Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାର ୧୭ତମ ଦିନର କାର୍ଯ୍ୟ ଶେଷ ହୋଇଛି। ଆଜି ଦୀର୍ଘ ସମୟ ଧରି ରତ୍ନ ଅଳଙ୍କାରର ଗଣନା, ଚିହ୍ନଟ ଓ ଡକ୍ୟୁମେଣ୍ଟେସନ୍ କାର୍ଯ୍ୟ ଚାଲିଥିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସକାଳ!-->…
Read More...
Read More...
ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକାରେ ଭାରତ
କିର୍ଗିଜସ୍ତାନ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତକୁ ନେଇ ବଡ଼ ମତ ରଖିଛନ୍ତି ବେଲାରୁସ୍ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ଚୀନ୍ ଓ ରୁଷିଆ ସହ ଭାରତକୁ ମଧ୍ୟ ବିଶ୍ୱର ପ୍ରଭାବଶାଳୀ ତଥା ଶକ୍ତିଶାଳୀ ରାଷ୍ଟ୍ର ଭାବେ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ!-->…
Read More...
Read More...
ପ୍ରକାଶ ପାଇଲା ଓଟିଇଟି-୨୦୨୬ ଫଳ, ପାସ୍ ହାର ୬୪.୪୮%
ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ପରୀକ୍ଷାରେ ସାମଗ୍ରିକ ଭାବେ ୬୪.୪୮ ପ୍ରତିଶତ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଓଟିଇଟି-୨୦୨୬ ପାଇଁ ମୋଟ ୯୭,୧୫୧ ଜଣ!-->…
Read More...
Read More...
ସରକାର କମାଇଲେ ପିୟୁସିସି ଜରିମାନା
ଭୁବନେଶ୍ବର: ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଏଣିକି କମ୍ ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ୧୦ ହଜାର ଟଙ୍କା ଜରିମାନା ଥିବାବେଳେ ଏହାକୁ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ବୁଧବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି।
ନୂଆ!-->!-->!-->…
Read More...
Read More...
୧୫ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
ଭୁବନେଶ୍ବର: ରାଜ୍ୟ ପୁଲିସ ବିଭାଗର ୧୫ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଗୃହ ବିଭାଗ ଅଧୀନରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଏହି ଅଧିକାରୀମାନଙ୍କୁ ଓପିଏସ୍ (ଏସ୍ବି) ପାହ୍ୟାରୁ ଓପିଏସ୍ (ଏସ୍) ଅର୍ଥାତ୍ ଆରକ୍ଷୀ ଅଧୀକ୍ଷକ (ଏସ୍ପି)!-->…
Read More...
Read More...
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍’
ଢେଙ୍କାନାଳ: ରାଜ୍ୟରେ ଆଉ ଏକ ‘ଚାଉଳ ଏଟିଏମ୍’ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଢେଙ୍କାନାଳରେ ରାଜ୍ୟର ତୃତୀୟ ଚାଉଳ ଏଟିଏମ୍ ଖୋଲାଯାଇଛି। ଯୋଗାଣ ମନ୍ତ୍ରୀ ଏହାର ଉଦ୍ଘାଟନ କରିଛନ୍ତି।
ନୂଆ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ଦିନରାତି ଯେକୌଣସି ସମୟରେ ଚାଉଳ!-->!-->!-->…
Read More...
Read More...
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ନେପାଳ: ନେପାଳରେ ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ବିପର୍ଯ୍ୟୟର ଚିତ୍ର ଆହୁରି ଭୟାବହ ହୋଇଛି। ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଘଟିଥିବା ଏହି ବନ୍ୟାରେ ନେପାଳରେ ମୃତ୍ୟୁସଂଖ୍ୟା ୯୦୩ରେ ପହଞ୍ଚିଛି। ଏହାସହ ୪,୨୪୭ ଜଣଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ!-->…
Read More...
Read More...
‘ମନ୍ କୀ ବାତ୍’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍ ବଦଳାଇଲା ଜୀବିକା
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ରେ ଏଥର ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ଚର୍ଚ୍ଚାକୁ ଆସିଛି। ଜଙ୍ଗଲ ଉପରେ ନିର୍ଭରଶୀଳ ଜୀବନରୁ ଇକୋ-ଟୁରିଜିମ୍ ଜରିଆରେ ନୂଆ ରୋଜଗାରର ବାଟ ଖୋଜିଥିବା ମୈଥିଲୀଙ୍କ ଉଦ୍ୟମକୁ!-->…
Read More...
Read More...
ନେପାଳକୁ ସହାୟତା , ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ
ନେପାଳ: ବିପର୍ଯ୍ୟୟରେ ଛାରଖାର ହୋଇପଡ଼ିଥିବା ନେପାଳକୁ ଭାରତର ସହାୟତା ଅବ୍ୟାହତ ରହିଛି। ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଭାରତ। ଏହି କ୍ରମରେ ଭାରତ ପକ୍ଷରୁ ପଠାଯାଇଥିବା ଚତୁର୍ଥ ରିଲିଫ୍ ବିମାନ ଆଜି ନେପାଳର ରାଜଧାନୀ!-->…
Read More...
Read More...
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଉଜବେକିସ୍ତାନ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଦିନିଆ ଗସ୍ତ ସମୟରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ଗ୍ରହଣ କରି!-->…
Read More...
Read More...