ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଜୋତାରୁ ଚରସ ବାହାର କରିଥିଲେ ଆର୍ୟନଙ୍କ ବନ୍ଧୁ

ମୁମ୍ବାଇ: ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅନୁସାରେ ଆର୍ୟନ ଖାନ ଏନସିବି ଅଫିସରଙ୍କ ସାମନାରେ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଆନ୍ତି। ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ ନିଜ ଜୋତାରେ ୬ ଗ୍ରାମ ଚରସ ଲୁଚାଇକି କ୍ରୁଜକୁ ନେଇଥିଲେ। ଏହା ସେ ସ୍ୱୀକାର କରିଥିବା ଏନସିବିର
Read More...

ଫିଲ୍ମ ପ୍ରଡ୍ୟୁସରଙ୍କ ଘରେ ବି ଏନସିବିର ଛାପା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବି (ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଖୋଳତାଡ଼ ଜାରି ରଖିଛି। ଏଥିରେ ଆଉ କେଉଁମାନଙ୍କର ଲିଙ୍କ ରହିଛି ସେ ନେଇ ଛାନଭିନ କରୁଛି। ଡ୍ରଗ୍ସ ମାମଲାରେ ବଲିଉଡ ଲିଙ୍କର ମଧ୍ୟ ଖୋଳତାଡ଼ କରୁଛି ଏନସିବି । ମୁମ୍ବାଇ ବାନ୍ଦ୍ରା ଅଂଚଳରେ ଫିଲ୍ମ ପ୍ରଯୋଜକ
Read More...

ଗାନ୍ଧୀ ପରିବାରର ସମୟ ଏବେ ଭଲ ନାହିଁ!

ରାହୁଲଙ୍କୁ ନେଇ କଂଗ୍ରେସରେ କମ୍ପନ, ଦଳ ଭିତରୁ ବିରୋଧର ସ୍ବର ଉଠିଲାଣିବରୁଣ, ମାନେକାଙ୍କ ସ୍ଥିତି ତଦ୍ରୁପ, ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ନାଁ ନାହିଁ ଲଖିମପୁର ଖେରି ମାମଲାରେ ବରୁଣଙ୍କ ଟ୍ବିଟ୍ ବିଜେପି ଅଡୁଆ ବଢ଼ାଇଥିଲା ଦୋଷୀଙ୍କୁ ୩୦୨ରେ ବାନ୍ଧ, ସିବିଆଇ ତଦନ୍ତ ପାଇଁ ଯୋଗୀଙ୍କୁ
Read More...

ମୋଡି ଦେଲେଣି ସୂଚନା ଅଧିକାର ଆଇନର ଡଙ୍କ

ଆଇନ ରାସ୍ତାରେ ବାବୁମାନେ ହିଁ କଣ୍ଟା; ସ୍ବତଃ ଦେଉନାହାନ୍ତି, ମାଗିଲେ ବି କୁନ୍ଥକୁନ୍ଥ୨୦୦୫ ଅକ୍ଟୋବର ୧୨ ତାରିଖରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏହି ଆଇନଜଳଦ ତ୍ରିପାଠୀ ଦାୟିତ୍ବ ନେଲା ପରେ ସ୍ଥିତି ବଦଳିବ କି ନାହିଁ, ତାହା ଉପରେ ଏବେ ନଜର ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକସେବା
Read More...

ବଲାଙ୍ଗୀର ପାଟଣେଶ୍ବରୀଙ୍କ ପାଖରେ ଖଣ୍ଡା ପୂଜା କାହିଁକି?

ଆଜି ଷୋଳ ପୂଜାର ଏକାଦଶ ଦିବସ, ନବରାତ୍ର ଉପବାସ କରି ଭକ୍ତ ଡାକୁଛନ୍ତି ମାଆଙ୍କୁ ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା। କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ
Read More...

ପୁଣି ଶିକ୍ଷା କ୍ଷେତ୍ରକୁ ଫେରିଯିବେ ସୁବ୍ରମଣ୍ଯମ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କେ ସୁବ୍ରମଣ୍ଯମ୍ ପୁଣି ଥରେ ଶିକ୍ଷା କ୍ଷେତ୍ରକୁ ଫେରିଯିବେ। ଶ୍ରୀ ସୁବ୍ରମଣ୍ଯମ୍ ନିଜେ ଟ୍ବିଟ୍ କରି ଏକଥା କହିଛନ୍ତି। ସେ ଜଣାଇଛନ୍ତି ଯେ ଅର୍ଥମନ୍ତ୍ରାଳୟରେ ତାଙ୍କର ତିନି ବର୍ଷର ସମୟ ଅବଧି ଶେଷ ପରେ ସେ ପୁଣି ଶିକ୍ଷାଦାନ
Read More...

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ବର୍ଷକର ଶିଶୁ

ଭେଂଟିଲେଟରରେ ଥିଲେ ଆଠ ଦିନ ଭୁବନଶ୍ୱର, ୮/୧୦: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ । କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ
Read More...

ଜାତୀୟ ରାଜପଥ ଦୁଃଖ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୮ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୪୨(୫୫) ନମ୍ବରର କଟକ-ଅନୁଗୋଳ ସେକ୍ସନ ଏବଂ ସମ୍ବଲପୁର-ଅନୁଗୋଳ ସେକ୍ସନ ସଡ଼କର ସମ୍ପ୍ରସାରଣ ଏବଂ ବିକାଶମୂଳକ କାମ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ
Read More...

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ; ଏମିତି ଅନ୍ଯ ମାମଲାରେ ହୁଏ କି?

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲା ଷ୍ଟାଟସ ରିପୋର୍ଟରେ ଅସନ୍ତୁଷ୍ଟ ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖମିପୁର ଖେରି ମାମଲାରେ ସର୍ବୋଚ୍ଚ ନ୍ଯାୟାଳୟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ହତ୍ୟା
Read More...

କୁଆଡେ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ?

କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଫେରାର । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ସମନ ପରେ ବି ଆଜି ସେ ହାଜର ହୋଇନାହାନ୍ତି । ଆଶିଷଙ୍କ ଘର ଆଗରେ ନୋଟିସ ଲଗାଇ ଆଜି ଦିନ ୧୦ଟା ସୁ୍‌ଦ୍ଧା ହାଜର ପାଇଁ କହିଥିଲା । ହେଲେ ସେ ହାଜର ହୋଇନାହାନ୍ତି । ଆଶିଷ ମିଶ୍ରା କୁଆଡେ
Read More...