Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
କିଏ ନେବେ ବିଜେଡି ଛାତ୍ର ନେତୃତ୍ବ, ଜାଣନ୍ତୁ
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାର ଛାତ୍ର ସଂଗଠନର ପୁର୍ନବିନ୍ୟାସ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ଛାତ୍ର ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ବ୍ୟୋମକେଶ ରାୟଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଯୁବ ସଂଗଠନ ଭଳି ଏଥିରେ ମଧ୍ୟ ଜଣେ!-->!-->!-->…
Read More...
Read More...
କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା
ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ।
!-->!-->!-->…
Read More...
Read More...
ବିଦ୍ୟୁତ ଦର ବୃଦ୍ଧିକୁ ପ୍ରସଙ୍ଗ କଲା ବିଜେପି
ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ଦେଇଛନ୍ତି ମୋଦୀ: ଧର୍ମେନ୍ଦ୍ର ପ୍ରଧାନଗୋଲକ କହିଲେ, ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର,ନ ଓହରିଲେ ରାସ୍ତାକୁ ଯିବୁ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଆଜି ବି!-->!-->!-->…
Read More...
Read More...
ଏସ୍ ପି ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି
ଚେନ୍ନାଇ: କିମ୍ବଦନ୍ତ ଗାୟକ ଏସ୍ପି ବାଲସୁବ୍ରମଣ୍ୟମ୍ଙ୍କର ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଶ୍ କିଛିଦିନ ହେବ ଏଠାକାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିଲା। ୮ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି!-->…
Read More...
Read More...
ଗ୍ୟାସ ଭିତ୍ତିଭୂମି ବୃଦ୍ଧି ପାଇଁ ଆମେରିକା କଂପାନିକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନାଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ!-->!-->!-->!-->!-->!-->…
Read More...
Read More...
ବିଜେଡ଼ି-ବିଜେପି ଚାଷୀ ଓ ଶ୍ରମିକ ବିରୋଧୀ
ଓଡ଼ିଶା ଆସି ଚାଷୀ ବିଲ୍କୁ ବିରୋଧ କଲେ ଦିଗ୍ବିଜୟ ସିଂହକଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲେ ନେତା
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍ବିଜୟ ସିଂହକୁ!-->!-->!-->…
Read More...
Read More...
ଆଗକୁ ଓଡ଼ିଶା ଚାଷୀ ବି ମାତିବେ!
ସମ୍ବଲପୁର ଓ ବରଗଡରୁ ଚାଷୀ ଆନ୍ଦୋଳନ ହେବା ସମ୍ଭାବନା ଅଧିକଚାଷୀ ନେତା ଲିଙ୍ଗରାଜ କହିଲେ, ସବୁ ବିଲ୍ରେ ଲାଭ କମ୍, କ୍ଷତି ଅଧିକପୁଞ୍ଜିପତିଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି, ଚାଷୀ ସ୍ବାର୍ଥରୁ ସରକାର ଓହରିଛନ୍ତି
ଭୁବନେଶ୍ବର (ଶୁଭ୍ରା କର) : ସଦ୍ୟ ସମାପ୍ତ ସଂସଦୀୟ ଅଧିବେଶନର!-->!-->!-->…
Read More...
Read More...
ପାରିବାରିକ ରାଜନୀତିକୁ ଓହ୍ଲାଇଲେ ମହେଶ୍ବର
ସୁନୀଲ ମହାନ୍ତି ବିଜୁ ଯୁବ ଜନତା ଦଳ ଉପସଭାପତି ନିଯୁକ୍ତପୁରୀ ରାଜନୀତି ଉଷ୍ଣ, ବିଜୁଙ୍କ ରାସ୍ତାରେ ଗଲେନି ମହେଶ୍ବରପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ
ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି।!-->!-->!-->…
Read More...
Read More...
ବିଜୁଳି ଦର ବୃଦ୍ଧି ବିରୋଧରେ ଅସନ୍ତୋଷ ତେଜିଲା
ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପିବିଧାନସଭାରେ ଉଠାଇବାକୁ କଂଗ୍ରେସର ଧମକଉପଭୋକ୍ତା ମହାସଂଘ କହିଲା ହାଇକୋର୍ଟ ଯିବୁ
ଭୁବନେଶ୍ବର: କରୋନା ସ୍ଥିତି ସାଂଘାତିକ ଥିବା ବେଳେ ଆସନ୍ତା ଅକ୍ଚୋବର ପହିଲାରୁ ବିଜୁଳି ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବାରେ!-->!-->!-->!-->!-->…
Read More...
Read More...
ନୂଆ ଟିମ୍ ପାଇଁ ନୂଆ ଚ୍ୟାଲେଞ୍ଜ
ଯୁବ ନେତୃତ୍ବ ପରାକ୍ରମ ନ ଦେଖାଇଲେ ରଣନୀତି ଭୁଲ୍ଭାଲ୍ ହେବବିଜେପି ସମେତ ବିରୋଧୀଙ୍କୁ ମୁକାବିଲା ଲାଗି ରଣନୀତି ନିର୍ଧାରଣ ହୋଇନି
ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳୀୟ ପଦପଦବି ନିଯୁ୍କ୍ତି ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦଳର ଶୀର୍ଷସ୍ତର ଠାରୁ ଆରମ୍ଭ!-->!-->!-->…
Read More...
Read More...