Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category
Today’s Highlight
କମିଲା ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର
ନୂଆଦିଲ୍ଲୀ: ଆଜିଠାରୁ ୧୯ କି.ଗ୍ରା,ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୩୬ ଟଙ୍କା ହ୍ରାସ ପାଇଛି।ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି । ଏହାର ମୂଲ୍ୟ ୨୦୧୨.୫୦ ଟଙ୍କା ଥିଲା । ଦର ହ୍ରାସ!-->…
Read More...
Read More...
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍
ସେଣ୍ଟ୍ କିଟ୍ସ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସମସ୍ତ ବିଭାଗରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା ବେଳେ ନିଜର ସର୍ବାଧିକ ପସନ୍ଦର ଫର୍ମାଟ୍ରେ ୱେଷ୍ଟଇଣ୍ଡିଜ୍ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ!-->…
Read More...
Read More...
ସାଂସଦ ସଂଞ୍ଜୟ ରାଉତ ଗିରଫ
ମୁମ୍ବାଇ; ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି। ଗତକାଲି ରାତି ୧୨ଟାରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୧୧ଟାରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ସକାଳ ୭ଟାରେ ସିଆରପିଏଫ!-->…
Read More...
Read More...
ସସ୍ମିତ ରାଜ୍ୟସଭା ନେତା ନିଯୁକ୍ତ
ଭୁବନେଶ୍ବର: ଶେଷରେ ଡ. ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ନେତା ନିଯୁକ୍ତ ହେଲେ। ନବ ନିର୍ବାଚିତ ସାଂସଦ ସୁଲତା ଦେଓଙ୍କୁ ଚିଫ୍ ହ୍ବିପ୍ କରାଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶନାମାରେ ବିଜ୍ଞପ୍ତି ଜାରି କରାଯାଇଛି।!-->…
Read More...
Read More...
ଏବେ ଗୋଲାପୀ ଆସନରେ ବସିବେ ମହିଳା..
ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀପ୍ରଥମ ପର୍ଯ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି ଇ -ରିକ୍ସା ଗଡିଲା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ!-->!-->!-->…
Read More...
Read More...
ବହିଷ୍କୃତ ହେଲେ ପାର୍ଥ ଚାଟାର୍ଜୀ
କୋଲକାତା: ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଇଡି ତାଙ୍କୁ ଗିରଫ କରିଛି।!-->…
Read More...
Read More...
ଅପରାଜିତାଙ୍କ ସହ ବାଲକୋନିରେ ଦେଖାଦେଲେ ବାବୁସାନ୍
ଭୁବନେଶ୍ବର: ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦେଖା କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ!-->…
Read More...
Read More...
ଏମିିତି ଜଣେ ମାଲିକ, ଯିଏ…
ଭୁବନେଶ୍ବର: ନିକଟରେ ରାଜ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଘରେ ରଖାଯାଇଥିବା ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇଛନ୍ତି। କେଉଁଠି ବିଷାକ୍ତ ସାପ କବଳରୁ ମାଲିକଙ୍କୁ ଉଦ୍ଧାର କରିଛନ୍ତି, ଆଉ କେଉଁଠି ପରିବାରର ଆଉ କାହାକୁ ସୁରକ୍ଷା ଦେବାକୁ ଯାଇ କୁକୁର ଜୀବନ ଦେଇଛି। ହେଲେ!-->…
Read More...
Read More...
ତାଗିଦ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଙ୍କି ପକ୍ସକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ନେଇ ଭାରତ ତନାଘନା ଆରମ୍ଭ କରିଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଏଥିପାଇଁ ଟିକା ପ୍ରସ୍ତୁତି ଲାଗି ଟେଣ୍ଡର ଆହ୍ବାନ କରିଥିବା ବେଳେ ଅନ୍ୟପଟରେ ଏହାର ମୁକାବିଲା ଲାଗି ବିଭିନ୍ନ!-->…
Read More...
Read More...
ଅର୍ପିତାଙ୍କ ଅଡ଼ୁଆ ବଢିବାରେ ଲାଗିଛି
ଦୁଇଟି ଚଢାଉରେ ଏଯାଏ ୪୫ କୋଟିର ସଂପତ୍ତି ଜବତ ହେଲାଣିବୁଧବାର ଚଢାଉରେ ସୁନା ମିଶି ୨୨କୋଟିର ସଂପତ୍ତି ଠାବ, ଗଣତି ଚାଲିଛିପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ପାଇଁ ଅଡୁଆ ବଢ଼ୁଛି
କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା!-->!-->!-->…
Read More...
Read More...