପକାଇଲାଣି ଯୋଗୀଙ୍କ ରଣନୀତି

ଲକ୍ଷ୍ନୌ: ଶେଷରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଯୋଗୀ ସରକାର ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଖେରିରେ କୃଷକଙ୍କ ମୃତ୍ୟୁ ପରେ ଗତ ୪ ଦିନ ଧରି ରାଜନୈତିକ ଯୁଦ୍ଧ ଲାଗି ରହିଥିବା ବେଳେ ଆଜି ବଦଳିଛି ଚିତ୍ର। ଏବେ ଯୋଗୀ…
Read More...

ଦିନଟିଏ ବି ରଖିପାରିଲେନି ପିପିଲି ନିର୍ବାଚନ କୋଳାହଳ!

ନେତା , ପ୍ରବକ୍ତାଙ୍କ ଯୁକ୍ତି ଦେଖି ଓଡ଼ିଶା ତାଜୁବ୍; ଧୀରେ ଧୀରେ ମରିଯାଉଛି ରାଜନୀତିର ସ୍ବରବିଫଳ ହେଲେ ବିରୋଧୀ, ଅଜବ କଥା ଗଣମାଧ୍ୟମରେ ଗପିଲେ, ପ୍ରସଙ୍ଗ ଶୂନ୍ୟ ଥିଲା କି ନିର୍ବାଚନ?ଶାସକ ଦଳ ବି ମନଇଚ୍ଛା ଗପିଲେ, ପିପିଲି ଗୁରୁତ୍ବକୁ ହାଲକା କରି ନିଜ ଦଳର ଶ୍ରେୟ ନାହିଁ ଜଣାଇଦେଲେ …
Read More...

ମନ୍ତ୍ରୀ ପୁଅ ନାମରେ ହତ୍ୟା ମାମଲା, ପ୍ରିୟଙ୍କାଙ୍କୁ ଅଟକ ରଖିଲା ୟୁପି ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ଟାର୍ଗେଟରେ। ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଅଟକ। ବିଳମ୍ବିତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌରେ ପହଞ୍ଚିବା…
Read More...

କାହିଁକି ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ?

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଜଣେ ଭଲ ନେତା, ସଂଗଠକ। ତାଙ୍କର ନିର୍ବାଚନମଣ୍ଡଳୀରେ ପତିଆରା ଅଛି, ପ୍ରତିଷ୍ଠା ବି। ତାଙ୍କର ପିପିଲିରେ ଗ୍ରହଣୀୟତା କିଛି କମ୍ ନାହିଁ। ଦଳମତ ନିର୍ବିଶେଷରେ ପୁରୀ ଜିଲ୍ଲାରେ ଯେଉଁ ‘ଭଲ’…
Read More...

ବାପାଙ୍କ ପରେ ପୁଅକୁ ଭରସା

ରୁଦ୍ର ମହାରଥୀ ପିପିଲି ବିଧାୟକ ଭାବେ ନିର୍ବାଚିତପୁଣି ପ୍ରମାଣିତ ହୋଇଗଲା ନବୀନ ଆଗରେଟକ୍କର ଦେଇପାରିଲାନି ବିଜେପି, ଆଶ୍ରିତ ହାରିଲେବିଜେଡି ଯେତିକି ଆଶା କରିଥିଲା, ସେତିକି ମିଳିଲାନିପୁରୀ ଜିଲ୍ଲା ଭୋଟ ବ୍ଯାଙ୍କକୁ ବିଗାଡିଛନ୍ତି ଅଫିସରବେଳହୁଁ ସାବଧାନ ନହେଲେ ଆଗକୁ ବିପଦ ହିଁ ବିପଦ …
Read More...

‘ମୋ ବାପାଙ୍କୁ ବନ୍ଧକ ରଖାଯାଇଛି’

ଲାଲୁ ଯାଦବଙ୍କ ଦୁଇ ପୁଅ ମଧ୍ୟରେ କଥା କଟାକଟି ବାପାଙ୍କୁ ବନ୍ଧକ ରଖିବା ନେଇ ଅଭିଯୋଗ କରିଥିଲେ ତେଜ ପ୍ରତାପ ପାଟନା ଫେରି ପାଲଟା ଜବାବ ଦେଲେ ତେଜସ୍ୱୀ ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦୁଇ ପୁଅ ମୁହାଁମୁହିଁ ।…
Read More...

ଭବାନୀପୁରରୁ ଜିତି ଜବାବ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନରେ ମମତାଙ୍କ ମହାବିଜୟ। ହାଇପ୍ରୋଫାଇଲ ଭବାନୀପୁର ଆସନରେ ବାଜି ମାରିନେଲେ ଦିଦି। ଭବାନୀପୁର ଲୋକଙ୍କ ଭରସା ଜିତି ମମତା ବାନାର୍ଜୀ କେବଳ ନିର୍ବାଚନ ଜିତିନାହାନ୍ତି; ନିଜ ରେକର୍ଡ ଭାଙ୍ଗିଛନ୍ତି। ୫୮ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା…
Read More...

ମମତା ଜିତିବେ ନା ହାରିବେ?

ଦିଦିଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ,ଭବାନୀପୁର ଉପରେ ଦେଶର ନଜର କୋଲକାତା: ଆଜି ଆସିବ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବ। ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।…
Read More...

ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?

ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି…
Read More...

‘ହାତ ଛାଡିବି,ପଦ୍ମ ଧରିବିନି’

ନୂଆଦିଲ୍ଲୀ: ମୁଁ କଂଗ୍ରେସରେ ରହିବନି କିନ୍ତୁ ବିଜେପିରେ ବି ଯୋଗ ଦେବିନାହିଁ। ପ୍ରଥମେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ପରେ ଜାତୀୟ ଗଣମାଧ୍ୟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...