ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ଲାଗି ସଜବାଜ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣା ଏକ ବଡ଼ କଥା କହିଛନ୍ତି। ଗୁଜକାଟ ହାଇକୋର୍ଟର ଲାଇଭ୍ ପ୍ରକ୍ରିୟାର ଭର୍ଚୁଆଲରେ ଉଦଘାଟନ କରି ସେ କହିଲେ ଯେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟର ଶୁଣାଣୀ ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ। ଲୋକଙ୍କ ନିକଟରେ କୋର୍ଟଙ୍କ!-->…
Read More...
Read More...