Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
ଖେଳ
ଟୋକିଓରୁ ଭଲ ଖବର ପଠାଇଲେ ଦୀପିକା
ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ଭଲ ଖବର ଦେଇଛନ୍ତି ତୀରନ୍ଦାଜୀ ଦୀପିକା କୁମାରୀ। ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଋଷିଆର କେସେନିଆ ପେରୋଭାଙ୍କୁସେ ୬-୫ରେ ପରାସ୍ତ କରିଛନ୍ତି।। କଡା ମୁକାବିଲାରେ ଦୀପିକା କୁମାରୀ କେସେନିଆଙ୍କୁ ହରାଇଛନ୍ତି । ଦୀପିକା ପ୍ରଥମ, ତୃତୀୟ!-->…
Read More...
Read More...
ଟୋକିଓରୁ ଆସିଲା ତିନି ତିନିଟି ଖୁସି ଖବର
ବକ୍ସର ସତୀଶ କୁମାର ବି କ୍ବାର୍ଟର ଫାଇନାଲରେ
ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଆଶାରେ ଭାରତ ଥିବା ବେଳେ ଆସିଛି ଭଲ ଖବର। ଦମଦାର ପ୍ରଦର୍ଶନ କରିଛନ୍ତି ପିଭି ସିନ୍ଧୁ। ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ବିଜୟ ଧାରା ଜାରି ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ଆଜି!-->!-->!-->…
Read More...
Read More...
ସଫଳତା ଆଡକୁ ସିନ୍ଧୁ, ତରୁଣଙ୍କ ଅଭିଯାନ ଶେଷ
ଟୋକିଓ ଅଲିମ୍ପିକ୍ସରେ ବିଜୟ ଆଡକୁ ଅଗ୍ରସର ହୋଇଛନ୍ତି ପି.ଭି ସିନ୍ଧୁ। ଦମଦାର ପ୍ରଦଶର୍ନ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ। ଗ୍ରୁପ ଷ୍ଟେଜର ଦ୍ୱିତୀୟ ମ୍ୟାଚ ଜିତି ସହଜ ବିଜୟ ସହ ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି। ହଂକଂ ପ୍ରତିଦ୍ୱନ୍ଦ୍ବୀଙ୍କ ବିପକ୍ଷରେ ୨୧-୯, ୨୧-୧୬ରେ ବିଜୟୀ!-->…
Read More...
Read More...
ଚକ୍ ଦେ ଇଣ୍ଡିଆ…
ଟିମ ଇଣ୍ଡିଆର ଦମଦାର କମବ୍ୟାକ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ। ବିଜୟ ପଥରେ ଆଉ ପାଦେ ଆଗେଇଛି ଭାରତୀୟ ପୁରୁଷ ହକି ଦଳ। ସ୍ପେନକୁ ୩-୦ରେ ପରାସ୍ତ କରିଛି ଭାରତ । ସ୍ପେନକୁ ଗୋଟିଏ ବି ଗୋଲ କରିବାକୁ ସୁଯୋଗ ଦେଇନଥିଲା ଭାରତ ।
ଟୋକିଓ ଅଲମ୍ପିକ୍ସରେ!-->!-->!-->…
Read More...
Read More...
ପଦକ ଆଶାରେ ଭାରତ
ତୀରନ୍ଦାଜରେ କ୍ୱାର୍ଟରରେ ଭାରତ
ଭାରତ ପାଇଁ ସୋମବାର ଭଲ ଖବର ଆସିଛି। ଟୋକିଓ ଅଲିମ୍ପିକ୍ସରେ ତୀରନ୍ଦାଜରେ କ୍ୱାର୍ଟରରେ ଭାରତ ପହଞ୍ଚିଛି। କାଜଖାସ୍ତାନକୁ ହରାଇଲା ଭାରତୀୟ ପୁରୁଷ ଦଳ। କାଜଖାସ୍ତାନକୁ ୬-୨ରେ ପରାସ୍ତ କରିଛି ଭାରତୀୟ ପୁରୁଷ ଦଳ । ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ!-->!-->!-->…
Read More...
Read More...
ମାରିକମ୍ ଦେଲେ ଖୁସି
ଭାରତ ପାଇଁ ଆଉ ଏକ ଖୁସିଖବର। ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ମାରିକମ। ବକ୍ସିଂ ଫ୍ଲାଇୱେଟ ପ୍ରଥମ ରାଉଣ୍ଡ ଜିତିଲେ ମାରିକମ। ଫ୍ଲାଇୱେଟର ୪୮ରୁ ୫୧ କିଗ୍ରା ବର୍ଗରେ ମାରିକମ ବାଜିମାତ କରିଛନ୍ତି। ଡୋମନିକା ରିପବ୍ଲିକର ମିଗୁଲି ହର୍ଣ୍ଣାଡେଜ ଗ୍ରାସିଆଙ୍କୁ ମେରିକମ!-->…
Read More...
Read More...
ସିନ୍ଧୁ ଜିତିଲେ…ନିରାଶ କଲେ ସାନିଆ-ଅଙ୍କିତା ଯୋଡି
ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇସାରିଥିବା ବେଳେ ଆଜିର ଦିନ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ଭାରତ ପାଇଁ ଆଜିର ଦିନ କିଛି ଖଟା ମିଠା ସାବ୍ୟସ୍ତ ହୋଇଛି। ଆଜି ବ୍ୟାଡମିଣ୍ଟନରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ପି.ଭି ସିନ୍ଧୁ। ସକାଳ ୭ଟା ୧୦ରେ ଖେଳାଯାଇଥିବା ମ୍ୟାଚରେ!-->…
Read More...
Read More...
ଭାରତକୁ ମିଳିଲା ପ୍ରଥମ ପଦକ
ଭାରତ ପାଇଁ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ବିଜୟ ଯାତ୍ରା ଆରମ୍ଭ କରିଛି ଭାରତ। ଭାରୋଉତ୍ତୋଳନରେ ଭାରତକୁ ମିଳିଛି ପ୍ରଥମ ପଦକ। ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ରୋପ୍ୟ ପଦକ ଜିତିଛନ୍ତି ମୀରାବାଈ ଚାନୁ। ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୀରାବାଈ ଚାନୁଙ୍କୁ!-->…
Read More...
Read More...
ହକିରେ ରୋମାଞ୍ଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ
ଟୋକିଓ ଅଲିମ୍ପିକ୍ସ ୨୦୨୧ ଆରମ୍ଭରୁ ଭାରତକୁ ଏକ ବଡ ସଫଳତା ମିଳିଛି। ପୁରୁଷ ହକିର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଏଥିସହିତ ସମଗ୍ର ଭାରତବର୍ଷରେ ଆଜି ଖୁସିର ଲହରୀ ଖେଳିଯାଇଛି। ଭାରତର ପଦକ ସମ୍ଭାବନା ଆଶାକୁ ଖେଳାଳିମାନେ ଆରମ୍ଭରୁ ବହୁଗୁଣିତ କରିଦେଇଛନ୍ତି।!-->…
Read More...
Read More...
ଅଲିମ୍ପିକ୍ସରେ କରୋନା ଭୟ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା ଆତଙ୍କ। ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ଯାଏ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ!-->…
Read More...
Read More...