ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ଖେଳ

ମ୍ୟାଚ ହାରିଲେ ବି ହୃଦୟ ଜିତିଲେ

ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି। ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ।
Read More...

ଇତିହାସ ରଚିଲା ଭାରତ

୪୧ବର୍ଷ ପରେ ଜାତୀୟ ଖେଳରେ ବ୍ରୋଞ୍ଚ ପଦକ ଜିତିଲା ଭାରତପ୍ରଧାନମନ୍ତ୍ରୀ କହିଲେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନସଂପ୍ରତି ଭାରତୀୟ ଦଳର ପୃଷ୍ଠପୋଷକ ଦାୟିତ୍ବରେ ରହିଛି ଓଡ଼ିଶା ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଭାରତ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରୁ ମିଳିଛି
Read More...

ବ୍ରୋଞ୍ଜ ଆଣିଲେ ଲଭଲିନା

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତ ପଦକ ସଂଖ୍ୟା ୩ରେ ପହ ିଛି । ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ବକ୍ସିଂ ସେମିଫାଇନାଲ କଡା ଟକ୍କର ସତ୍ୱେ ତାଙ୍କୁ
Read More...

କୁସ୍ତିରେ କମାଲ

ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ
Read More...

ଭାରତର ବଢୁଛି ପଦକ ଆଶା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫
Read More...

ହାରିଗଲେ କିନ୍ତୁ ହୃଦୟ ଜିତିଲେ

ହାରିଗଲା କିନ୍ତୁ ହୃଦୟ ଜିତିଲା। ଟୋକିଓ ଅଲିମ୍ପକ୍ସରେ ପୁରୁଷ ହକି ଦଳର ସେମିଫାଇନାଲ ଟକ୍କର ପରେ ବି ଭାରତକୁ ନିରାଶ ହେବାକୁ ପଡିଛି ।ଭାରତକୁ ହରାଇ ଫାଇନାଲକୁ ବେଲିଜୟମ ଯାଇଛି । ଭାରତକୁ ୫-୨ ଗୋଲରେ ହରାଇ ବେଲଜିୟମ ବିଜୟୀ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତୀୟଟିମ ଖେଳିବ । କିନ୍ତୁ
Read More...

ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।
Read More...

ସୁନାଝିଅ ସିନ୍ଧୁ

ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ
Read More...

ସେମିରେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ଭାରତ ପଦକ ଆଶା ବଢିବାରେ ଲାଗିଛି । ପିଭି ସିନ୍ଧୁ ରୋମାଚଂକର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମି ନ ମହିଳା ସିଙ୍ଗଲ୍ସରେ କ୍ୱାର୍ଟରଫାଇନାଲରେ ଜବରଦସ୍ତ ମୁକାବିଲା କରିଛନ୍ତି ସିନ୍ଧୁ । ଜାପାନାର
Read More...

ପଦକ ନିଶ୍ଚିତ କଲେ ଲଭଲିନା, ନିରାଶ କଲେ ଦୂତୀ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା। ଭାରତ ପାଇଁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି ବି. ଲଭଲିନା। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ନିଏନ ଚିନ ଚେନଙ୍କୁ ୪-୧ରେ
Read More...