ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ସାମାଜିକ

ସିବିଏସ୍‌ଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଯୁକ୍ତ ଦୁଇ ସିବିଏସ୍‌ଇ ପରୀକ୍ଷା ଫଳ ଇତିମଧ୍ୟରେ କେନ୍ଦ୍ର ସରକାର ବାତିଲ୍ କରିଦେଇଛନ୍ତି। ହେଲେ କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ, ତାହା ଏବେ ବି ରହସ୍ୟରେ ରହିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ଦିନ ଅର୍ଥାତ୍ ଆଉ ୪୮ ଘଣ୍ଟା ପରେ ସିବିଏସ୍‌ଇ
Read More...

ସାବଧାନ୍ ରୁହନ୍ତୁ, ଲୋକପ୍ରତିନିଧି, ସରକାରୀ କର୍ମଚାରୀ

ଭୁବନେଶ୍ବର: କିଏ ଘରକୁ ଦାମୀ ସୋଫା, ଦାମୀ ଗାଡ଼ି ଆଣିଲାଣି ତ ଆଉ କିଏ ନିଜ ନାମରେ କି ସଂପର୍କୀୟଙ୍କ ନାମରେ ଜମି, ଘର କିଣିଚାଲିଛନ୍ତି। କିଏ ସରକାରୀ ଚାକିରି କରି ପ୍ଲଟିଂ ବ୍ୟବସାୟରେ ଅଛନ୍ତି ତ ପୁଣି କିଏ ଲୋକ ପ୍ରତିନିଧି ହୋଇ ଠିକାଦାରଙ୍କ ସହିତ ମିଶି ସଂପତ୍ତି ଆହରଣରେ ମାତିଛନ୍ତି।
Read More...

ବାତ୍ୟାଞ୍ଚଳରେ କିଏ କଣ ପାଇବେ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା ।୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନକୃଷି
Read More...

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ପ୍ୟାକେଜ୍

୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: କରୋନା କାଳରେ ଜୀବନ ଜୀବିକା ବିପଦରେ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀଙ୍କ ପାଇଁ ଆଜି ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ବିଧିବଦ୍ଧ
Read More...

କେତେ ଉଜାଡ଼ିଛି ‘ୟାସ୍’, ଧର୍ମେନ୍ଦ୍ର ବୁଲି ଦେଖିଲେ

ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀଏକ ସ୍ଥାୟୀ ଓ ଦୂରଦର୍ଶୀ ପଦକ୍ଷେପ ଜରୁରୀ: ଧର୍ମେନ୍ଦ୍ର ପ୍ରଧାନବାତ୍ୟା ବିପନ୍ନଙ୍କୁ ଭେଟି ରିଲିଫ୍ କାର୍ଯ୍ୟ, ବାତ୍ୟା ପରବର୍ତୀ ଥଇଥାନ ନେଇ ଆଲୋଚନାଚାରିଗୋଛିଆ ଗାଁରେ ଭାଙ୍ଗିଥିବା ନଦୀବନ୍ଧର ମରାମତି
Read More...

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆହୁରି ବିଳମ୍ବ ହେବ

ପୁଣି ବଡ଼ ନିଷ୍ପତ୍ତି ନେଲା ସିବିଏସ୍‌ଇ, ଜୁନ୍ ୩୦ ସୁଦ୍ଧା ଟାବୁଲେସନ୍ କାମ ସାରିବାକୁ ତାରିଖ ଧାର୍ଯ୍ୟ ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ମାର୍କ ଟାବୁଲେସନ୍ କରି ବୋର୍ଡରେ ଦାଖଲ ପାଇଁ ଜୁନ୍ ୩୦
Read More...

କଟକରେ ଛାପ ଛାଡ଼ିଲେ ନବୀନ

ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀକ୍ୟାଣ୍ଟନମେଣ୍ଟ ରୋଡରେ ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି,ବେଲ ଭ୍ୟୁ ଛକରେ ମହାତ୍ମା ଗାନ୍ଧୀଙ୍କ ମ୍ୟୁରାଲ ପ୍ରତିମୂର୍ତ୍ତି ଉନ୍ମୋଚିତମହାତ୍ମାଗାନ୍ଧୀ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୃଢ ସମର୍ଥକ ଥିଲେ:
Read More...