ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

କାହା ସ୍ବାର୍ଥରେ କାମ କରୁଛନ୍ତି ମନ୍ତ୍ରୀ, ସଚିବ

ଆଉ କେତେ ଦିନ ପ୍ରଶାସକଙ୍କ ହାତରେ ରହିବ ମହାନଗର, ପୌରାଞ୍ଚଳ ଓ ସମବାୟ ସଂସ୍ଥାମାଳ ମାଳ ପୁରସ୍କାର ଗୋଟାଉଛନ୍ତି, ଅଥଚ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରିଲେନିପଞ୍ଚାୟତିରାଜ ବିଭାଗ ସ୍ଥିତି ମୁସ୍କିଲ୍, ପିିପିଲି ଉପନିର୍ବାଚନ ପ୍ରଚାର ବେଳେ ଆସିଲା ବଡ ସତସମବାୟ ମନ୍ତ୍ରୀ ଅତ୍ୟନ୍ତ
Read More...

ମୋଦୀଙ୍କୁ ରୋକିବାକୁ ଗୋଟି ଚଳାଉଛନ୍ତି ପିକେ

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏକ ବଡ଼ ରାଜନୈତିକ ଗୋଟିଚାଳନାର ଆଭାସ ମିଳୁଛି। ଗତ ସପ୍ତାହରେ ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ସହିତ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଆଲୋଚନା କରିବା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ତାଙ୍ଗ ସଂଗଠନକୁ ବିସ୍ତାର କରିବା,
Read More...

ପୁଣି ଜଣେ ଓଡ଼ିଆ କେନ୍ଦ୍ରରେ ପାଇପାରନ୍ତି ଗୁୁରୁତ୍ବପୂର୍ଣ୍ଣ ପଦବି

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ତାମିଲନାଡୁ ପୁଲିସ ମହାନିର୍ଦେଶକ ତଥା ୧୯୮୫ ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିପାରେ। କେନ୍ଦ୍ରୀୟ ଭିଜିଲାନ୍ସ କମିସନ ପଦ ପାଇଁ ତାଙ୍କ ନାମ ସଂପର୍କରେ ବିଚାର ଚାଲିଛି। ତାମିଲନାଡୁ ରାଜ୍ୟ
Read More...

କାହା ଉପରେ ବିଜୟ ମହାପାତ୍ରଙ୍କ ଆଖି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ ପାଇଁ ସଜବାଜ ଆରମ୍ଭବିଭିନ୍ନ ଦଳର ରାଜନୈତିକ ନେତାଙ୍କ ସହିତ ଆଲୋଚନା ଜାରି, ସକ୍ରିୟ ହେବେ କି? ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ସଙ୍କେତ ଦେଇସାରିଲେଣି। ଚିଠି କରି କହିଛନ୍ତି
Read More...

ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡ଼େ ଗଲେ?

ଦରଦାମ ସ୍ଥିତି ତିରୋଟ ଅବସ୍ଥାରେ ରହିଛି, ଆନ୍ଦୋଳନକୁ ଓହ୍ଲାଉନହାନ୍ତି ମହିଳାସଭାପତି ଚୟନର ଦୀର୍ଘ ଦିନ ପରେ ବି ଗଠନ ହୋଇପାରୁନି ରାଜ୍ୟ କମିଟିଜିଲ୍ଲାସ୍ତରରେ ଅସନ୍ତୋଷ ଦାନା ବାନ୍ଧିଲେଣି, ସଭାନେତ୍ରୀ ଚୟନ ନୋହିଲାଯୁବ ଓ ଛାତ୍ର ସକ୍ରିୟ ଥିବା ବେଳେ ମହିଳା ଶାଖା ନିରବ ନେଇ ପ୍ରଶ୍ନ
Read More...

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର
Read More...

ହଠାତ୍ ବିଜେପିରେ ହଲ୍‌ଚଲ୍ କାହିଁକି?

ଚିନ୍ତା ବଢ଼ାଇଲାଣି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ରାଜନୀତି ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିକୁ କେତେ ପ୍ରଭାବିତ କରିଛି, ତାହା ପରେ ବିଚାର କରିବା। କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ କିଛି ଅଂଶରେ
Read More...

ବିଜେପିକୁ ଜବରଦସ୍ତ ଝଟ୍‌କା, ମୁକୁଲଙ୍କୁ ଛଡ଼ାଇ ଆଣିଲେ ମମତା

କୋଲାକାତା: ପୂର୍ବରୁ ଯେମିତି ପୂର୍ବାନୁମାନ କରାଯାଉଥିଲା, ଠିକ୍ ସେମିତି ଘଟିଲା। ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ବିଜେପି ଆମଦାନୀ କରି ନେଇଥିବା ଜଣେ ପରେ ଜଣେ ନେତା ପୁଣି ଘରବାହୁଡା ଆରମ୍ଭ କଲେଣି। ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ୨୦୧୭ ମସିହାରେ ବିଜେପିକୁ ଚାଲିଯାଇଥିବା ବରିଷ୍ଠ
Read More...

କାହା ଫଟୋ ଲାଗିବ, ତାକୁ ନେଇ ବିବାଦ

ବିଜେପି କହିଲା, ମାଗଣା ଟିକା ପ୍ରଧାନମନ୍ତ୍ରୀ ଦେଲେ, ଟିକାକରଣ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗୁପ୍ରତିଜବାବ ଦେଲା ବିଜେଡି: ରାଜ୍ୟର ବି ଅବଦାନ କିଛି କମ ନାହିଁ, ଏଣୁ ମୋଦୀଙ୍କର ଲାଗୁ, ନବୀନଙ୍କର ବି ଭୁବନେଶ୍ବର: ଟିକାକରଣକୁ ନେଇ ପୁଣି ରାଜନୀତି ଜୋର ଧରିଛି। ଟିକାକରଣର
Read More...