Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ନୂଆ ଯୋଜନା ଉପରେ ଲାଗିଲା ରୋକ୍
ଅର୍ଥନୀତି ଉପରେ ପଡ଼ିଲା କରୋନା ମାଡ଼, ଭୟଙ୍କ ବିପର୍ଯ୍ୟୟ ଆଡ଼କୁ ଗତି କଲାଣିଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବ କେନ୍ଦ୍ର ରାଜସ୍ୱ ହ୍ରାସ ପାଇଛି, ଅଧିକ ଋଣ ମୁହାଁ କେନ୍ଦ୍ର ସରକାର, ୧୨ଲକ୍ଷ କୋଟି ଆଣିବେପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ!-->…
Read More...
Read More...
କରୋନାକୁ ନେଇ ବଡ଼ ଖବର
ଭୁବନେଶ୍ବର: ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁଗଲା କରୋନା। ଗୁରୁବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଯେ ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧରେ ନ ଥିଲେ। ଅର୍ଥାତ୍ ବାହାରର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏଥିସହିତ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୭୮ରେ!-->…
Read More...
Read More...
ପରିବର୍ତନ ହେବ ଗାଡ଼ି ଲାଇସେନ୍ସ ଓ ପଞ୍ଜୀକରଣ ନିୟମ!
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଏବଂ ନୂତନ ଯାନର ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହୋଇପାରେ। ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଆସନ୍ତା କିଛି ମାସ!-->…
Read More...
Read More...
ବାତ୍ୟା ବିଷୟରେ ଜାଣନ୍ତୁ ଏମିତି କିଛି ଗହନ କଥା
ଆଠଟି ଦେଶ ଆରବ ସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ କରିଛନ୍ତି ୧୯୫୩ରେ ଆଟଲାଣ୍ଟିକ୍ ସାଗରର ଦେଶମାନେ ବାତ୍ୟାର ନାମକରଣ ଆରମ୍ଭ କରିଥିଲେ ୨୦୦୪ରେ ଆରବ ଓ ବଙ୍ଗୋପସାଗରରେ ନାମକରଣ, ଅନୀଲ ନାମ ଦେଇଥିଲା ବାଂଲାଦେଶ ଅମ୍ଫାନ୍ ଥିଲା ପୁରୁଣା ତାଲିକାର ଶେଷ ନାମ, ନୂଆ ତାଲିକାର ପ୍ରଥମ!-->…
Read More...
Read More...
୫ରେ ଚନ୍ଦ୍ରଗ୍ରହଣ: କେଉଁ ଗ୍ରହ ଉପରେ କିଭଳି ପ୍ରଭାବ ରଖିବ
ନୂଆଦିଲ୍ଲୀ: ଜୁନ ୫ ତାରିଖରେ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ ବିଛା ରାଶି ଏବଂ ଜ୍ୟେଷ୍ଠ ନକ୍ଷତ୍ରରେ ରହିବ। ଚନ୍ଦ୍ରଗ୍ରହଣକୁ ସମୟରେ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
ମେଷ ରାଶି ପାଇଁ ଏହି!-->!-->!-->…
Read More...
Read More...
ଚୀନକୁ ଶିକ୍ଷା ଦେବାକୁ ମେଗାପ୍ଲାନ୍?
ଜି -୭ ରେ ଯୋଗଦେବାକୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ
ନୂଆଦିଲ୍ଲୀ: ଚୀନକୁ ଶିକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ମେଗାପ୍ଲାନ ପ୍ରସ୍ତୁତ କରିଥିବା କୁହାଯାଉଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
୨୩ବର୍ଷ ପରେ ପୁଣି ଓଁ ନମଃ ଶିବାୟ
ନୂଆଦିଲ୍ଲୀ: ସମସ୍ତ କିମ୍ବଦନ୍ତୀ ସିରିଏଲଗୁଡ଼ିକ ଗୋଟିଏ ପରେ ଗୋଟିଏ ଫେରୁଛନ୍ତି। ରାମାୟଣ, ମହାଭାରତ, ଶ୍ରୀକୃଷ୍ଣ, ବିଷ୍ଣୁ ପୁରାଣ, ଏବଂ ଶ୍ରୀ ଗଣେଶଙ୍କ ପ୍ରତ୍ୟାବର୍ତ୍ତନ ପରେ ୨୩ ବର୍ଷ ପରେ ଆସିବ ଓଁ ନମଃ ଶିବାୟ।
କଲର୍ସ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ଓମ୍ ନାମ ଶିବାୟ'ର ଟିଜର!-->!-->!-->…
Read More...
Read More...
କାହିଁକି କ୍ଷୀର ଆମ ପାଇଁ ଉପଯୋଗୀ?
ଆଜି ବିଶ୍ବ କ୍ଷୀର ଦିବସ, ୨୦ବର୍ଷ ହେଲା ପାଳନ ହେଉଛି
ଭୁବନେଶ୍ବର: ପ୍ରାଚୀନ କାଳରୁ କ୍ଷୀରର ମହତ୍ତ୍ବ ରହିଛି। ଜୁନ୍ ପହିଲାକୁ (ଆଜି) ପ୍ରତିବର୍ଷ ବିଶ୍ୱ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଏ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ଏହି ଅଭିଯାନ ୨୦୦୧ ରେ ଆରମ୍ଭ ହୋଇଥିଲା।!-->!-->!-->…
Read More...
Read More...
ଚଳିତ ବର୍ଷ ଭଲ ବର୍ଷା!
ଆରବ ସାଗରରେ ଆସୁଥିବା ଭୀଷଣ ବାତ୍ୟା ମହାରାଷ୍ଟ୍ରରେ ସ୍ଥଳଭାଗ ଛୁଇଁବଚଳିତବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଧିକ ବୋଲି ପୂର୍ବାନୁମାନଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିବ, ୧୦ ପରେ ବଢିପାରେ ବର୍ଷା
ଭୁବନେଶ୍ବର (ସାର୍ଥକ ମିଶ୍ର): ଭାରତ ଭୂଖଣ୍ଡ ଛୁଇଁଲା ଦକ୍ଷିଣ ପଶ୍ଚିମ!-->!-->!-->…
Read More...
Read More...
ଲୋକଙ୍କ ସ୍ବାର୍ଥ ପାଇଁ କେବଳ
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ କଠୋରଜୀବନ ସହିତ ଜୀବିକାର ଭାରସାମ୍ୟ ରହିଛିଜୁଲାଇ ୩୧ ଯାଏ ଖୋଲିବନି ସ୍କୁଲ, କଲେଜଜୁନ୍ ୩୦ ଭିତରେ ମନ୍ଦିର, ମଲ୍,ଜିମ୍ ଖୋଲିବନି୧୧ ଜିଲ୍ଲାରେ ସପ୍ତାହରରେ ଦୁଇଦିନ ପାଇଁ ସଟଡାଉନ୍
ଭୁବନେଶ୍ବର: କରୋନାର ଗୋଷ୍ଠୀ ସଂକ୍ରମଣ ଭୟ ନେଇ ଜାତୀୟସ୍ତରରେ!-->!-->!-->…
Read More...
Read More...