ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ

ନୂଆଦିଲ୍ଲୀ: ଘଣ୍ଟାର ମୂଲ୍ୟ କୋଟି କୋଟି ଟଙ୍କା। ସବୁବେଳେ ନିଜ ଫ୍ୟାସନ ଓ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ମିଳିଛି ୫ କୋଟିର ଘଣ୍ଟା। ବିମାନବନ୍ଦରରେ ଯାଞ୍ଚ ପରେ ତାଙ୍କ ନିକଟରୁ ଏତେ ଟଙ୍କାର ଘଣ୍ଟା ମିଳିବା ପରେ ଏବେ ଏହକୁ…
Read More...

ଏକ୍ସପ୍ରେସ ୱେ’ରେ ଓହ୍ଲାଇବ ମୋଦୀଙ୍କ ବିମାନ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ରାଜପଥକୁ ସର୍ମପଣ କରିବେ ପ୍ରଧାନମନ୍ତ୍ରୀ। ୩୪୦ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେକୁ ବନାଇବାକୁ ଲାଗିଛି ୩୬ ମାସ। ଆଉ ଏଥିପାଇଁ ବ୍ୟୟ ହୋଇଛି ୨୨ ହଜାର ୫୦୦…
Read More...

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ କି ଇମ୍ରାନ!

ପାକିସ୍ତାନରେ ସେନା ଓ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହୋଇପାରନ୍ତି । ଜାତୀୟ ଗଣମାଧ୍ୟରେ ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ…
Read More...

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିର୍ମଳାଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ମାମଲା ଦେଶରେ ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ଆସୁଛି। ଏହାରି ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ବୈଠକ କରିବେ…
Read More...

କାହିଁକି ଏସବିଆଇ ଗ୍ରାହକ ଡିସେମ୍ବର ୧ରୁ ଦେବେ ଅଧିକ ଟଙ୍କା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କୁ କ୍ରୟ ଉପରେ ପୂର୍ବ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୧, ୨୦୨୧ ପରେ ଯେଉଁ ବି…
Read More...

ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସଂପର୍କରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନେକ ପରାମର୍ଶ ଦେଇପାରନ୍ତି। ସେହିପରି ରାଜଧାନୀରେ ତାଲାବନ୍ଦ କରିବାକୁ ଆମ ଆଦମୀ ପାର୍ଟି ସରକାର…
Read More...

ଆସନ୍ତା ୭ ଦିନ ବନ୍ଦ ରହିବ ରେଳବାଇ ପିଆରଏସ

ନୂଆଦିଲ୍ଲୀ: ରେଳବାଇ ନିଜର ସିଷ୍ଟମକୁ ଅପଡେଟ କରିବାକୁ ଯାଉଛି> ଏଥିପାଇଁ ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା(ପିଆରଏସ)କୁ ସାତ ଦିନ ପାଇଁ ରାତିରେ ବନ୍ଦ ରଖିବ। ସଟଡାଉନର ଏହି ପ୍ରକ୍ରିୟା ୬ ଘଣ୍ଟା ପାଇଁ କରାଯିବ। ରାତି ସାଢେ ୧୧ରୁ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ…
Read More...

କାହିଁକି ଦିଲ୍ଲୀରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ଯେ, ପ୍ରଦୂଷଣ ପାଇଁ ସୋମବାରରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ବୈଠକରେ ନିଆଯାଇଥିବା ଚାରୋଟି ବଡ ନିଷ୍ପତିରୁ…
Read More...

କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ!

ମୁମ୍ବାଇ: ବଲିଉଡ଼ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୭ରୁ ୯ ତାରିଖ ଭିତରେ ଉଭୟ ବିବାହ କରିବା ନେଇ ଖବର ଆସୁଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବ…
Read More...

ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣ ଆଖିବୁଜିଛନ୍ତି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି। ଏବଂ କର୍ଣ୍ଣେଲଙ୍କ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ନେଇ ସାରା ଦେଶ କ୍ରୋଧିତ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚର୍ଚ୍ଚା…
Read More...