ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’
Browsing Category

ସାମାଜିକ

ଯେଠଓ୍ବା, ଲଳିତ, ସଂଜୀବଙ୍କୁ ଗୁରୁଦାୟିତ୍ବ

ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‌ଡି ନିଯୁକ୍ତିବୋଥ୍ରା ପରିବହନ କମିସନ, ରାଧାକୃଷ୍ଣଙ୍କୁ ଆଇନଶୃଙ୍ଖଳା ଦାୟିତ୍ବଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ କାର୍ଯ୍ୟ କରିବେ ଭୁବନେଶ୍ବର: ଯେମିତି ପୂର୍ବାନୁମାନ କରାଯାଇଥିଲା, ଠିକ୍ ସେମିତି ରାଜ୍ୟ ସରକାର ଆଜି ଗୁରୁତ୍ବପୂର୍ଣ୍ଣ
Read More...

ଗୋ-ଖାଦ୍ୟ ପାଇଁ ଦୁଗ୍ଧ ଚାଷୀ ପାଇବେ ୬ହଜାର

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଭୁବନେଶ୍ବର: ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ
Read More...

ବିପର୍ଯ୍ୟୟ ମୁକାବିଲା ମନ୍ତ୍ର ଦେଲେ ନବୀନ

‘ସବୁ ଜୀବନ ମୂଲ୍ୟବାନ’ ଏବଂ ‘ସରକାରଙ୍କ ସମସ୍ତ ଶାଖାର ସମନ୍ବିତ ଅଂଶଗ୍ରହଣ’ ମୁଖ୍ୟ ଆଭିମୁଖ୍ୟସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ
Read More...

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍ ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା
Read More...

ମୁଖ୍ୟଶାସନ ସଚିବ ବଦଳିଲେ, ନିଷ୍ପତ୍ତି ବଦଳିଯାଏ କି?

ଅସିତ କୁମାର ତ୍ରିପାଠୀ ମୁଖ୍ୟସଚିବ ଥିବା ବେଳେ ପିଏମୟୁ ନିଯୁକ୍ତି ଉପରେ କଟକଣା ଲାଗିଥିଲାତନାଘନା କରିଥିଲେ ଅର୍ଥବିଭାଗ, ସମୀକ୍ଷା ପାଇଁ ସବୁ ବିଭାଗକୁ ତଥ୍ୟ ମାଗିଥିଲେ ଅର୍ଥ ବିଭାଗ ସଚିବସୋମବାର ବୈଠକରେ ଯୋଜନ ଓ ସଂଯୋଜନ ବିଭାଗରେ ପିଏମ୍‌ୟୁ ଗଠନ ନେଇ ପୁଣି ହୋଇଛି
Read More...

ଆଉ କେତେ ମଲେ, ନିଦ ଭାଙ୍ଗିବ?

କମୁନି ହାତୀ-ମଣିଷ ଲଢ଼େଇ, ଏପ୍ରିଲ ଠାରୁ ଜୁନ୍ ଅଧିକ୮ ବନଖଣ୍ଡରେ ସ୍ଥିତି ଗମ୍ଭୀର, ମାଳ ମାଳ ଯୋଜନା ଚାଲିଛିଆସାମରେ ଲୋକେ ଆପଣେଇଲେଣି ଅଭିନବ କାର୍ଯ୍ୟକ୍ରମଓଡ଼ିଶାରେ କାମ୍ଫାର ୮୦୩ କୋଟି କେଉଁଠି ଖର୍ଚ୍ଚ ହେଲାକେତେ ଜଳାଶୟ ପୁନରୁଦ୍ଧାର ହୋଇଛି, କେତେ ନୂଆ ସିଏଜି ଅଡିଟ୍ କରୁନାହାନ୍ତି
Read More...

କିଏ ହେବେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ମୁଖିଆ?

ଆଇପିଏସ୍‌ ଶିବିରରେ ହଲଚଲ୍‌, ସରକାରଙ୍କ ଉପରେ ସମସ୍ତଙ୍କ ନଜରପୁଲିସ ଆଧୁନିକୀକରଣ ଶାଖା, ପଶ୍ଚିମାଞ୍ଚଳ ରେଜଂ ପଦବି ବି ପୂରଣ ହୋଇପାରେଯେ କୌଣସି ମୁହୂର୍ତରେ ବାହାରିପାରେ ନିର୍ଦେଶନାମା, ଆଖି ରଖିଛନ୍ତି ରାଜନୈତିକ ମହଲ ଭୁବନେଶ୍ବର: ପୂର୍ବରୁ କ୍ରାଇମବ୍ରାଞ୍ଚ ମୁଖିଆ ପଦ ଖାଲି ପଡ଼ିଛି।
Read More...

ପିତୃ ଦିବସରେ ନବୀନ ଦେଲେ ‘ଆଶୀର୍ବାଦ’

ବାପା , ମା' ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଇଁ ନୂଆ ଯୋଜନାଉଭୟ ପିତା ମାତା ତଥା ଜଣଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ପଚିଶ ଶହ ଟଙ୍କାକେବଳ ମୁଖ୍ୟ ଉପାର୍ଜନ କାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ପନ୍ଦର ଶହ ଟଙ୍କାଜଣେ ବି
Read More...

୮୫ ବ୍ଲକକୁ ଆରମ୍ଭରୁ ଧୋକା ଦେଲା ମୌସୁମୀ

ଜମି ପାଇଲାନି ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ ଦେଲେଣି୧୬ ବ୍ଲକରେ ସ୍ଥିତି ଅତି ଉତ୍କଟ, ୬୦ ପ୍ରତିଶତରୁ କମ୍ ବର୍ଷା ହୋଇଛିଜୁନର ବାକି ଦିନରେ ଦକ୍ଷିଣ ଓ ଉପକୂଳରେ ବଡ଼ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ଚଳିତବର୍ଷ ଠିକ୍ ସମୟରେ ଅର୍ଥାତ୍ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶା
Read More...

ନବୀନଙ୍କ ୧୬୯୦ କୋଟିର କୋଭିଡ୍ ପ୍ୟାକେଜ୍

ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ମନରେଗା ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା
Read More...