ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

ଖେଳ

ଟୋକିଓରେ ଟେକ ରଖ

ଖେଳାଳିଙ୍କ ମନୋବଳ ବଢାଇଲେ ମୋଦୀଦୂତି ଅର୍ଥ ଚମକ, ଏଣୁ ଟୋକିଓରେ ତୁମେ ଚମକିବ ନୂଆଦିଲ୍ଲୀ: ଟୋକିଓର ଅଲମ୍ପିକ୍ସ ପୋଡିୟମ ଏବେ ତୁମକୁ ଅପେକ୍ଷା କରିଛି। ଟୋକିଓରେ ଦେଶର ଗୌରବ ବଢାଅ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯିବାକୁ ମନୋନୀତ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ
Read More...

ଉତ୍ସାହିତ କଲେ, ଆଗୁଆ ପୁରସ୍କାର ଘୋଷଣା ହେଲା

ଓଡିଶାର ଅଲମ୍ପିଆନଙ୍କ ସହିତ କଥା ହେଲେ,, ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୬ କୋଟି, ୪ କୋଟି ଓ ୨.୫ କୋଟିଭଲ ପ୍ରଦର୍ଶନ କରିବୁ ଏବଂ ଦେଶ ପାଇଁ ଗୌରବ ଆଣିବୁ: ଖେଳାଳି ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ
Read More...

ଆରପାରିରେ ମିଲଖା ସିଂହ

ଚଣ୍ଡୀଗଡ: ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ
Read More...

ଭାରତୀୟ କ୍ରିକେଟ୍ ଦଳକୁ ରୋହିତ ଝଟ୍‌କା

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତର କ୍ରିକେଟ୍ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆସନ୍ତାମାସରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯେଉଁ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି,ସେଥିରୁ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ଗସ୍ତରେ ସାମିଲ ହେବେ ନାହିଁ। ଫଳରେ
Read More...

ଆଇସିୟୁରେ କପିଳ ଦେବ

ନୂଆଦିଲ୍ଲୀ: "ଛାତି ଯନ୍ତ୍ରଣା" ଅଭିଯୋଗ ପରେ କ୍ରିକେଟ୍ କିମ୍ବଦନ୍ତୀ କପିଳ ଦେବଙ୍କର ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଫୋର୍ଟିସ୍ ଏସକର୍ଟ ହସ୍ପିଟାଲ ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ଏବେ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଅଛନ୍ତି
Read More...

ଯାହା ବିଷୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ କଥା ହୁଅନ୍ତି

ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ଅବସର ଓ ୧୯୨୯ ଘଣ୍ଟା ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି। ସେ ହେଉଛନ୍ତି ଏମିତି ଶୈଳୀର ଜଣେ ଖେଳାଳି, ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ କଥା ହୋଇଥାନ୍ତି। ବିଶିଷ୍ଟ କ୍ରିକେଟ୍ ଖେଳାଳି ଜିନ୍ ଜୋନ୍ସଙ୍କର
Read More...

କ୍ରିକେଟ୍ ବିଶ୍ବକପ୍ ଖେଳିବା ସ୍ବପ୍ନ ହୋଇ ରହିଗଲା

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ସୁଯୋଗ ପାଇଥିବା ସବୁ ଖେଳାଳି ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖିବା ଏକ ସ୍ବାଭାବିକ କଥା। ଆଉ ଯେଉଁମାନେ ଦଳର ପ୍ରମୁଖ ସ୍ଥାନରେ ଖେଳୁଥିବେ, ଭଲ ଖେଳାଳି ଭାବେ ଗଣାଯାଉଥିବେ, ସେମାନେ ତ ନିଶ୍ଚିତ ଥିବେ ଯେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ହିଁ
Read More...

କାହା ସପକ୍ଷରେ ଯିବ ବାରବାଟୀ

ଭୁବନେଶ୍ବର: ଆଉ କିଛି ମୁହୂର୍ତ ପରେ ବାରବାଟୀରେ ଭାରତ ଓ ଵେଷ୍ଟଇଣ୍ଡିଜ୍ ମୁକାବିଲା। ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବରାବର ସ୍ଥିତିରେ ଅଛନ୍ତି। ଏଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅତି ହାଇଭୋଲଟେଜ୍ ମ୍ୟାଚରେ
Read More...

ବାରବାଟୀ ଦିନିକିଆ ପାଇଁ ୫ରୁ ଅନଲାଇନ୍ ଟିକେଟ୍

ଭୁବନେଶ୍ବର: ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଚଳିତମାସ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଦିବା-ରାତ୍ର ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ୫ ତାରିଖରୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। www.paytm.com କିମ୍ବା www.insider.in
Read More...

୩ରୁ ପରୀକ୍ଷା? ଆଗକୁ କିଏ ରହିବେ, କିଏ ଯିବେ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ସେମିତି ହେଲାନି । ଟିମ୍‍ ଇଣ୍ଡିଆ କ୍ୟାପଟେନ୍‍ ବିରାଟ କୋହଲିଙ୍କ ଉପରୁ ଆସ୍ଥା ହରାଇନାହାନ୍ତି ଚୟନକମିଟି । ସେ ପୂର୍ବଭଳି ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଏଥିସହିତ େଵଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି
Read More...