ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

କେମିତି ଦାନ୍ତ ଘଷନ୍ତି ମହାପ୍ରଭୁ, ଜାଣନ୍ତୁ

ଭୁବନେଶ୍ବର: ପ୍ରତିଟି ମଣିଷ ଯେମିତି ସକାଳୁ ଉଠିଲେ, ମୁହଁ ଧୋଇ ବ୍ରସ କରିବା ଏକ ଦୈନନ୍ଦିନ କାର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନୁରୂପ ଭାବେ ସକାଳୁ ସୁବାସିତ ଜଳରେ ମୁହଁ ଧୋଇଥାନ୍ତି। ଏହାକୁ ମୁଖ ପଖାଳ ସେବା ବୋଲି କୁହାଯାଇଥାଏ। ଶ୍ରୀଜିଉମାନେ ପ୍ରତ୍ୟହ ଅବକାଶ ନୀତିରେ ସୁବାସିତ…
Read More...

ଖେଳଘର ଭାବନି, ନିୟମ ଭାଙ୍ଗିଲେ ବନ୍ଧାହେବ

ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ନେଇ କଠୋର ହେଲେ ସରକାରସଙ୍ଗରୋଧ ଅବଧି ବଢିବ, ୨ ହଜାର ଟଙ୍କା ଆଉ ମିଳିବନାହିଁବସ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନିୟମ ମାନୁନାହାନ୍ତି ଭୁବନେଶ୍ବର: ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳାକୁ ରାଜ୍ୟ ସରକାର ଆଜି…
Read More...

୫୦ଲକ୍ଷ ପରିବାରକୁ ଯୋଡିଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ୪ ବର୍ଷ, ଧର୍ମେନ୍ଦ୍ର ବିନ୍ଧାଣୀଦେଶର ୮ କୋଟି ଏବଂ ଓଡ଼ିଶାର ୪୭.୫ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ସଂଯୋଗଲକଡାଉନ ସମୟରେ ହିତାଧିକାରୀଙ୍କୁ ମାଗଣା ରିଫିଲ ଯୋଗାଣ ଓଡ଼ିଶାର ୨୬.୬ ଲକ୍ଷ ଓ ଦେଶର ୪.୫୩ କୋଟି ମହିଳା ଉପକୃତପ୍ରଧାନମନ୍ତ୍ରୀ ଓ କେନ୍ଦ୍ର…
Read More...

ପୂଜା ବା ଶୁଭ କାମରେ କଳସ କାହିଁକି?

ଭୁବନେଶ୍ୱର: ଯେ କୌଣସି ପୂଜା ବିଧି ବା ଶୁଭ କାମରେ କଳସ ବସାଇବାର ବିଧି ବା ପରମ୍ପରା କେବେ ଠାରୁ ଅଛି ସେ ନେଇ ଠୋସ୍‍ ତଥ୍ୟ ଉପଲବ୍ଧ ନାହିଁ। କିନ୍ତୁ ଆମ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ସବୁବେଳେ ଥାଏ ଯେ ପିଲାମାନଙ୍କ ପରୀକ୍ଷା ହେଉ କିମ୍ୱା ଚାକିରି ପାଇଁ ସାକ୍ଷାତାକାର ଦେବାକୁ ଯିବା…
Read More...

ଓଡ଼ିଶା ଆଡ଼େ ବାତ୍ୟା ଆସିବ କି?

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ ଅବପାତ ର ରୂପ ନେବ ଓ ଏହାର ପରବର୍ତ୍ତୀ ସମୟ ରେ ଅଧିକ ଘନୀଭୂତ ହେବାର ସମ୍ଭବାନା ରହିଛି। ଏହି କ୍ଷେତ୍ର ଉତ୍ତର- ଉତ୍ତର ପଶ୍ଚିମ…
Read More...

ବିଜେଡି ଭୋଟ ବ୍ୟାଙ୍କରେ ବିଜେପି ଆଖି

ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା ବୋଲି କହିଲା କେନ୍ଦ୍ରସାରା ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟାଚାରି ଲକ୍ଷ ମାସ୍କ କରୁଛନ୍ତି…
Read More...

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱକୁ ଲାଗି ଏକ ନାତି ଉଚ୍ଚ ମନ୍ଦିର । ବେଢାକାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀ…
Read More...

ଇଏ ବି ଜଣେ କୋଭିଡ୍ ଯୋଦ୍ଧା, ନିଆରା

ଗରିବ, ଅସହାୟଙ୍କ ସାହା, ଭଦ୍ରକର ଛାୟା (ସୁଜାତା ପାଢ଼ୀ) ଛାୟାରଣୀ ସାହୁ। ସ୍ବାମୀ ସର୍ବେଶ୍ୱର ସାହୁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ କୁରୁଦା ଲୁଙ୍ଗା ଅଞ୍ଚଳର ଜଣେ ମହିଳା। ସେ ରାଜନୈତିକ ନେତା ନୁହଁନ୍ତି କି ପ୍ରଶାସନିକ ବଡ଼ ବାବୁ। ସମାଜସେବୀ ଭାବେ ମଧ୍ୟ ତାଙ୍କୁ…
Read More...

ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢୁଛି, ପତିଆରା ବି

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ନେଇ ଉଭୟ ଗୁଜରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ େବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶ୍ବାସକୁ ନେଇ ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିବା ଘଟଣା ରାଜ୍ୟ…
Read More...

ବିଧାୟକଙ୍କର ବଢିଲା, ସାଂସଦଙ୍କର କମିଲା

ସାଂସଦ ପାଣ୍ଠି ବନ୍ଦ ପରେ ନିର୍ବାଚନମଣ୍ଡଳୀରେ ଅଲୋଡ଼ା ହେବେ କି ସାଂସଦବିଧାୟକଙ୍କ ପାଣ୍ଠି ୩କୋଟି ହୋଇଛି, ଏବେ ସବୁଠି ଲୋକେ ତାଙ୍କୁ ଖୋଜିବେ୨ବର୍ଷରେ ଓଡ଼ିଶା ହରାଇବ ୩୧୦ କୋଟି, ଏଅର୍ଥ ଭରଣା ନିଷ୍ପତ୍ତି ନୋହିଲାସାଂସଦ ପାଣ୍ଠି ବନ୍ଦ ନିଷ୍ପତ୍ତିରେ ବିଜେପିର କ୍ଷତି ଅଧିକ, ବିଜେଡିର…
Read More...