Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ବଡ଼ କଥାଟିଏ କହିଦେଲେ ସୋରେନ୍
ଓଡ଼ିଶା ବିଜେପି ଓ କଂଗ୍ରେସ ନେତା ଏଇଠୁ ଶିଖିବା କଥାଆନ୍ଧ୍ରରେ ରାଜଶେଖର ସମାନ ନୀତି ପ୍ରୟୋଗ କରିଥିଲେ୧୯୯୫ରେ ଜାନକୀବଲ୍ଲଭଙ୍କ ଗଣିତ ବି ସେୟା ଥିଲା
ଭୁବନେଶ୍ବର: ୨୦୧୪ ନିର୍ବାଚନରେ ଝାଡଖଣ୍ଡରେ ବିଜେପି ୩୧.୨୬% ଭୋଟ ପାଇଥିଲା। ଏଥର ଏହା ବୃଦ୍ଧିପାଇ ୩୩.୩୭% %ରେ ପହଞ୍ଚିଛି। ଦଳର!-->!-->!-->…
Read More...
Read More...
ଖଣି ସୁରକ୍ଷା ପାଇଁ ପୁରସ୍କୃତ
ଭୁବନେଶ୍ବର: ଚଳିତ ବର୍ଷର ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର କୋଇଡା ଲୌହ ଖଣି ଖଣି ସୁରକ୍ଷାର ବିଭିନ୍ନ ବର୍ଗରେ ଉତ୍କର୍ଷତା ପ୍ରତିପାଦନ କରି ଚାଇଁବସା ଖଣି ସୁରକ୍ଷା ମଣ୍ଡଳରେ ପ୍ରତିଷ୍ଠା ଅର୍ଜନ କରିପାରିଛି। ଚଳିତ ମାସ ୨୨ ତାରିଖରେ!-->…
Read More...
Read More...
୨୭ ପରେ ଥଣ୍ଡା ଫେରିବ
ଭୁବନେଶ୍ବର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ପୁଣି ଥଣ୍ଡା ବଢିବ। ଶୀତରେ କମ୍ପିବ ଓଡ଼ିଶା। ପାଣିପାଗ ବିଜ୍ଞାନୀ ଏମିତି ପୂର୍ବାନୁମାନ କରୁଛନ୍ତି।ତେବେ ଏକ ଗୁରୁଚାପ ପ୍ରଭାବର ୨୭ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିପାରେ।
ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ୨୬ରୁ ଉତ୍ତର!-->!-->!-->…
Read More...
Read More...
କାହା ସପକ୍ଷରେ ଯିବ ବାରବାଟୀ
ଭୁବନେଶ୍ବର: ଆଉ କିଛି ମୁହୂର୍ତ ପରେ ବାରବାଟୀରେ ଭାରତ ଓ ଵେଷ୍ଟଇଣ୍ଡିଜ୍ ମୁକାବିଲା। ୩ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବରାବର ସ୍ଥିତିରେ ଅଛନ୍ତି। ଏଣୁ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅତି ହାଇଭୋଲଟେଜ୍ ମ୍ୟାଚରେ!-->…
Read More...
Read More...
ନବୀନଙ୍କ ବିରୋଧରେ ଲଢିବ କିଏ?
ମୁକାବିଲା ସ୍ଥିତିକୁ ଆସିବାକୁ ପ୍ରସ୍ତୁତ ନୁହେଁ ବିରୋଧୀଅନ୍ତଃକନ୍ଦଳରେ ମାତିଛନ୍ତି ବିଜେପି ଓ କଂଗ୍ରେସଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହାନ୍ତିବଢିବା ବଦଳରେ ଦିନକୁ ଦିନ ଦୁର୍ବଳ ହେଉଛନ୍ତି୨୦୨୦ରେ ପୌର ନିର୍ବାଚନ ସାମ୍ନା କରିବେ କେମିତି?
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ନବୀନଙ୍କ ଟିମକୁ ମୁକାବିଲା କରିବେ?
ଭୁବନେଶ୍ବର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ପହଞ୍ଚିଛି। ଦଳ ଶୁକ୍ରବାର ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିଛି। ଖୁବ ଶୀଘ୍ର ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି ସଭାପତି ହେବା ସମ୍ଭାବନା ଅଧିକ ବୋଲି ଦଳୀୟ ନେତାମାନେ!-->…
Read More...
Read More...
ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର, ତା.୨୦/୧୨ : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ!-->…
Read More...
Read More...
ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ
ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ!-->…
Read More...
Read More...
ଲଟେରି ପାଇଁ ରାଜ୍ୟ ଭିତରେ କଳି
ଲଟେରି ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ପାଇଁ ନିଷ୍ପତ୍ତିବିରୋଧ କଲେ ୮ ରାଜ୍ୟ, ସପକ୍ଷରେ ୨୧ ରାଜ୍ୟ ଦେଲେ ଭୋଟ
ନୂଆଦିଲ୍ଲୀ: ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ!-->!-->!-->…
Read More...
Read More...
ନୂଆବର୍ଷ ଆରମ୍ଭରୁ ଫାଶୀ ପାଇପାରନ୍ତି ନିର୍ଭୟା ଦୋଷୀ
ସର୍ବୋଚ୍ଚ ଅଦାଲତରେ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜସାତ ଦିନ ମଧ୍ୟରେ ରାଜକ୍ଷମା ପାଇଁ ଆବେଦନ ନିର୍ଦେଶ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଅନ୍ୟତମ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି। ଚିନିଜଣିଆ ଖଣ୍ଡପୀଠ ଏହି ପିଟିସନକୁ!-->!-->!-->…
Read More...
Read More...