ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

‘ନାଟୋ’ ଉପରେ ବର୍ଷିଲେ ଜେଲେନସ୍କି

ୟୁକ୍ରେନର କିଭ୍ ଉପରେ କବଜା କରିବା ପାଇଁ ଋଷ ସେନା ଲଗାତର ଆକ୍ରମଣ କରୁଛି । ତେବେ ଏହାରି ଭିତରେ ନାଟୋ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଏବେ ଜେଲେନସ୍କି ଏକାକୀ ଋଷ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ୟୁକ୍ରେନର ଆକାଶପଥକୁ ନାଟୋ ନୋ
Read More...

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ପଡୁଛି ଭୋଟ୍‌

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳୁ ମତଦାନ ଆରମ୍ଭ ହୋଇସାରିଛି । ଆଜି ୨୨ଟି ଆସନ ପାଇଁ ୯୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଆଠଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୨୪୭ଟି ପୁଲିଂ ବୁଥରେ ଭୋଟ ଗ୍ରହଣ ଚାଲିଛି । ନିର୍ବାଚନ ଆୟୋଗଙ୍କ
Read More...

ୟୁକ୍ରେନର ରାଷ୍ଟ୍ରପତି ଭବନ ନିକଟରେ ଋଷର ରକେଟ୍ ମାଡ଼

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଦଶମ ଦିନ । ଦିନକୁ ଦିନ ସ୍ଥିତି ଆହୁରି ବିଗିଡିପାରେ ଲାଗିଛି । ଋଷର ଆକ୍ରମଣରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ୟୁକ୍ରେନ । ପରମାଣୁ ଆକ୍ରମଣ ଆତଙ୍କ ଭିତରେ ଋଷ ସେନା ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଥିବା ୟୁକ୍ରେନ କହିଛି । ରାଷ୍ଟ୍ରପତି
Read More...

ଜେଲେନସ୍କିଙ୍କୁ ସପ୍ତାହକ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ । ତାହା ପୁଣି ସପ୍ତାହକ ମଧ୍ୟରେ ତିନି ଥର । ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଭୟଙ୍କରଷଡଯନ୍ତ୍ର କରୁଛି ଋଷ । ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବାକୁ ଚାହୁଁଛି ଋଷ । ଟାଇମ୍ସ ଅଫ ଲଣ୍ଡନରେ ଏକ ରିପୋର୍ଟରେ
Read More...

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୩୦ ଜୀବନ

ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମସଜିଦ୍‌ରେ ନମାଜ ପାଠ ସମୟରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୦ ଜଣ ଆଖିବୁଜିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ମାନେ ଏହି ବିସ୍ଫୋରଣ କରିଥିବା ଜଣାପଡିଛି।
Read More...

ବାପା ହେଲେ ଆଦିତ୍ୟ ନାରାୟଣ, ଘରକୁ ଆସିଲେ ଲକ୍ଷ୍ମୀ

ବଧାଇ ହୋ..ବଧାଇ ହୋ… । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣଙ୍କ କଥା । ଏହାରି ମଧ୍ୟରେ ବାପା ହୋଇଛନ୍ତି ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଦିତ୍ୟ ବାପା ହେବାର ଖୁସି ଖବର
Read More...

ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଭକ୍ତ, ଉଠିଲା କଟକଣା

ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି
Read More...