ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ପ୍ଲେଗରୁ କରୋନା ଯାଏ…

ମୁମ୍ବାଇ ପାଇଁ କେତେ ଘାତକ ହୋଇପାରେ ମହାମାରୀ ମୁମ୍ବାଇ: ମୁମ୍ବାଇକୁ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଏ। ଯେଉଁଠାରେ ୧୮୯୬ ମସିହାରେ ଜଳ ଜାହାଜ ଦ୍ୱାରା ମହାମାରୀ ଆରମ୍ଭ ହୋଇଥିଲା। ଆଜି ମୁମ୍ବାଇ ବିଶ୍ୱରେ କରୋନା ଜୀବାଣୁ ମହାମାରୀର ସମ୍ମୁଖୀନ ହୋଇଛି। ଏଠାରେ ରୋଗୀ ଏବଂ ମୃତ୍ୟୁ
Read More...

ଆଇସିଏମଆରରୁ ଆସିଲା ପୁଣି ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ କୋଭିଡ -୧୯ ର ସମ୍ପ୍ରସାରଣ ଜାଣିବା ପାଇଁ ଜନସଂଖ୍ୟା ଉପରେ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ପ୍ରକାଶ କରିଛି ଯେ କଣ୍ଟେଣ୍ଟମେଣ୍ଟ ଜୋନ୍ ଏବଂ ହଟସ୍ପଟ ନିକଟରେ ରହୁଥିବା ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ
Read More...

ଜୁନ୍ ୨୧ ସୂର୍ଯ୍ୟପରାଗକୁ ନେଇ ଏମିତି କହୁଛନ୍ତି

ସୂର୍ଯ୍ୟପରାଗ ଭାରତ ସମେତ ଅନେକ ଦେଶରେ ଦେଖାଯିବଏହାର ଖରାପ ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ୮ ରାଶିକୁ ଅଶୁଭ, ୪ ରାଶି ପ୍ରତି ପରାଗର ଶୁଭ ପ୍ରଭାବ ପଡ଼ିପାରେ ଭୁବନେଶ୍ବର: ଜୁନ୍ ୨୧ ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଯାହା ଭାରତରେ ଦେଖାଯିବ। କଣ ରହିବ,
Read More...

କରୋନା କେତେ ଏମାନଙ୍କ ପାଇଁ ବିପଦ

ବ୍ରିଟେନ: ନବଜାତକ ଜନ୍ମର ୧୨ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାକୁ ବିଶ୍ବର ପ୍ରଥମ ଘଟଣା ବୋଲି କୁହାଯାଉଛି। କରୋନା ସଂକ୍ରମିତ ୬ଜଣ ଗର୍ଭବତୀ ମହିଳାଙ୍କ ଶିଶୁଙ୍କ ଠାରେ କରୋନା ଚିହ୍ନଟ କରିଛନ୍ତି। ଏଥିସହିତ ବୈଜ୍ଞାନିକମାନେ ପିଲାମାନଙ୍କ
Read More...

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଆଜି କ୍ୟାବିନେଟ ସ୍ବତନ୍ତ୍ର ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
Read More...

ଓଡ଼ିଶା ସଂପର୍କରେ ବଡ଼ କଥାଟେ କହିଦେଲେ ପ୍ରଫେସର ଶ୍ରୀନାଥ ରେଡ୍ଡି

କରୋନା ସଂକ୍ରମଣ ବୃଦ୍ଧି ପାଇବା ଉଦବେଗଜନକ, ଚିନ୍ତାଜନକ ବିମେ' ପରିବର୍ତେ ମାର୍ଚ୍ଚରେ ପ୍ରବାସୀଙ୍କୁ ଫେରାଇବା ଉଚିତ୍ ଥିଲାଫେରିଥିବା ପ୍ରବାସୀ ସଂକ୍ରମଣରେ ଏକ ବଡ଼ ଧରଣର ବୃଦ୍ଧି ଘଟାଇବା ସମ୍ଭାବନା କମ୍ଗ୍ରାମୀଣ ଭାରତରେ ସହରୀ ଭାରତ ତୁଳନାରେ ଗତିଶୀଳତା ବହୁତ କମ୍ ଅଟେ ଓଡିଶା ପରି ରାଜ୍ୟ
Read More...

ମହାପ୍ରଭୁ ଅସୁସ୍ଥ, ଭୀଷଣ ଜ୍ବରରେ କମ୍ପୁଛନ୍ତି

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ, ଅଲାରନାଥଙ୍କ ଠାରେ ୧୪୪ ଧାରା ଜାରିଅସୁସ୍ଥତା ଯୋଗୁଁ ଅଣସର ପିଣ୍ଡିରେ ଅଟକିଯାଇଛନ୍ତି ମହାପ୍ରଭୁ, ଗୁପ୍ତନୀତି ଆରମ୍ଭ ପୁରୀ: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ଶୁକ୍ରବାର ତାଙ୍କୁ
Read More...

ପୁଣି ଡରାଇଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ

ଗୋଟିଏ ସପ୍ତାହରେ ୬୧ହଜାର କରୋନା ସଂକ୍ରାନ୍ତ ମାମଲାକେବଳ ଶୁକ୍ରବାର ଭାରତରେ ୯୮୫୧ଟି ମାମଲା ରୁଜୁସ୍ଥିତି ନ ବଦଳିଲେ, ପୁଣି ତାଲା ବନ୍ଦ ଏକମାତ୍ର ବାଟ ଓଡ଼ିଶାରେ ସର୍ବାଧିକ ୧୭୩ କରୋନା ସଂକ୍ରମିତ ଚିହ୍ନଟଶନିବାର ଓ ରବିବାର ଦୁଇଦିନ ୧୧ଟି ଜିଲ୍ଲା ସଟଡାଉନ୍ ନୂଆଦିଲ୍ଲୀ: ଦୀର୍ଘ ସମୟର
Read More...

ଜାଣନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର ରହସ୍ୟ

ପୁରୀ : ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍‍ ସ୍ନାନ ପୂର୍ଣ୍ଣିମା ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବୋଲି
Read More...

କେମିତି ହୁଏ ଗଜାନନ ବେଶର ନିର୍ମାଣ

ପୁରୀ: ଚତୁର୍ଧାମୂର୍ତିଙ୍କର ଗଜାନନ ବେଶ ଆରମ୍ଭ ହୋଇଛି। ରତ୍ନବେଦୀରେ ମହାପ୍ରଭୁ ଆଜି ଏଭଳି ଏକ ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ହେଲେ ଏହି ବେଶ ନିର୍ମାଣ ପଛର ରହସ୍ୟ ବି ବେଶ ରୋଚକ। ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ
Read More...