Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Browsing Category
ଖେଳ
ଅଲିମ୍ପିକ୍ସରେ କରୋନା ଭୟ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା ଆତଙ୍କ। ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ଯାଏ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ!-->…
Read More...
Read More...
ଟୋକିଓରେ ଟେକ ରଖ
ଖେଳାଳିଙ୍କ ମନୋବଳ ବଢାଇଲେ ମୋଦୀଦୂତି ଅର୍ଥ ଚମକ, ଏଣୁ ଟୋକିଓରେ ତୁମେ ଚମକିବ
ନୂଆଦିଲ୍ଲୀ: ଟୋକିଓର ଅଲମ୍ପିକ୍ସ ପୋଡିୟମ ଏବେ ତୁମକୁ ଅପେକ୍ଷା କରିଛି। ଟୋକିଓରେ ଦେଶର ଗୌରବ ବଢାଅ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯିବାକୁ ମନୋନୀତ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ!-->!-->!-->…
Read More...
Read More...
ଉତ୍ସାହିତ କଲେ, ଆଗୁଆ ପୁରସ୍କାର ଘୋଷଣା ହେଲା
ଓଡିଶାର ଅଲମ୍ପିଆନଙ୍କ ସହିତ କଥା ହେଲେ,, ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୬ କୋଟି, ୪ କୋଟି ଓ ୨.୫ କୋଟିଭଲ ପ୍ରଦର୍ଶନ କରିବୁ ଏବଂ ଦେଶ ପାଇଁ ଗୌରବ ଆଣିବୁ: ଖେଳାଳି
ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ!-->!-->!-->…
Read More...
Read More...
ଆରପାରିରେ ମିଲଖା ସିଂହ
ଚଣ୍ଡୀଗଡ: ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ!-->…
Read More...
Read More...
ଭାରତୀୟ କ୍ରିକେଟ୍ ଦଳକୁ ରୋହିତ ଝଟ୍କା
ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତର କ୍ରିକେଟ୍ ଦଳକୁ ବଡ଼ ଝଟ୍କା ଲାଗିଛି। ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେଉଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,ସେଥିରୁ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ଗସ୍ତରେ ସାମିଲ ହେବେ ନାହିଁ। ଫଳରେ!-->…
Read More...
Read More...
ଆଇସିୟୁରେ କପିଳ ଦେବ
ନୂଆଦିଲ୍ଲୀ: "ଛାତି ଯନ୍ତ୍ରଣା" ଅଭିଯୋଗ ପରେ କ୍ରିକେଟ୍ କିମ୍ବଦନ୍ତୀ କପିଳ ଦେବଙ୍କର ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଫୋର୍ଟିସ୍ ଏସକର୍ଟ ହସ୍ପିଟାଲ ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ଏବେ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଅଛନ୍ତି!-->…
Read More...
Read More...
ଯାହା ବିଷୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ କଥା ହୁଅନ୍ତି
ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ଅବସର ଓ ୧୯୨୯ ଘଣ୍ଟା
ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି। ସେ ହେଉଛନ୍ତି ଏମିତି ଶୈଳୀର ଜଣେ ଖେଳାଳି, ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ କଥା ହୋଇଥାନ୍ତି। ବିଶିଷ୍ଟ କ୍ରିକେଟ୍ ଖେଳାଳି ଜିନ୍ ଜୋନ୍ସଙ୍କର!-->!-->!-->!-->!-->…
Read More...
Read More...
କ୍ରିକେଟ୍ ବିଶ୍ବକପ୍ ଖେଳିବା ସ୍ବପ୍ନ ହୋଇ ରହିଗଲା
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ସୁଯୋଗ ପାଇଥିବା ସବୁ ଖେଳାଳି ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖିବା ଏକ ସ୍ବାଭାବିକ କଥା। ଆଉ ଯେଉଁମାନେ ଦଳର ପ୍ରମୁଖ ସ୍ଥାନରେ ଖେଳୁଥିବେ, ଭଲ ଖେଳାଳି ଭାବେ ଗଣାଯାଉଥିବେ, ସେମାନେ ତ ନିଶ୍ଚିତ ଥିବେ ଯେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ହିଁ!-->…
Read More...
Read More...
କାହା ସପକ୍ଷରେ ଯିବ ବାରବାଟୀ
ଭୁବନେଶ୍ବର: ଆଉ କିଛି ମୁହୂର୍ତ ପରେ ବାରବାଟୀରେ ଭାରତ ଓ ଵେଷ୍ଟଇଣ୍ଡିଜ୍ ମୁକାବିଲା। ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବରାବର ସ୍ଥିତିରେ ଅଛନ୍ତି। ଏଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅତି ହାଇଭୋଲଟେଜ୍ ମ୍ୟାଚରେ!-->…
Read More...
Read More...
ବାରବାଟୀ ଦିନିକିଆ ପାଇଁ ୫ରୁ ଅନଲାଇନ୍ ଟିକେଟ୍
ଭୁବନେଶ୍ବର: ଭାରତ-ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଚଳିତମାସ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିବା-ରାତ୍ର ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିପାଇଁ ୫ ତାରିଖରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। www.paytm.com କିମ୍ବା www.insider.in!-->…
Read More...
Read More...