Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
ବଦଳିବକି ଖରାଛୁଟି ସମୟ, କଣ କହିଲେ ମନ୍ତ୍ରୀ?
ଚଳିତବର୍ଷ ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି। ତେବେ ଖରାଛୁଟି ସମୟ ପରିବର୍ତ୍ତନ କରିବାକୁ ବିଚାର କରାଯାଇନି। ଯଦି ସେମିତି!-->…
Read More...
Read More...
ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର
ଗତ କାଲି ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀର ଜିଲ୍ଲାର ସୁଞ୍ଜ୍ୱାନ୍ ଅଞ୍ଚଳରେ ଘଟିଥିବା ଏନ୍କାଉଣ୍ଟର୍ରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ‘ସିଆଇଏସ୍ଏଫ୍’ର ଅନ୍ୟ ୯ଜଣ ଯବାନ ଆହତ ହୋଇଛନ୍ତି। ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ!-->…
Read More...
Read More...
ନିର୍ଦେଶ ମିଳିଗଲା; ଧର୍ମେନ୍ଦ୍ର ଓ ଅଶ୍ବିନୀ ଓଡ଼ିଶାରୁ ଲଢ଼ିବେ
ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ କହିଲେ, ଓଡ଼ିଶାରେ ଖେଳ ଆରମ୍ଭ ହୋଇଗଲାଣିଆଗକୁ ଅଧିକ ଆସନ ଲକ୍ଷ୍ୟ, ଖାରବେଳ ହୋଇପାରନ୍ତି ବାଲେଶ୍ବର ପ୍ରାର୍ଥୀପ୍ରତାପ, ବସନ୍ତ, ସୁରେଶ, ନୀତେଶ ଗଙ୍ଗଦେବଙ୍କୁ ଦଳ ବିଧାନସଭାରୁ ଲଢ଼ାଇପାରେ
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା!-->!-->!-->…
Read More...
Read More...
ସ୍ଥଗିତ ଥିବା ସ୍ଥାନରେ ପୁଣି ହେବ ନିର୍ବାଚନ
ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ।
!-->!-->!-->…
Read More...
Read More...
ଅଟୋକୁ ଧକ୍କା ଦେଲା ହାଇୱା, ୩ ମୃତ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।
ଆଜି ଅପରାହ୍ଣ ରେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ!-->!-->!-->…
Read More...
Read More...
ସ୍କୁଲ ବସ ଉପରେ ପଡିଲା ଫାଇନ୍
ଫିଟନେସ୍ ଯାଞ୍ଚ ବେଳେ ଏକ ସ୍କୁଲ ବସ୍ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍ ଉପରେ ଏହି ଫାଇନ୍ ଲାଗୁ କରିବା ସହ ବସ୍ଟିକୁ ଜବତ କରାଯାଇଛି। ବସ୍ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା!-->…
Read More...
Read More...
କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ
ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ!-->…
Read More...
Read More...
ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ। କଟକ ମହାନଗର ନିଗମ ମେୟର ନିର୍ବାଚନ ବିଜୟ ପରେ ସାଂସଦ ପଦ ଛାଡିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କହିଛନ୍ତି, କଟକର ମେୟର ଭାବରେ ରହି କାମ କରିବି ।!-->…
Read More...
Read More...
ଦେଶରେ ଦିନକରେ ୧୨୪୭ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ଦିଲ୍ଲୀ
କରୋନାର ବଢୁଥିବା ଗ୍ରାଫ ସାରା ଦେଶରେ ଚିନ୍ତା ବଢାଇଛି । ଦେଶରେ ଗତ ୨୪ ଘଂଟାରେ ୧୨ ଶହ ୪୭ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ରବିବାର ତୁଳନାରେ ସୋମବାର ୯୩୬ କମ ମାମଲା ଆସିଛି । ରବିବାର ୨୧ ଶହ ୮୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ହେଲେ ଦିଲ୍ଲୀ ଏନସିଆରର ସ୍ଥିତି ଚିନ୍ତାଜନକ । ନୋଏଡ଼ାରେ!-->…
Read More...
Read More...
ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସମସ୍ତଙ୍କ ଦେହରେ ଏକାଧିକ କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଟଣା ଭିଡା, ଜୋର ଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବିଷକ୍ରିୟା ପାଇଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ ।!-->…
Read More...
Read More...