ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

Today’s Highlight

ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ

୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣିଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।
Read More...

ଟିକା ସଂପର୍କରେ କେନ୍ଦ୍ର ସରକାର ଦେଲେ ନୂଆ ତଥ୍ୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସରକାର କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୯୫୧ ରହିଛି।
Read More...

୧୬ ତାରିଖ ଯାଏ ଆଂଶିକ କଟକଣା ଜାରି କଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜୁଲାଇ ୧୬ ତାରିଖ ଯାଏ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆର୍‌ଏନ୍‌ଏରେ ଆଜି ପୂର୍ବାହ୍ନରେ ଯେଭଳି ପୂର୍ବାନୁମାନ କରାଯାଇଥିଲା, ଠିକ୍‌ ସେମିତି ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି
Read More...

ଜଙ୍ଗଲ ବାବୁଙ୍କ ଆଲୋଚନା ଅଧିକ, ନିଷ୍ପତ୍ତି କମ୍

ଘନ ଘନ ବୈଠକ କଲେ; କାଗଜପତ୍ରରେ ରଖିଦେଲେ ହାତୀ ଇଲାକା ବଢ଼ିବା ନିଷ୍ପତ୍ତି୨୪୭୨ ବର୍ଗ କିଲୋମିଟରକୁ ନେଇ ହୋଇଥାନ୍ତା ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳଡ. ରମଣ ସୁକୁମାର ଦେଇଥିଲେ ରିପୋର୍ଟ, ଦୁଇବର୍ଷ ହେଲାଣି ତର୍ଜମା ଚଳାଇଛନ୍ତି ବାବୁ ଭୁବନେଶ୍ବର: ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ
Read More...

କରୋନା କଟକଣା କମିବ କି ? ଆସୁଛି ନୂଆ ଘୋଷଣା

ଅପରାହ୍ନ ସାଢେ ଦୁଇଟାରେ ମୁଖ୍ୟଶାସନ ସଚିବ କରିବେ ବଡ଼ ଘୋଷଣାଆଜି ସବୁଠାରୁ ଅଧିକ ନମୁନା ପରୀକ୍ଷା, ମୃତ୍ୟୁ ସଂଖ୍ୟାରେ ବି ରେକର୍ଡରାଜ୍ୟର ମୋଟ କରୋନା ମୃତ୍ୟୁ ୪୦୦୦ ଡେଇଁଲା, ଖୋର୍ଧାରେ ସର୍ବାଧିକକେବଳ ଜୁନ ମାସରେ ୧୨୬୪ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ଭୁବନେଶ୍ବର:
Read More...

ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଜଗ: ନବୀନ

ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ପାଳନ ନିର୍ଦେଶଘରକୁ ଘର ସର୍ଭେକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀଟିକାକରଣ ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦେଲେ ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ
Read More...

ଜୁଲାଇ ୩୧ ସୁଦ୍ଧା ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ

କୌଣସି ସରକାର ଭୁଲିବା ଉଚିତ୍ ନୁହେଁ ଯେ ଖାଦ୍ୟ ଅଧିକାର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟକୌଣସି ଲୋକ ଭୋକରେ ରହିପାରିବେ ନାହିଁ, ଶୁଖିଲା ଖାଦ୍ୟ ଦିଅ, ନହେଲେ ରୋଷେଇ କର ନୂଆଦିଲ୍ଲୀ: ଗୋଟିଏ ଦେଶରେ ଗୋଟିଏ ରାସନ୍ କାର୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ
Read More...

ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’

ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତିଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣାରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର
Read More...

‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’

ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତିସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ
Read More...

୨୦୨୪ରେ ନୂଆ ନେତା ଦେଖିବ ବିଜେପୁର!

ରୀତାଙ୍କ ପାଇଁ ବିପଦ ବଢୁଛି, ସୁଶାନ୍ତ ନାମକୁ ନେଇ ଜୋର ଧରୁଛି ଚର୍ଚ୍ଚାରୀତାଙ୍କ ବଡ଼ ପୁଅ ସୁମିତ କୋଣଠେସା, ଏବେ ମଇଦାନରେ ବୁଲୁଛନ୍ତି ସୌରଭନବୀନଙ୍କ ପ୍ୟାକେଜ୍ ଧରି ଜୋରଦାର କସରତ ଚଳାଇଛି ବିଜେଡିବିଜେପି ଶିବିରରେ ଫାଟ ସୃଷ୍ଟି କରି ବିଜେଡି ଆଗକୁ ବଢ଼ିବା ଅସମ୍ଭବ ନୁହେଁ
Read More...