Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ପୁଣି ଆତଙ୍କବାଦୀ ଆକ୍ରମଣ
ଆୟୁଷ୍ମାନ ଭାରତ ଯୋଜନାରେ ୧୧୨ ଚିକିତ୍ସା ପ୍ୟାକେଜ୍ରୁ ବାଦ୍ ପଡ଼ିବେ ଘରୋଇ ହସ୍ପିଟାଲ
ପୁରୀ ବଡ଼ଦାଣ୍ଡରେ ଟିପି ହୋଟେଲରେ ଗ୍ୟାସ୍ ବିସ୍ଫୋରଣ, ୪ ଆହତ
ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍-କଣ୍ଟେନର ଧକ୍କାରେ ୨୦ ମୃତ
ମାଇକ୍ରୋସଫ୍ଟ ତ୍ରୁଟିର ପ୍ରଭାବ: ସ୍ପାଇସଜେଟ୍ର ୩ ଉଡ଼ାଣ ବାତିଲ
Browsing Category
ସାମାଜିକ
‘ତପସ୍ୱିନୀକୁ ୧୭ ହଜାର ନୁହେଁ ମାସକୁ ମିଳିବ ୧୦ ହଜାର’
ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ ମାମଲା । ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ୧୭ ହଜାର ବଦଳରେ ୧୦ ହଜାର ମିଳିବ । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ପୂର୍ବରୁ ସୁମିତଙ୍କୁ , ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସକୁ ୧୭ ହଜାର ଟଙ୍କା ଦେବାକୁ ତଳକୋର୍ଟଙ୍କ!-->…
Read More...
Read More...
ଆଜିଠୁ ବିନା କଟକଣାରେ ଜଗା ଦର୍ଶନ
ଆଜିଠୁ ଆରମ୍ଭ ହୋଇଛି କଟକଣା ମୁକ୍ତ ଜଗା ଦର୍ଶନ । କରୋନା ସଂକ୍ରମଣ ରାଜ୍ୟରେ କମିଥିବାରୁ ବିନା କଟକଣାରେ ଏବେ ଜଗାକୁ ଦେଖିପାରିବେ ଭକ୍ତ । ପାଖାପାଖି ଦୁଇ ବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା କୋହଳ ହୋଇଛି । ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ରୁ ରାତି ୯!-->…
Read More...
Read More...
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ
ଯାଜପୁର ବିଝାଂରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଯାଜପୁର ଏସପି କହିଛନ୍ତି । ଆଉ ୨୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କୁ!-->…
Read More...
Read More...
ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନଯୋଗେ ଯୋଗେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ।ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ଏହା ପରେ ଭୁବନେଶ୍ୱରରୁ!-->…
Read More...
Read More...
ହାତ ଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର
ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜାଗାରେ ରାଜନୀତି ହିଂସା ଦେଖିବାକୁ ମିଳିଛି ।କେଉଁଠି ବୋମାମାଡ଼ ତ କେଉଁଠି ଗୁଳିମାଡ଼ । କେଉଁଠି ବୁଥ ରିଗିଂ ତ ଆଉ କେଉଁଠି କିଏ କାହାକୁ ଆକ୍ରମଣ କଲାଣି । ନୂଆପଡ଼ା ଖଡିଆଳରେ ଗତକାଲିଠୁ ନିଖୋଜ ଥିବା ଜଣେ ସରପ ପ୍ରାର୍ଥୀଙ୍କ!-->…
Read More...
Read More...
ବିଜେଡ଼ି କରିଛି ନିର୍ବାଚନୀ ହିଂସା: ବିଜେପି
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ଅଞ୍ଚଳରୁ ହିଂସାର ଖବର ଆସିଥିଲା । ବୁଥରେ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେଣି ତ ଆଉ କେଉଁଠି ଠେଙ୍ଗାରେ ପିଟାପିଟି ହେଲେଣି । କଣାସରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ ଘଟଣା ପାଇଁ!-->…
Read More...
Read More...
ସାମ୍ବାଦିକଙ୍କୁ ମାଡ଼ ମାରି ବନ୍ଧା ହେଲେ
ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୁରୀ କଣାସରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଏମାନଙ୍କୁ ଗିରଫ କରିଛି । ଗିରଫ!-->…
Read More...
Read More...
ମୃତ୍ୟୁର କୂଅ
ବିବାହ ପାଇଁ ଚାଲିଥିଲା ଆୟୋଜନ । ହସଖୁସିରେ ଫାଟିପଡୁଥିଲା ଘର । ସମ୍ପକୀୟଙ୍କ ଓ ଗାଁ ଲୋକଙ୍କର ମଧ୍ୟ ଘରେ ଭିଡ ଜମିଥିଲା । କିନ୍ତୁ ଖୁସିର ମାହୋଲ ଭିତରେ ଖେଳିଗଲା ଦୁଃଖର କଳାବାଦଲ । ହଠାତ ସବୁକିଛି ଛାରଖାର ହୋଇଗଲା । ଉତ୍ତରପ୍ରଦେଶ କୁଶିନଗରରୁ ଆସିଛି ଏଭଳି ଏକ ଘଟଣା ଯାହା ଶୁଣିଲେ!-->…
Read More...
Read More...
ନିର୍ବାଚନ ପୂର୍ବରୁ ଆଖିବୁଜିଲେ ସରପଞ୍ଚ ପ୍ରାର୍ଥୀ, ବନ୍ଦ ରହିଲା ମତଦାନ
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ଆସିଛି ଦୁଃଖଦ ଖବର । ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ଫଳରେ ମତଦାନ ବନ୍ଦ ରହିଛି । କଟକ ସଦର ବ୍ଲକର ଯଶପଡା ପଞ୍ଚାୟତରେ ଏଭଳି ଦୁଃଖଦ ଘଟଣା ଘଟିଛି । କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ!-->…
Read More...
Read More...