ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

TOP STORIES

ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା

ବିହାର; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ‘ଜମି ବଦଳରେ ରେଳବାଇ ଚାକିରି’ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦାଖଲ କରାଯାଇଥିବା ପିଟିସନ୍‌କୁ କୋର୍ଟ ଖାରଜ କରିଦେଇଛି। ମାମଲାର…
Read More...

ଭୁବନେଶ୍ୱର ଏୟାରପୋର୍ଟରେ ୬ କୋଟିରୁ ଅଧିକ ଗଞ୍ଜେଇ ଜବତ

ଭୁବନେଶ୍ୱର; ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଚଢାଉ କରି ୬ କିଲୋଗ୍ରାମ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ। ମଙ୍ଗଳବାର ବ୍ୟାଙ୍କକରୁ…
Read More...

ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର

ଭୁବନେଶ୍ବର: ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର । ୨୦୨୬-୨୭ ଆଥିର୍କ ବର୍ଷରେ ବଢ଼ିବ ନାହିଁ ଦର । ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ।…
Read More...

ଟ୍ରମ୍ପଙ୍କ ବଡ ଘୋଷଣା, ୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ

ନ୍ୟୁଜ୍ ବ୍ୟୁରୋ: ଇରାନ ବିରୋଧରେ ଯୋଜନାବଦ୍ଧ ସାମରିକ ଆକ୍ରମଣକୁ ଆମେରିକା ପକ୍ଷରୁ ୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ୱାଶିଂଟନ ଓ ତେହେରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଅବକାଶ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗତ…
Read More...

ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ

ଭୁବନେଶ୍ବର: ଡିଜିଟାଲରେ ଅଭିଯୋଗ ଶୁଣିବେ ବିଧାୟକ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଏହି ବ୍ୟବସ୍ଥା କରାଯିବ। ବିଭିନ୍ନ ଅଞ୍ଚଳରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସରକାର ଏ ସବୁକୁ ବିଚାର କରୁଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ। …
Read More...

ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର…
Read More...

ଭୁଶୁଡ଼ିଲା ଶୀତଳ ଭଣ୍ଡାର: ୪ ମୃତ, ଆମୋନିଆ ଗ୍ୟାସ୍‌ ଲିକରେ ଆତଙ୍କ

ଉତ୍ତରପ୍ରଦେଶ: ପ୍ରୟାଗରାଜରେ ଥିବା ଗୋଟିଏ ବିରାଟ ଶୀତଳ ଭଣ୍ଡାରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଆମୋନିଆ ଗ୍ୟାସ୍‌ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଧିକାରୀମାନଙ୍କ ଅନୁସାରେ, ଆହତମାନଙ୍କୁ ନିକଟସ୍ଥ…
Read More...

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଙ୍କଟ ପ୍ରଭାବରେ ତେଲ ଆମଦାନି କମିବାରୁ ଆସନ୍ତା ଏପ୍ରିଲ୍‌ ପହିଲାରେ ବିମାନ ଇନ୍ଧନ (ଏଟିଏଫ୍‌) ଦର ବୃଦ୍ଧି ପାଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଏହାର ସିଧାସଳଖ ପ୍ରଭାବ ବିମାନ ଭଡା ଉପରେ ପଡ଼ିବ।ପ୍ରତି ମାସର…
Read More...

ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ମାର୍ଚ୍ଚ ମାସରୁ ଖରାର ପ୍ରକୋପ ଅସହ୍ୟ ହୋଇପଡିଛି। ବହୁ ସ୍ଥାନରେ ପାରଦ ୪୦ ଡିଗ୍ରୀ ନିକଟକୁ ପହଞ୍ଚୁଥିବାରୁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସକାଳୁଆ ସ୍କୁଲ ଆରମ୍ଭ କରାଯାଇପାରେ ବୋଲି…
Read More...

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଗିରଫ

କାମାକ୍ଷାନଗର: କାମାକ୍ଷାନଗରର କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଗା ସହ ଅନ୍ୟ ତିନି ଜଣ ମଧ୍ୟ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି କାମାକ୍ଷାନଗରର ଥାନା ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମର ଚନ୍ଦନ କୁମାର ନାୟକ,…
Read More...