‘ଅବତାର-୨’ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ
କାକିନାଡା; ନିକଟରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ହଲିଉଡ୍ ଫିଲ୍ମ ଅବତାର-୨ । ସବୁ ହଲ୍ ହାଉସ୍ ଫୁଲ୍ ଥିବା ବେଳେ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି!-->…
Read More...
Read More...