ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ଡରନି, ସହଯୋଗ କଲେ ଇତିହାସ କରିବା

ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପୂର୍ବରୁ ବି ଓଡ଼ିଶାବାସୀ ସମର୍ଥନ ଦେଇଥିବାରୁ ସଫଳ ହୋଇଛେ ଭୁବନେଶ୍ବର: ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଡରିବାର କିଛି ନାହିଁ। ସମସ୍ତେ ସହଯୋଗ କଲେ ଆମେ ବର୍ତମାନ ପରିସ୍ଥିତିକୁ ମୁକାବିଲା କରିପାରିବା। ଆଜି…
Read More...

୧୪ ଜିଲ୍ଲାରେ କରୋନା ପାଦ

ପଶ୍ଚିମବଙ୍ଗ ବଢାଇଦେଲା ଓଡ଼ିଶାରେ ବିପଦଦିନ ଦଶଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣପ୍ରବାସୀଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିଲା ଭୁବନେଶ୍ବର: କାହା ପାଖେ କିଛି ଲକ୍ଷଣ ନାହିଁ। କେହି ଗୁରୁତର ବି ନାହାନ୍ତି। ମୃତ୍ୟୁ ସଂଖ୍ୟା ସେହି ଏକରେ ସୀମିତ। ବରଂ ଇତିମଧ୍ୟରେ ୩୮ ଜଣ ସୁସ୍ଥ ହୋଇ…
Read More...

ଗରିବଙ୍କ ପାଇଁ ନବୀନଙ୍କ ଚିନ୍ତା

ହାତକୁ କାମ, ପେଟକୁ ଖାଦ୍ୟ ନିଶ୍ଚିତ କରିବାକୁ ବାବୁଙ୍କୁ ନିର୍ଦେଶପ୍ରତିଦିନ ରାଜ୍ୟରେ ୧୦ଲକ୍ଷ ମାନବଦିବସ ସୃଷ୍ଟି କରାଯିବସବୁ ଅଧିକାରୀଙ୍କୁ ଭିଡ଼ିଓ କନଫରେନ୍ସିଂରେ ନିର୍ଦେଶ ଦିଆଗଲାକାର୍ଡ ଥାଉ କି ନଥାଉ ଫେରନ୍ତାଙ୍କୁ ରାସନ୍ ସାମଗ୍ରୀ ଦିଆଯିବ ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ…
Read More...

ସାମ୍ବାଦିକଙ୍କ ପାଇଁ ନବୀନଙ୍କ ୧୫ଲକ୍ଷ

ଭୁବନେଶ୍ବର: କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ତାଙ୍କ ପରିବାର ବର୍ଗଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି। https://youtu.be/459NcjyzhzI ରାଜ୍ୟ ସରକାରଙ୍କ…
Read More...

ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି

ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ…
Read More...

ମୋଦୀଙ୍କ ଭିତର ମଣିଷପଣିଆ ଏମିତି…

ଓଡ଼ିଶାର ପାଞ୍ଚ ପୁରୁଖା ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରିୟବତ ରଥ, ବୃନ୍ଦାବନ କଳସଙ୍କୁ ମନେପକାଇଲେକିଶନ ସାହୁ ଓ ନନ୍ଦ କିଶୋର ସାହୁଙ୍କ ସହ ଟେଲିଫୋନରେ ପରିବାର କଥା ପଚାରିଲେସୁସ୍ଥ କାମନା କରି ମନକୁ ବଳ ଦେଲେ,…
Read More...

ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ

ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ…
Read More...

ବଡ଼ ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ପ୍ରବାସୀ ଶ୍ରମିକଙ୍କ ସହ ଆସୁଛି ବଡ଼ ବିପଦ ଅସିତ, ସୁରେଶ, ପାଣ୍ଡିଆନଙ୍କ ଟିମ୍ ଗଠନ ପଞ୍ଜୀକରଣ ଦାୟିତ୍ବ ତୁଲାଇବେ କ୍ରିଷନ୍ମୁକାବିଲା ପାଇଁ ୨୨ ବରିଷ୍ଠଙ୍କୁ ଦାୟିତ୍ବସ୍ବାସ୍ଥ୍ୟ ବିଭାଗରେ ମୁଖିଆ ହେଲେ ପ୍ରଦୀପ୍ତ୫୦ରୁ ଅଧିକ ଅଫିସର ଏବେ ମଇଦାନରେ ଭୁବନେଶ୍ବର: ମହାମାରୀ କରୋନା…
Read More...

କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର

covidwarriors.gov.inରେ ସାମିଲ ପାଇଁ ଆହ୍ବାନ ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ…
Read More...

ଭିତରେ ଭିତରେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତି

କରୋନା ଭିତରେ ଲମ୍ବା ଲଢେଇ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି, କଂଗ୍ରେସ ପଛରେଯେ କୌଣସି ମୁହୂର୍ତରେ ବିଜେଡି-ବିଜେପି ମଧୁର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବଅସନ୍ତୁଷ୍ଟ ବିଜେଡି ନେତାଙ୍କର ବିଜେପିକୁ ଆଖି , କଂଗ୍ରେସ ନେତା ଚାହିଁଛନ୍ତି ବିଜେଡିକୁପୌର ନିର୍ବାଚନ ପୂର୍ବରୁ ମଇଦାନ ପ୍ରସ୍ତୁତ…
Read More...