Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
“ସାମ୍ବାଦିକଙ୍କୁ ତୁରନ୍ତ ଲୋକସେବା ଭବନ ଛାଡ”
ସାମ୍ବାଦିକଙ୍କୁ କାହିଁକି ଛଡାଯିବନି ଲୋକସେବା ଭବନ ? ମହାମାରୀ କରୋନା କମିଛି । ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଲାଣି । ସାମ୍ବାଦିକଙ୍କ ପାଇଁ କାହିଁକି ଏ କଟକଣା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀା ଆଜି ବିଧାନସଭା ଶୂନ୍ୟକାଳରେ ଉଭୟ ବିଜେପି ଓ କଂଗ୍ରେସ ଲୋକସେବା ଭବନ ଓ ବିଧାନସଭା!-->…
Read More...
Read More...
ମାନସ ହତ୍ୟା: ରଞ୍ଜନ ମାନିଲା ସତ
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘନ ଘନ ଜେରା କରୁଛି କ୍ରାଇମବ୍ରା । ତେବେ ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛି ରଞ୍ଜନ ନାୟକ । କ୍ରାଇମବ୍ରାଞ୍ଚ ଆଗରେ ହତ୍ୟାକାଣ୍ଡ ଗୁମର ଖୋଲିଛି ରଞ୍ଜନ । କେମିତି ଅପହରଣ ପରେ ମାନସଙ୍କୁ ମାଡ଼!-->…
Read More...
Read More...
ଯୁଦ୍ଧ ମଧ୍ୟରେ ଆଜି ଭାରତ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।ଆଜି ଓ ଆସନ୍ତାକାଲି ଦୁଇ ଦିନ ଭାରତରେ ରହିବେ ସର୍ଗି ଲାଭ୍ରୋଭ । ଚୀନ ଗସ୍ତ!-->…
Read More...
Read More...
ମ୍ୟାଜିକ୍ ନମ୍ବରଠୁ ପଛରେ ଇମ୍ରାନ୍ ଖାନ୍
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସେ ରାଜନୀତିର ଚକ୍ରବ୍ୟୁହରେ ଏମିତି ଫସିଛନ୍ତି ଯେଉଁଥିରୁ ବାହାରିବା ଅସମ୍ଭବ ବୋଲି କୁହାଯାଉଛି । ପାକିସ୍ତାନ ସଂସଦରେ ଆଜି ଇମ୍ରାନ ଖାନ୍ଙ୍କ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ!-->…
Read More...
Read More...
ପୁଣି ବଢିଲା ତେଲ ଦାମ, ୧୦ ଦିନରେ ଲଗାତର ୯ ଥର ବୃଦ୍ଧି
ପୁଣି ବଢିଲା ତେଲ ଦାମ୍ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ହୋଇଛି । ଗତ ୧୦ ଦିନରେ ୯ ଥର ବଢିଲାଣି ତୈଳ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ .୮୧ ପଇସାରେ ପହଁଞ୍ଚି ଥିବା ବେଳେ!-->…
Read More...
Read More...
୨୦୨୨-୨୩ କାମଚଳା ବଜେଟ: କାହା ପାଇଁ କେତେ?
ଆଜି ବିଧାନସଭାରେ ଉପସ୍ଥାପନା ହେଲା କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିଛନ୍ତି । ୪ ମାସ ପାଇଁ କାମଚଳା ବଜେଟର ପରିଣାମ ୧ ଲକ୍ଷ ୬ ହଜାର ୪୯୭ କୋଟି । ଅର୍ଥମନ୍ତ୍ରୀ କହିଥିଲେ, ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଓଡିଶା ଉନ୍ନତି କରିଛି । ପ୍ରତିକୂଳ!-->…
Read More...
Read More...
ସାଂସଦ ଶିଖାଇଲେ ସଂସ୍କାର ପାଠ
ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଥିଲେ । ନବୀନ ପଟ୍ଟନାୟକଙ୍କୁ ଅପରାଜିତା ଷଡଙ୍ଗୀ ନମସ୍କାର କରୁଥିବାର ଏକ ଫଟୋ ସାମନାକୁ ଆସିଥିଲାା ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା ।!-->…
Read More...
Read More...
କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୁଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର!-->…
Read More...
Read More...
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା କରିଛନ୍ତି । ଆଉ ୩ ପ୍ରତିଶତ ବଢାଇ ଦିଆଯାଇଛି!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ
ଖୋଜି ଖୋଜି ଧରୁଛି ଭିଜିଲାନ୍ସ । ଗୋଟେ ପଟେ ଗୋଟେ ସରକାରୀ ବାବୁଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଗିରଫ ପରେ ଆଜି ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢାଉ ଚାଲିଛି । ନୟାଗଡ!-->…
Read More...
Read More...