ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୁମ୍ଭରାଶିକୁ ବୃହସ୍ପତି ଚଳନ; କାହା ପାଇଁ କେତେ ଲାଭ, କେତେ କ୍ଷତି

ଭୁବନେଶ୍ବର: ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୨୦-୧୧-୨୦୨୧ ଶନିବାର ରାତ୍ରି ଘ୧୧:୩୦:୨୮ରେ ମକରରାଶିରୁ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶିକୁ ଗମନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି…
Read More...

ଆନ୍ଧ୍ରରେ ଭୀଷଣ ବନ୍ୟା; ୨୫ ମୃତ, ବହୁ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରରେ ବନ୍ୟା ସ୍ଥିତି ଉଦବେଗଜନକ। ବର୍ଷା ଓ ବନ୍ୟାରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଏବେ ବି ନିଖୋଜ ଅଛନ୍ତି। ୧୭ଟି ଏନଡିଆରଏଫ ଓ ଏସଡିଆରଏଫ ରୟାଲସିମା ଅଂଚଳର ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଆନ୍ଧ୍ରର ଏସପିଏସ ନେଲୋରରେ ଉଦ୍ଧାର ଓ…
Read More...

ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ!

ଜୟପୁର: ରାଜସ୍ଥାନ ରାଜନୀତିରେ ହଲଚଲ। ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ଘୋଷଣା ହେବ। ତୁରନ୍ତ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ।ସୂଚନା ଅନୁସାରେ, ନୂଆ ମନ୍ତ୍ରିମଣ୍ଡଳରେ ୧୧ କ୍ୟାବିନେଟ ଓ ୪ ରାଜ୍ୟ ଶପଥ ନେଇପାରନ୍ତି। ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ଦଳର…
Read More...

ନୌସେନାର ତାକତ ବଢିଲା

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା…
Read More...

ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ! ଘେରିଲା ବିଜେପି

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁଙ୍କ ପୁଣି ଥରେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି । ସେ କହିଛନ୍ତି ଇମରାନ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଇମରାନ ମଧ୍ୟ ନିକଟରେ କରତାରପୁର କରିଡରକୁ…
Read More...

କଟକଣା ହଟିଲା ବୋଲି ଜଣାଇଲେ

ଭୁବନେଶ୍ବର: ପୁଣି କମ୍ପିବ ଯାତ୍ରା ପେଣ୍ଡାଲ।କଳାକାରଙ୍କ ଡାଏଲଗରେ ଉଠିବ ପଡିବ ମଞ୍ଚ। ଦୀର୍ଘ ଦିନ ପରେ ପୁଣି ଯାତ୍ରା ମଂଚରେ ଦେଖିବାକୁ ମିଳିବ କଳାକାରଙ୍କ ଅଭିନୟ। ରାଜ୍ୟରେ ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା, ଅପେରା ,ମେଲୋଡି ଓ ଡ୍ରାମାକୁ ଅନୁମତି ଦେଇଛନ୍ତି ରାଜ୍ୟ…
Read More...

ମା’ ହେବାକୁ ଯାଉଛନ୍ତି କି ନେହା!

ମୁମ୍ବାଇ: ଶୁଣିବାକୁ ମିଳୁଛି ଯେ , ବଲିଉଡ୍ ସିଙ୍ଗର ନେହା କକ୍କର ମାଆ ହେବାକୁ ଯାଉଛନ୍ତି। ସବୁ ଆଡେ ନେହାଙ୍କ ପ୍ରେଗନେନ୍ସିକୁ ନେଇକି ଚର୍ଚ୍ଚା । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଜଣ ସତ କ’ଣ ଜାଣିବାକୁ ଚାହୁଁଛନ୍ତି। ତେବେ ସତ କଥାଟି ହେଲା, ନେହା କକ୍କଡ଼ ଗର୍ଭବତୀ ଥିବା…
Read More...

ଆତଙ୍କୀଙ୍କୁ ଧରିବାକୁ ଘେରାବନ୍ଦୀ..ଜଣେ ନିହତ

ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀର ପରିଚୟ ଜଣାପଡିନି । ମିଳିଥିବା ସୂଚନା ଅନୁସାରେ, ଏହି ଅ ଳରେ ଆଉ ଆତଙ୍କବାଦୀ ଲୁଚି କି ରହିଛନ୍ତି । ବହୁ ସଂଖ୍ୟାର ଯବାନ…
Read More...

ଛାତ୍ରଙ୍କଠୁ ଆଗରେ ରହିଲେ ଛାତ୍ରୀ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ପାସ ହାର ରହିଛି ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୮ ହଜାର ୪୬୦ ଜଣ । ଛାତ୍ରଙ୍କ ପାସହାର ରହିଛି ୬୨.୭ ପ୍ରତିଶତ…
Read More...

ହାରିସଙ୍କ ହାତରେ ରହିବ ଆମେରିକା ରାଷ୍ଟ୍ରପତି କ୍ଷମତା

ଆମେରିକା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦିଆଯିବ ରାଷ୍ଟ୍ରପତି ଦାୟିତ୍ୱ । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ଏହା ଏଥିପାଇଁ କରାଯିବ କାରଣ, ବାଇଡେନ କଲୋନୋସ୍କୋପି ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ ।…
Read More...