Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ପାକ୍ ପତ୍ରକାରଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ କୋହଲି..
ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତର ଲଜ୍ୟାଜନକ ପରାଜୟ ହୋଇଛି । ବିଶ୍ୱକପ ମହାମୁକାବିଲାରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ମ୍ୟାଚ ପରେ ଯେତେବେଳେ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିଥିଲେ, ସେତେବେଳେ ତାଙ୍କୁ କିଛି ଏମିତି ପ୍ରଶ୍ନ କରାଯାଇଥିଲା ଯାହାକୁ ନେଇ!-->…
Read More...
Read More...
ହ୍ୱାଟସ୍ ଆପ୍ ଚାଟ୍ ଲିକ୍କୁ ନେଇ ଚିନ୍ତାରେ ବଲିଉଡ ଷ୍ଟାର
ମୁମ୍ବାଇ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ ଓ ଅନନ୍ୟା ପଣ୍ଡାଙ୍କ ନାଁ ଆସିବା ପରେ ଏବେ ହ୍ୱାଟସ ଆପ ଚାଟ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସେଲିବ୍ରିଟିଙ୍କ ହ୍ୱାଟସ ଆପ୍ ଚାଟ୍କୁ ତଦନ୍ତରେ ବ୍ୟବହୃତ କରାଯାଉଛି । ତେବେ ହ୍ୱାଟସ ଆପ୍ ଚାଟ୍!-->…
Read More...
Read More...
ଆଶ୍ରମ-୩’ ସୁଟିଂ ସମୟରେ ହଙ୍ଗାମା
ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ଥ୍ରୀ’ ୱେବ ସିରିଜ ସୁଟିଂ ବେଳେ ହଙ୍ଗାମା । ବଜରଙ୍ଗ ଦଳର କିଛି ଲୋକ ସୁଟିଂ ସମୟରେ ଗାଡି ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରେ ଆକ୍ରମଣ କରିଛନ୍ତି । ଘଟଣା ପରେ ତୁରନ୍ତ ପୁଲିସ ପହଞ୍ଚି ବଜରଙ୍ଗ ଦଳର କର୍ମୀଙ୍କୁ ଘଉଡାଇଥିଲା । ବଜରଙ୍ଗ ଦଳର!-->…
Read More...
Read More...
ଟଙ୍କା ମାଗିଥିଲା କି ଏନସିବି!
ମୁମ୍ବାଇ ଡ୍ରଗ୍ସ ମାମଲାରେ ନାଟକୀୟ ମୋଡ଼ । ନାଟକୀୟ ମୋଡ଼ ସେତେବେଳେ ଆସିଛି ଯେତେବେଳେ ପ୍ରଭାକର ସେଲ୍ ନାମକ ଜଣେ ସାକ୍ଷୀ ଏନସିବି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଗୋଟେ ପଟେ ସେ କହିଛନ୍ତି ଯେ, ଏନସିବି ଖାଲି କାଗଜରେ ଦସ୍ତଖତ ନେଇଥିଲା । ଏହା ସହ ସେ ଦାବି କରିଛନ୍ତି ଯେ, ଏନସିବି!-->…
Read More...
Read More...
ସ୍ତ୍ରୀ ଚାଲିଗଲା ପରେ…
ସହିପାରିଲେନି ପତ୍ନୀଙ୍କ ମୃତ୍ୟୁ । ଭାଙ୍ଗିପଡିଥିଲେ ସ୍ୱାମୀ ଓ ୪ ଛୁଆ । ସ୍ତ୍ରୀଙ୍କ ବିନା ବଞ୍ଚିବା କଷ୍ଟକର ହୋଇପଡିଥିଲା । ଆଉ ଶେଷରେ ବାଛିନେଲେ ମୃତ୍ୟୁର ବାଟ । ୪ ଛୁଆଙ୍କୁ ଧରି ନିଜେ ଆତ୍ମହତ୍ୟା କଲେ ସେନା ଅଧିକାରୀ । କର୍ଣ୍ଣାଟକ ବେଲଗାଭି ଜିଲ୍ଲା ହୁଭେରି ଅଞ୍ଚଳରେ ଘଟିଛି ଏଭଳି!-->…
Read More...
Read More...
ମୋଦୀଙ୍କ ମନ୍ କି ବାତ୍
କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଜୋରଦାର ଚାଲିଛି ଦେଶରେ ଏବେ ଯାଏଁ ୧୦୦ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଏହି ଲକ୍ଷ୍ୟ ହାସଲ କରି ଭାରତ ଇତିହାସ ରଚିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଟିକାକରଣ!-->…
Read More...
Read More...
ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ କାଶ୍ମୀର ପୁଞ୍ଝରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜଣେ ଲସ୍କର ଆତଙ୍କୀ ବି ଗୁରୁତର ହୋଇଛି । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
!-->!-->…
Read More...
Read More...
ଭଗବାନ ଶିବଙ୍କ ଅବତାରରେ ଅକ୍ଷୟ
ବଲିଉଡ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ବ୍ୟସ୍ତରହୁଥିବା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଅକ୍ଷୟ ବର୍ଷକୁ ପ୍ରାୟ ଅଧାରୁ ଅଧିକ ଫିଲ୍ମ କରୁଥିବା ବେଳେ ନିଜ କାର୍ଯ୍ୟ ପ୍ରତିଶ୍ରୁତି ପାଇଁ ସବୁବେଳେ ଲାଇମଲାଇଟରେ ଥାନ୍ତି । ଏବେ ଖିଲାଡୀ କୁମାର ଧାର୍ମିକ ଭାବନା ସହ ଜଡିତ ଗୋଟିଏ ପରେ!-->…
Read More...
Read More...
ଜେଲରେ ଧାର୍ମିକ ପୁସ୍ତକ ପଢୁଛନ୍ତି ଆର୍ୟନ
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ ଜେଲ୍ର ଚାରି କାନ୍ଥ ଭିତରେ ଅଛନ୍ତି । ଅକ୍ଟୋବର ୨ରୁ ଆର୍ୟନ ନିଜ ଘର ‘ମନ୍ନତ’ ଯାଇନାହାଁନ୍ତି । କେତେବେଳେ ଏନସିବି ତ କେତେବେଳେ ନ୍ୟାୟିକ ହେପାଜତରେ ତାଙ୍କ ସମୟ କଟୁଛି । ମନ୍ନତରେ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଆର୍ୟନଙ୍କୁ!-->…
Read More...
Read More...
ବିଶ୍ୱ ଦେଖିବ ମହାମୁକାବିଲା..
ଆଜି ବିଶ୍ୱ ଦେଖିବ କ୍ରିକେଟର ସବୁଠୁ ବଡ଼ ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ସହ ମୁକାବିଲା କରିବ ଭାରତ । ତେବେ ଦୁଇ ପ୍ରମୁଖ ଦଳଙ୍କ ରୋମାଞ୍ଚକର ମୁକାବିଲାକୁ ଚାହିଁ ବସିଛନ୍ତି ଉଭୟ ଦଳର କ୍ରିକେଟ ପ୍ରେମୀ । ପଡିଆରେ ଅଭ୍ୟାସ ଆରମ୍ଭ କରିଛି ବିରାଟ ବାହିନୀ । ଧୋନୀ!-->…
Read More...
Read More...