ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଆକଶମାର୍ଗରୁ ତାଲିବାନୀଙ୍କୁ ଆକ୍ରମଣ

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଘାଟିକୁ କବଜା ନେଇ:ଛନ୍ତି ବୋଲି ତାଲିବାନ ମାନେ ଦାବି କରୁଥିଲେ ମଧ୍ୟ ଏଯାଏ ଲଢେଇ ଶେଷ ହୋଇନାହିଁ। ବରଂ ପଞ୍ଜଶୀର ଘାଟିରେ ଜୋରଦାର ଲଢେଇ ଚାଲିଛି। ପଞ୍ଜଶୀର ଘାଟିରେ କିଛି ଅଜଣା ସୈନ୍ୟ ବିମାନ ଦ୍ୱାରା ଆକ୍ରମଣ କରାଯାଉଥିବାର ଖବର ଆସିଛି। ଏହି ଆକ୍ରମଣ
Read More...

ଗର୍ଜିଲେ ସୁପ୍ରିମକୋର୍ଟ; ଆମ ଧୈର୍ଯ୍ଯର ପରୀକ୍ଷା ନିଅନି

କେନ୍ଦ୍ର ସାମ୍ନାରେ ରଖିଲେ ତିନିଟି ସର୍ତ୍ତ, ଅନ୍ୟଥା ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ହେବପ୍ରଧାନ ବିଚାରପତି କହିଲେ ଆମେ ବ୍ୟଥିତ... କିନ୍ତୁ କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ହେବାକୁ ଚାହୁଁନାହୁଁ ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଓ ବିଭିନ୍ନ କ୍ବାସି ଜୁଡିସିଆଲ୍
Read More...

ପରଦା ଏପଟେ ଝିଅ,ପରଦା ସେପଟେ ପୁଅ

ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତବନ୍ଧକ ସାଜିଲା ତାଲିବାନ । ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କଲା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ୟୁନିଭର୍ସିଟିରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ହେବ । ଏବଂ ଏହା ଯଦି
Read More...

ତାଲିବାନ ଗଢିବ ସରକାର: ଏକାଠି ହେବେ ଆମେରିକାର ସବୁ ଶତ୍ରୁ

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।ଆଜି ସମସ୍ତ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହ ିଛି । ସରକାର ଗଠନ ନେଇକାବୁଲରେ ତାଲିବାନଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାର ସମ୍ଭାବନାରହିଛି । ତେବେ ଏହି କାର୍ଯ୍ୟକ୍ରମର ଆମେରିକାର ସମସ୍ତ ଶତ୍ରୁ ଦେଶ ଏକାଠି
Read More...

ଡ. ଅରବିନ୍ଦ ପାଢୀଙ୍କୁ ଅପେକ୍ଷା କରିଛି ଓଡ଼ିଶା କୃଷି ବିଭାଗ!

ଭୁବନେଶ୍ବର: ଭାରତର ପ୍ରଶାସନିକ ସେବାରେ ୨୫ବର୍ଷ ପୂରଣ କରିଥିବା ଓଡ଼ିଶା କ୍ୟାଡର ଆଇଏଏସ୍ ତଥା ୧୯୯୬ ବ୍ୟାଚ୍ ଅଫିସର ଡ. ଅରବିନ୍ଦ ପାଢୀ ଏବର୍ଷ ଓଡ଼ିଶା ଫେରିପାରନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ବେଳକୁ ରାଜ୍ୟ ପ୍ରଶାସନରେ ଯେଉଁ ବଡ଼ ଧରଣର
Read More...

ପଶ୍ଚିମବଙ୍ଗରେ ପୁଣି ଦମ୍ ଦେଖାଇବେ ଦିଦି

କୋଲକାତା: ଭାରତର ନିର୍ବାଚନ କମିସନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ପୁଣି ଏକ ଘମାଘୋଟ ଲଢେଇ ଲାଗି ପଶ୍ଚିମବଙ୍ଗରେ ପ୍ରସ୍ତୁତି ଚାଲିଛି। ବିଧାନସଭା ନିର୍ବାଚନ ଶେଷ ହେବାର ଚାରି ମାସ ପରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଲାଣି। କାରଣ ୩୦ ତାରିଖରେ ଉପନିର୍ବାଚନ ହେବାକୁ ଥିବା
Read More...

ବିପଦ ଟଳିନି, ଭୁବନେଶ୍ବରକୁ ଛାଡିଦେଲେ!

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ କରିସାରିଲେଣି।କିନ୍ତୁ ଦୁଇଟି କଥା କରୋନା କ୍ଷେତ୍ରରେ ଚିନ୍ତାଜନକ ହୋଇଛି। ପ୍ରଥମ ହେଲା, ଖୋର୍ଧା ଜିଲ୍ଲାରେ କୋଭିଡ୍
Read More...

ବେକ ବ୍ୟଥା ହେଉଛି କି?

ଅଧିକ ସମୟ ବେକ ତଳକୁ କରି କାମ କର ନାହିଁ।ବେଶୀ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ।ଦୀର୍ଘ ସମୟ ଧରି ଲେଖାଲେଖିରୁ ବିରତ ରୁହନ୍ତୁ।ରାତିରେ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।ଅଧିକ ସମୟ ଗାଡି ଚଳାଇଲେ ବି ବେକରେ ପ୍ରଭାବ ପଡିବ।ଡାକ୍ତରଙ୍କ ପରାମର୍ଶରେ କୋଲାର ବେଲ୍ଟ
Read More...

ଘରୁ ହଜିଗଲାଣି, କିନ୍ତୁ କାହିଁକି ଶ୍ରୀମନ୍ଦିରରେ ରହିଛି ଢ଼ିଙ୍କି?

ଗାଁରେ ଆଉ ଢ଼ିଙ୍କି ଦେଖିବାକୁ ମିଳୁନି। ଢ଼ିଙ୍କିରେ କୁଟିବା ବାଲା କମିକମି ଗଲେଣି। ପୁରୀ ମଠ ଗୁଡିକରୁ ଦିନେ ଢ଼ିଙ୍କି ପାହାର ଶୁଭୁଥିଲା। ଖମାରରୁ ଧାନ ଆସିଲେ ବଗଡା ଚାଉଳ ହେଉଥିଲା ମଠରେ। ମହାପ୍ରଭୁଙ୍କୁ ବଗଡା ଚାଉଳର ଅନ୍ନ ଭୋଗ ଲାଗି ହୁଏ। ହାତ ଗଣତି କେତୋଟି ମଠରେ ଢ଼ିଙ୍କି ଅଛି,ବ୍ୟବହାର
Read More...

ବିଜେପି ପାଇଁ ଆଗକୁ ମାଡ଼ିଆସୁଛି ବିପଦ!

ସାଧାରଣ ନିର୍ବାଚନ ପରେ କୌଣସି ନିର୍ବାଚନ ଜିତିନିପିପିଲି ଉପନିର୍ବାଚନ ଆଣିଲା ରାଜନୈତିକ ଉଷ୍ଣତାବିଜେପି କୁରୁଳୁଛି, ବିଜେପି ନେତାଙ୍କ ତୁଣ୍ଡରେ ଭାଷା ନାହିଁଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ ଲଢେଇମୋଦୀଙ୍କ ଲୋକପ୍ରିୟତା ରାଜ୍ୟ ବିଜେପିର ଏକମାତ୍ର ସମ୍ବଳଚାହିଁବସିଛନ୍ତି
Read More...