Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବାଣ୍ଟିଲେ ଯୋଗୀ
Browsing Category
TOP STORIES
ନିଜ ଗୋଡରେ ଚୋଟ ମାରୁଛି ବିଜେପି!
ଭୁବନେଶ୍ବର: କାହା ଦୟାରେ ନୁହେଁ, ଲଢି ଲଢି ରାଜ୍ଯ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ବିଜେପି ଏହି ସଫଳତା ପାଇଛି, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ସାଧାରଣ ନିର୍ବାଚନ ପରେ ବିଜେପିର!-->…
Read More...
Read More...
ଚିଲିକାକୁ ମାଡ଼ି ଆସୁଛି ବିପଦ!
ମହାନଦୀ କାରଣରୁ ଜୈବ ବିଭିଦତା ପ୍ରତି ବିପଦ ରହିଛିବିପର୍ଯ୍ୟୟ କାରଣରୁ ଅଧିକରୁ ଅଧିକ ମୁହାଣ ଖୋଲୁଛିଶୀତ ହେଲାନି, ଅଧାରୁ କମ୍ ପକ୍ଷୀ ଏଯାଏ ଆସିଛନ୍ତିମାତିଲେଣି ଶିକାରୀ, ୬୦ରୁ ଅଧିକ ପକ୍ଷୀଙ୍କୁ ମାରିଦେଲେ
ଭୁବନେଶ୍ବର: ନୀଳାମ୍ବୁ ଚିଲିକାକୁ ବିପଦ ମାଡି ଆସୁଛି। ମହାନଦୀରେ ଜଳସ୍ତର!-->!-->!-->!-->!-->…
Read More...
Read More...
ଦିନଗଡୁଛି, ବିପଦ ବଢୁଛି
ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲାଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି
ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର!-->!-->!-->…
Read More...
Read More...
ଅପରାଗତା ନା ନବୀନଙ୍କ ବିରୋଧରେ ଷଡ଼ଯନ୍ତ୍ର!
ସମଗ୍ର ରାଜ୍ୟରେ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା କିପରି?କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ, ଔଷଧ ନିଗମ ଜାଣିପାରିଲେନି?ରାଉରକେଲାରେ ଅଭାବନୀୟ ପରିସ୍ଥିତି, ଧାରଣା ଦେଲେଣି ରୋଗୀକାହା ଭୁଲ୍, '୫ଟି'ରେ କିଏ ଦଣ୍ଡ ପାଇବ ତାକ ରାଜ୍ୟବାସୀ ଅପେକ୍ଷା କରିଛନ୍ତି
ଭୁବନେଶ୍ବର: କୁୁକୁର!-->!-->!-->…
Read More...
Read More...
ଜାତୀୟ ରାଜପଥ ଜଗିବେ ଅବସରପ୍ରାପ୍ତ ପୁଲିସ
୧୧୯ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନାମାସିକ ୧୭ ହଜାର ଟଙ୍କା ଦରମାରେ ସେମାନେ କାମ କରିବେସଡକ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ହେବ ଗାଡି, ତେଲ ଆଦି ବାବଦ ଅର୍ଥ
ଭୁବନେଶ୍ବର: ସଡକ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାତୀୟ!-->!-->!-->…
Read More...
Read More...
ସରକାରୀ କର୍ମଚାରୀଙ୍କୁ ଇସ୍ତଫା ମହଙ୍ଗା
ନୂଆଦିଲ୍ଲୀ: କିଛି ବର୍ଷ କାମ କରିବା ପରେ ସରକାରୀ କର୍ମଚାରୀଙ୍କ ଚାକିରି ଉପରୁ ମୋହ ତୁଟିଯାଉଥିଲା। କିଏ ବଡ଼ ଚାକିରି ପାଇଁ , ଆଉ କିଏ ରାଜନୀତି ମଇଦାନରେ ପାଦ ଥାପିବା ଲାଗି ଇସ୍ତଫା ଦେଉଥିଲେ।
ସରକାର କର୍ମଚାରୀଙ୍କୁ ଏ କ୍ଷେତ୍ରରେ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲଚ ଏକ ରାୟରେ!-->!-->!-->…
Read More...
Read More...
ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଏବେ ନୁହେଁ, କାହିଁକି ଜାଣନ୍ତୁ
ନୂୁଆଦିଲ୍ଲୀ: ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଏବେ ନିକଟରେ ଦିଆଯିବାର ସମ୍ଭାବନା କ୍ଷୀଣ। ନିକଟରେ, ଏପରିକି ଯେ କୌଣସି ମୁହୂର୍ତରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଛି, ସେଥିରେ ସତ୍ୟତା କମ୍ ରହିଥିବା ଜଣାପଡୁଛି। କାରଣ ଆମ ବ୍ୟବସ୍ଥାରେ ଏମିତି!-->…
Read More...
Read More...
ବିରୋଧୀ ଘାଣ୍ଟିଲେଣି, ବିଜେଡି ଚୁପ୍
ଭୁବନେଶ୍ବର: ଦଳୀୟ ଫୋରମରେ ମୁହଁ ଖୋଲିଲେ ବଜ୍ର ଭଳି କଥା ବାହାରୁଛି। ସଭାସମିତିରେ ଭାଷଣ ଦେବା ବେଳେ ଅନର୍ଗଳ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଗଣମାଧ୍ୟମରେ କି ବିରୋଧୀ ଶକ୍ତିକୁ ମୁକାବିଲା କରିବାରେ ପଛୁଆ କାହିଁକି? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିରେ ଦଳୀୟ ନେତା ଖୁସି ନୁହଁନ୍ତି!-->…
Read More...
Read More...
ଶୀତ ଋତୁରେ ବର୍ଷାର ଡର
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟକୁ ଶୀତ ଫେରିବାର ସମ୍ବାବନା ନାହିଁ। ବରଂ ୧୪ ଓ ୧୫ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଦେବଗଡ ଭଳି ଜିଲ୍ଲାକୁ ବର୍ଷାର ଡର ରହିଛି। ଏସବୁ ଜିଲ୍ଲାରେ ଘଡଘଡି ସହିତ ଅଳ୍ପ ବର୍ଷା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।!-->!-->!-->…
Read More...
Read More...
ହାତୀ ବେକରେ ଲାଗିବ ରେଡିଓ କଲାର
ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଢିଛନ୍ତି। ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ହାତୀ-ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ମୁହାଁମୁହିଁ ପରିସ୍ଥିତି ସଂପର୍କରେ ଏକ କର୍ମଶାଳା ଚାଲିଥିବା ବେଳେ ଅନ୍ୟପଟରେ ଆଜି ପ୍ରଧାନ ମୁଖ୍ୟ ବନ!-->…
Read More...
Read More...