Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ଲାଗୁ ହେବ ‘ୱାନ୍ ନେସନ, ୱାନ୍ ହେଲ୍ଥ’
Browsing Category
ସାମାଜିକ
ଏଲଇ୍ଡି ଟେଣ୍ଡରରୁ କେଳେଙ୍କାରୀ ଗନ୍ଧ ବାହାରୁଛି!
୧୫୦ କୋଟିର ଏଲ୍ଇଡି କିଣାଯିବ, ମାତ୍ର ୫ଟି କଂପାନିକୁ ଅନୁମତି କାହିଁକି?ଦଶନ୍ଧି ତଳର ପୁରୁଣା ବୈଷୟିକ ଜ୍ଞାନ କୌଶଳର ଏଲ୍ଇଡି କାହିଁକି ଆସିବ?
ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ରାଜ୍ୟରେ ଏଲ୍ଇଡି ଲାଇଟ୍ କିଣା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ଏଥିରେ ଦୁର୍ନୀତି!-->!-->!-->…
Read More...
Read More...
ମୁଁ ବି ସରକାରୀ ସ୍କୁଲରେ ପଢିଛି, କିନ୍ତୁ …
କାହା ସ୍ବାର୍ଥରେ କାମ କରୁଛନ୍ତି ଏସ୍ଏମ୍ସି?କେତେ ଥର ସରକାରଙ୍କୁ ଦେଉଛନ୍ତି ରିପୋର୍ଟ?ସାମାଜିକ ଗଣମାଧ୍ୟମରେ ଚାଲିଛି ପ୍ରତିଯୋଗିତାଉତ୍ତରଦାୟିତ୍ବ ନେବାକୁ କାହାର ଫୁରସତ୍ ନାହିଁ
ଭୁବନେଶ୍ବର: ବିନା ପରୀକ୍ଷାରେ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଫଳ ରେକର୍ଡ ଛୁଇଁଛି।!-->!-->!-->…
Read More...
Read More...
୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ
ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ।
ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ!-->!-->!-->!-->!-->…
Read More...
Read More...
କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର
ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ!-->!-->!-->…
Read More...
Read More...
ବଦଳିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ
ଭୁବନେଶ୍ବର: ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବରୁ ପ୍ରମୁଖ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୯୫ ମସିହା ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଏହି ବିଭାଗ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ!-->…
Read More...
Read More...
ବାପିଙ୍କ ଜୀବନକୁ ହସ ଫେରିଲା
ଭୁବନେଶ୍ବର: ଯୁବ ବିଧାୟକ ତଥା ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ (ବାପି) ରାୟଙ୍କର ହାତ ଗଣ୍ଠି ପଡ଼ିଛି। କୋଭିଡ୍ କଟକଣା ଭିତରେ ଚିଲିକା ସ୍ବସ୍ତି ରିସର୍ଟରେ ସେ ତଦାସା (ଲିକି)ଙ୍କର ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବାପି ଓ ଲିକି। ପାଖରେ ଠିଆ ହୋଇଛି କୁନି!-->…
Read More...
Read More...
ଭିକାରିଙ୍କୁ ଏବେ ରାଜଧାନୀ ମନା
ଭୁବନେଶ୍ୱର: ମଲ୍ ହେଉ କି ମନ୍ଦିର। କୌଣସି ଛକ କି ବସ୍ ରହଣୀ ସ୍ଥଳ। ସବୁଠି ବୁଲୁଥିଲେ ମାଳ ମାଳ ଭିକାରି। କେଇ ସେକେଣ୍ଡ ପାଇଁ ଗାଡି ଅଟକିଗଲେ, କାଚ ଠକ୍ ଠକ୍ କରି ଭିକ ମାଗୁଥିଲେ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକ। କଅଁଳ ବୟସରେ ବହି ବସ୍ତାନୀ ଧରିବା!-->…
Read More...
Read More...
ମାଟ୍ରିକ୍ ପରୀକ୍ଷାରେ କେଉଁ ବିଷୟ ପଡ଼ିବ, ମନ୍ତ୍ରୀ କହିଲେ
ଭୁବନେଶ୍ବର: କମ ମାର୍କ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଦେଇପାରିବେ ଅଫଲାଇନ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି କହିଛନ୍ତି!-->…
Read More...
Read More...
୩୦ରୁ କୋଭିଡ୍ କଟକଣାରେ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ବର: ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ହେବ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟରେ ବିନା ପରୀକ୍ଷାରେ ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ!-->…
Read More...
Read More...
ନାହିରେ ତେଲ ଦେଇ ଶୋଇଗଲେ ବାବୁ
ଅଧାପନ୍ତରିଆ ରହିଗଲା ବିରଳ ବଜ୍ରକାପ୍ତା ଅପରେସନ୍ସମସ୍ତେ ତନାଘନା କଲେ, ହଠାତ୍ ଚୁପ୍ ବସିଗଲେ କାହିଁକିଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି, ତାର ଗଣନା ବି ହେଉନି
ଭୁବନେଶ୍ବର: ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଏବେ ବନ୍ୟପ୍ରାଣୀ!-->!-->!-->…
Read More...
Read More...