Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ପ୍ରଳୟ ରଚିଲା ଫନି
୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ!-->…
Read More...
Read More...
ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି
ପୁରୀରେ ୧୫୦ କିଲୋମିଟର ବେଗରେ ପବନବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ
ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତନାଘନା
୩ରେ ପ୍ରଭାବିତ ଅଞ୍ଚଳର ସରକାରୀ ଓ ଘରୋଇ ଅଫିସ ବନ୍ଦ ଭୁବନଶେ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବ ଓଡ଼ିଶା ସମତେ ଆନ୍ଧପ୍ରଦଶେ ଓ ପଶ୍ଚିମବଙ୍ଗରେ ପଡିବା ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁହାକୁ ତୁହା ଏଠାରେ ବୈଠକ କରୁଥିବା ବଳେେ ଆଜି ନୂଆଦିଲ୍ଲୀରେ!-->…
Read More...
Read More...
ଶୁକ୍ରବାର ସକାଳେ କୃଷ୍ଣପ୍ରସାଦରେ ମାଡ଼ ହେବ ‘ଫନି’
୧୮୦-୨୦୦ କିଲୋମିଟର ବେଗରେ ପବନପୁରୀ, ଖୋର୍ଧା, ଜଗତସିଂହପୁର, ଗଞ୍ଜାମକୁ କ୍ଷତି
ଭୁବନଶେ୍ୱର:ଶୁକ୍ରବାର ସକାଳ ୮ଟାରେ ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ (କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି) ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ସତେବେଳେକୁ ପବନର ବେଗ ରହିବ ଘଣ୍ଟାପ୍ରତି!-->!-->!-->…
Read More...
Read More...
ଭୁବନେଶ୍ୱରରେ ବାତ୍ୟା ମୁକାବିଲା ପାଇଁ ତନାଘନା
ଡ. କ୍ରିଷନ୍ କୁମାରଙ୍କ ନେତୃତ୍ୱରେ ଚାଲିଛି ପ୍ରସ୍ତୁତି
ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ଆସୁଥିବା ବାତ୍ୟା ଫନି ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ତ ଓ ସମବାୟ ସଚିବ ଡ. କ୍ରିଷନ୍ କୁମାର ଆଜି ସମସ୍ତ ଅଧିକାରୀଙ୍କର ଏକ ବୈଠକ କରି!-->!-->!-->…
Read More...
Read More...
ଅଶୁଭ ସଙ୍କେତ: ଶ୍ରୀଜଗନ୍ନାଥଙ୍କ ନୀଳଚକ୍ରରୁ ଉଡିଗଲା ବାନା
ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ପୁରୀ ଆଡକୁ ବାତ୍ୟା ଫନି ମାଡି ଆସୁଥିବା ବେଳେ ଆଜି ଶ୍ରୀମନ୍ଦିରରୁ ନୀଳଚକ୍ରରୁ ବାନା ଉଡିଯିବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ଓ ଶ୍ରୀଜଗନ୍ନାଥ ପ୍ରେମୀ ବିଚାର କରୁଛନ୍ତି ।
ପୂର୍ବରୁ!-->…
Read More...
Read More...
୧୨ ଘଣ୍ଟା ଧରି ଉପକୂଳକୁ ଘାଣ୍ଟିବ ଫନି
୧୫ କିଲୋମିଟର ବେଗରେ ଆଗକୁ ଆସୁଛିପୁରୀ ନିକଟବର୍ତୀ ଅଞ୍ଚଳରେ ମାଡ଼ ହେବବର୍ଷା ଆରମ୍ଭ ହୋଇଛି, ଧୀରେ ଧୀରେ ପବନ ବି ବଢୁଛିଅନ୍ୟ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ, ଅପରାହ୍ନରେ ବଢିବ
ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ଅବସ୍ଥାରେ ଥିବା ବାତ୍ୟା ଫନି ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପୁରୀ!-->!-->!-->…
Read More...
Read More...
ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ସ୍ଥାନାନ୍ତର ହେବେ
ଫନିର ସ୍ଥିତିର ସମୀକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ଅଫିସରଙ୍କୁ ଡାକି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିରେ!-->!-->!-->…
Read More...
Read More...
ବାତ୍ୟା ପାଇଁ ୮୧ ଟ୍ରେନ୍ ବାତିଲ୍
ଭୁବନେଶ୍ୱର: ବାତ୍ୟା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଆଜି ପ୍ରଥମ ପର୍ଯ୍ୟାୟରେ ୮୧ଟି ଟ୍ରେନ୍ ବାତିଲ କରିଛି । ଆଜି ପୂର୍ବତଟ ରେଳପଥ କର୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭଦ୍ରକ-ବିଜୟନଗରମ୍ ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଟ୍ରେନ୍ ଚଳାଚଳ ବନ୍ଦରହିବ!-->…
Read More...
Read More...
ଅତି ଭୀଷଣ ରୂପ ଧାରଣ କଲାଣି ଫନି
୩ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳ ଭାଗ ଛୁଇଁବ୨୦୦ କିଲୋମିଟରରୁ ଅଧିକ ବେଗରେ ପବନ୪ଜିଲ୍ଲାରେ ଦେଢ ଫୁଟ ଉଚ୍ଚର ଜୁଆର୬ଟି ଜିଲ୍ଲା ଅତିକ୍ରମ କରି କୋଲକାତା ଯିବ
ଭୁବନେଶ୍ୱର: ଅତିରୁ ଅତି ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଫନି । ଏପରି ଯେ ପୁରୀ ବାଲୁଖଣ୍ଡ!-->!-->!-->…
Read More...
Read More...