ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

Today’s Highlight

୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା

ନୟାଗଡ: ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ମାଧ୍ୟମରେ ଏହି ଅର୍ଥରାଶି ମହିଳାଙ୍କ ବ୍ୟାଙ୍କ
Read More...

‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’

ବିହାର: ବିହାରରେ ମାଟ୍ରିକ୍‌ ପରୀକ୍ଷାରେ ଆଶାନୁରୂପ ଫଳ ନକରିପାରିଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ବ୍ୟବହାର ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ଉଲ୍ଲେଖ କରାଯିବ। ଛାତ୍ରଛାତ୍ରୀଙ୍କ ମନୋବଳ ଅକ୍ଷୁଣ୍ଣ
Read More...

ମହିଳାଙ୍କ ଜୀବନ ରକ୍ଷା କଲେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଡାକ୍ତରୀ ଟିମ୍‌

ଭୁବନେଶ୍ୱର, ଅଗଷ୍ଟ ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨, ଫୁଲନଖରାର ଏକ ବହୁବିଭାଗୀୟ ଚିକିତ୍ସକ ଦଳ ଜଣେ ଗୁରୁତର ଭାବେ ଅସୁସ୍ଥ ଥିବା ମହିଳାଙ୍କର ଏକ ବିରଳ ତଥା ଜୀବନ ପ୍ରତି ବିପଦଜନକ ମାମଲାକୁ
Read More...

ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା

ନ୍ୟୁଜ୍ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ରେଳ ଷ୍ଟେସନ୍‌, ପ୍ଲାଟଫର୍ମ କିମ୍ବା ଟ୍ରେନ୍‌ ଭିତରେ ଅଳିଆ ପକାଇବା ଏଣିକି ମହଙ୍ଗା ପଡ଼ିବ। ଭାରତୀୟ ରେଳବାଇ ପରିଚ୍ଛନ୍ନତା ନିୟମକୁ କଡ଼ାକଡ଼ି କରି ଅଳିଆ ଫିଙ୍ଗିବା ପାଇଁ ଜରିମାନା ୫୦୦ ଟଙ୍କାରୁ ବଢ଼ାଇ ୧,୦୦୦ ଟଙ୍କା କରିଛି। ଅଗଷ୍ଟ
Read More...

ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ

ନୂଆଦିଲ୍ଲୀ: ନେପାଳ ତିବ୍ବତ ସୀମାରେ ଅଚାନକ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ହିମାଳୟର ବରଫ ହ୍ରଦ ଓ ଗ୍ଲାସିୟରକୁ ନେଇ ବିପଦ ଆଶଙ୍କା ପୁଣି ବଢ଼ିଛି। ଏହି ପରିପ୍ରେକ୍ଷୀରେ ଡେରାଡୁନସ୍ଥିତ ୱାଡିଆ ହିମାଳୟ ଭୂବିଜ୍ଞାନ ପ୍ରତିଷ୍ଠାନ ସମେତ ତିନିଟି ସଂସ୍ଥାର ଅଧ୍ୟୟନରୁ ହିମାଳୟ
Read More...

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

ଭୁବନେଶ୍ୱର, ଅଗଷ୍ଟ ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର
Read More...

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ

ପଦ୍ମପୁର: ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁଙ୍କର ପରଲୋକ ହୋଇଛି। ୭୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସତ୍ୟ ଭୂଷଣ ସାହୁ ପଦ୍ମପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ତିନି ଥର ବିଧାୟକ
Read More...

ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା

ଭୁବନେଶ୍ବର: ରକ୍ଷାବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କୁ ବଡ଼ ଉପହାର ଦେଇଛି କ୍ରୁଟ୍‌ । ଅଗଷ୍ଟ ୨୭ ତାରିଖରେ ଓଡ଼ିଶାର ୭ଟି ସହରରେ ଚାଲୁଥିବା ଆମ ବସ୍‌ରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ
Read More...

ଏବେ ୩୫ ଟଙ୍କାରେ ମିଳିବ ପିଆଜ

ନୂଆଦିଲ୍ଲୀ: ପିଆଜ ଦରରେ ଲଗାମ ଦେବାକୁ କେନ୍ଦ୍ର ସରକାର ଗୁରୁବାରଠାରୁ ଦିଲ୍ଲୀରେ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ବିକ୍ରି କରିବେ। ବର୍ତ୍ତମାନ ଦିଲ୍ଲୀ ବଜାରରେ ପିଆଜ ଦର ୫୫ରୁ ୬୦ ପ୍ରତି କିଲୋ ରହିଛି। ୨୦୨୬ ପାଇଁ ସଂରକ୍ଷିତ ୧.୨୧ ଲକ୍ଷ ଟନ୍‌ର ବଫର ଷ୍ଟକ୍‌ରୁ ପିଆଜ ବଜାରକୁ ଛଡ଼ାଯିବ।
Read More...

ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ନେପାଳ: ନେପାଳର ରାସୁୱା ଜିଲ୍ଲାରେ ହଠାତ୍ ମାଡ଼ି ଆସିଲା ବନ୍ୟା। କେହି କିଛି ବୁଝିବା ପୂର୍ବରୁ ପାଣି ସୁଅରେ ଭାସିଗଲା ଅନେକ ଘର, ଦୋକାନ ଓ ଅନ୍ୟାନ୍ୟ ସମ୍ପତ୍ତି। ବୁଧବାର ସକାଳ ପ୍ରାୟ ୯ଟାରେ ରାସୁୱା ଜିଲ୍ଲାର ମୁଖ୍ୟ ବଜାର ଅଞ୍ଚଳ ବନ୍ୟାଜଳରେ ବୁଡ଼ିଯାଇଥିଲା। ପ୍ରାଥମିକ ସୂଚନା
Read More...