ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

Today’s Highlight

ବନ୍ଦ ହେବ କି ଯୁଦ୍ଧ? କିଭ୍ ଓ ଚେର୍ଣ୍ଣିହିବ୍‌ରୁ ସୈନ୍ୟ କମାଇବ ଋଷ

୩୫ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ ମଧ୍ୟରେ ୩ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଋଷ ଆକ୍ରମଣ କମ କରିବା ନେଇ କହିଛି । ବୈଠକରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଦୁଇ ଦେଶ ସହମତିରେ ଅସ୍ତ୍ରବିରତି
Read More...

ତୈଳ ଦରରେ ଲାଗୁନି ବ୍ରେକ, ୯ ଦିନରେ ବଢିଲାଣି ୮ ଥର

ଉପରମୁହାଁ ହେବାରେ ଲାଗିଛି ତୈଳ ଦର । ୯ ଦିନରେ ୮ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାଲେଖାଁଏ ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଦର ଶତକ ପାର କରିଛି। ଲିଟର ପିଛା ୧୦୧ଟଙ୍କାରେ ଦିଲ୍ଲୀରେ ପେଟ୍ରୋଲ ଦର ପହଞ୍ଚିଛି। ମାର୍ଚ୍ଚ ୨୨
Read More...

ଆଜି ଆସିବ କାମଚଳା ବଜେଟ

ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ । ୨୦୨୨-୨୩ ବର୍ଷ ନିମନ୍ତେ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନ ଗୃହରେ ରଖାଯିବାର କାର୍ଯ୍ୟକ୍ରମ ରହିଛି । ଅର୍ଥମନ୍ତ୍ରୀ ଗୃହରେ ପ୍ରଥମେ
Read More...

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ, ସାଂସଦଙ୍କୁ ଦେଲେ ପରାମର୍ଶ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନରେ ଦଳୀୟ ସାଂସଦ ମାନଙ୍କ ସହ ଆଲୋଚନା କରିଛନ୍ତି । ସଂସଦରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶାର ପୁରୁଣା ପ୍ରସଙ୍ଗ ଓ
Read More...

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟପ୍ପର ଟିନା ଡାବି..ଜାଣନ୍ତୁ କାହାକୁ କରିବେ ବିବାହ?

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଆଇଏଏସ ଟପ୍ପର ଟିନା ଡାବି । ପୁଣି ଥରେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ନିଜ ଭାବି ସ୍ୱାମୀଙ୍କ ସହ ଫଟୋ ସେୟାର କରିଛନ୍ତି ଟିନା ।୨୦୧୬ ରାଜସ୍ଥାନ କ୍ୟାଡର ଅଧିକାରୀ ଟିନା ୨୦୧୩ ବ୍ୟାଚ ଆଇଏଏସ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ । ଜେଲରେ ଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଉଚ୍ଚ
Read More...

ତୈଳ ଦରରେ ଲାଗୁନି ବ୍ରେକ୍‌, ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦର

ତୈଳ ଦରରେ ଲାଗୁନି ବ୍ରେକ । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ଭାବେ ଆଠ ଦିନରେ ସପ୍ତମ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ଟପିଛି । ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଦର ୮୦ ପଇସା ଓ ଡିଜେଲ ଲିଟର ପିଛା ୭୦ ପଇସା ମହଙ୍ଗା ହୋଇଛି ।
Read More...

ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ

ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବନ୍ଦର ବିଶେଷ ପ୍ରଭାବ ପଡିନଥିବା ବେଳେ କିଛି ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଥିଲା । ଦ୍ୱିତୀୟ ଦିନର ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ଆଜି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।
Read More...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ନବୀନ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦର ସେଣ୍ଟ୍ରାଲ ହଲରେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗରେ ଆଲୋଚନା କରିବେ । ଆବାସ ଯୋଜନାରେ ଘର ଯୋଗାଣ, ରାଜ୍ୟରୁ ଉଷୁନା ଚାଉଳ ଉଠାଣ, ବକେୟା ଥିବା ଧାନ
Read More...

ଆଜିଠୁ ରିମାଣ୍ଡରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ, ସତ ଉଗାଳିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଲିପାରେ ଗୁମର । ପଦାକୁ ଆସିପାରେ ହତ୍ୟାକାଣ୍ଡ ପଛର ଥିବା ସତ । ଆଜିଠୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସମେତ ନିରଞ୍ଜନ ସେଠୀ, ରାଜ କମ୍ୟୁନିକେସନର ମାଲିକ
Read More...