ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଧର୍ମେନ୍ଦ୍ରଙ୍କୁ ୨୦ ପ୍ରଶ୍ନ ପଚାରିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଆଜି ୨୦ ଟି ପ୍ରସଙ୍ଗ ଉଠାଇ ପ୍ରତିଜବାବ ମାଗିଛି ବିଜେଡି । ଆଇଟି ସେଲ୍‍ ମୁଖ୍ୟ ଅମର ପଟ୍ଟନାୟକ ଆଜି ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ଉଜ୍ଜଳା ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ
Read More...

୧.୩୬ କୋଟିର କେନ୍ଦ୍ର ପ୍ରକଳ୍ପରେ ରାଜ୍ୟ ବାଧକ

ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି ପ୍ରକଳ୍ପ ପଡିରହିଛିପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି ବ୍ୟୟ ବରାଦ, ସହଯୋଗ ମିଳୁନିରେଳବାଇରେ ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା ପାଇଁ ୧୨ ହଜାର ୨୮୬ କୋଟିଅଣପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟିଟଙ୍କାର ଲାଭ
Read More...

କଣ କରିବେ ଦିଲ୍ଲୀପ?

ଭୁବନେଶ୍ୱର: ବିଜେପି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୯ ନିର୍ବାଚନରେ ଲଢିବେ ନାହିଁ । ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି । ଦିଲ୍ଲୀପଙ୍କ ଏହି ନିଷ୍ପତ୍ତି ପରେ ରାଉରକେଲା ବିଧାନସଭା ଆସନକୁ ନେଇ ଆଶା ଆଶଙ୍କା ବଢାଇ ଦେଲାଣି । ଗତ ନିର୍ବାଚନରେ
Read More...

ବଡ଼ ଲଢାଇ ପାଇଁ ଓହ୍ଲାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ୨୦୧୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ମନ ସ୍ଥିର କରିଛନ୍ତି । ତେବେ ବିଜେପି, ବିଜେଡି କିମ୍ୱା କଂଗ୍ରେସ ନୁହେଁ, ସ୍ୱାଧୀନ ଭାବେ ବିଜୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ
Read More...

ଓଡ଼ିଆ ପ୍ରଶ୍ନ ସୋସିଆଲ ମିଡିଆରେ ଭାଇରାଲ୍‍!

କୋରାପୁଟ, ନୂଆପଡା, ଢେଙ୍କାନାଳ ଜିଲ୍ଲାରୁ ଆସୁଛିି ଅଭିଯୋଗମନ୍ତ୍ରୀ ମନାକଲେ, ଏମିତି କିଛି ହୋଇନଥିବ ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷା ଆରମ୍ଭରୁ ଅଘଟଣା ସୂଚନ । ପରୀକ୍ଷା ସରିବା ଆଗରୁ ଓଡ଼ିଆ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ୍‍ ଅଭିଯୋଗ ଉଠିଛି । କୋରାପୁଟ, ନୂଆପଡା, ଢେଙ୍କାନାଳର
Read More...

ରୀତା, ଅମର, ଆକାଶଙ୍କ ମୁଣ୍ଡରେ ଖଣ୍ଡା

ବଦଳୁଛି ଯାଜପୁର ରାଜନୀତି ସମୀକରଣଅମର ପାଇଁ କର ବା ମର ପରିସ୍ଥିତିସପ୍ତାହକ ଭିତରେ ନ ସୁଧୁରିଲେ ବିପଦବାବୁଙ୍କୁ ମିଳିପାରେ ଲୋକସଭା ଟିକେଟ୍‍ ଭୁବନେଶ୍ୱର:ବଦଳୁଛି ଯାଜପୁର ଜିଲ୍ଲା ରାଜନୀତି ସମୀକରଣ । କାହାକୁ ଟିକେଟ୍‍ ଦିଆଯିବ, କିଏ ବଞ୍ଚିତ ହେବେ ସେ ନେଇ ବିଜେଡି ଶୀର୍ଷସ୍ତରରେ କସରତ
Read More...

କେନ୍ଦ୍ରାପଡାରେ ଏନକାଉଣ୍ଟର

ଭୁବନେଶ୍ୱର: ମଙ୍ଗଳବାର ଭୋର ୪ଟାରେ ଦୁର୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକକୁ କେନ୍ଦ୍ରାପଡାରେ ପୁଲିସ ଏନକାଉଣ୍ଟର କରିଛି । ସ୍ପେସାଲ ସ୍କ୍ୱାର୍ଡ ସହିତ ତାର ମୁହାଁମୁହିଁ ହୋଇଥିଲା । ଏଥିରେ ସେ ଆହତ ହୋଇଛି । ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତା ନାମରେ ଏକାଧିକ ମାମଲା ଥିବା
Read More...

ପ୍ରଧାନଙ୍କୁ ଚେକ୍‍: ପ୍ରଧାନ ଆଉଟ୍‍, ପ୍ରଧାନ ଇନ୍‍

ସଂଜୀବ ସାହୁଙ୍କୁ ଦିଆଯାଇପାରେ ବିଶ୍ରାମସରକାରୀ ଅଧିକାରୀଙ୍କୁ ମିଳିବ ଆଠମଲ୍ଲିକକଂଗ୍ରେସର ସସ୍ମିତାଙ୍କ ଉପରେ ବିଜେଡି ଆଖି ଭୁବନେଶ୍ୱର: ପୂର୍ତ ସଚିବ ନଳିନୀ ପ୍ରଧାନ ଯେ କୌଣସି ମୁହୂର୍ତରେ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ।ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଏଥର
Read More...

ଏଥର ରାଜନାଥଙ୍କ ମୁହଁରେ ସ୍ୱପ୍ନ ଦେଖାଇଲେ

ଭଦ୍ରକରେ ଗର୍ଜିଲେ ରାଜନାଥ, ବୁଥ୍‍ କର୍ମକର୍ତାଙ୍କ ମନୋବଳ ବଢାଇଲେକ୍ଷମତାକୁ ଆସିଲେ ଉପùାଦନ ଖର୍ଚ୍ଚର ଦେଢଗୁଣା ହେବ ଏମ୍‍ଏସପିଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ସେନାକୁ ଦିଆଯଇଛି ସ୍ୱାଧୀନତାକଂଗ୍ରେସକୁ କଟାକ୍ଷ, ଚୌକିଦାର ଚୋର ନେହିଁ, ପିଓର ହୈନବୀନଙ୍କୁ ଅଳ୍ପ ସମାଲୋଚନା, ଆୟୁଷ୍ମାନ
Read More...

ବଡ଼ ଘୋଷଣା କଲେ ନବୀନ

ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୨୫ଲକ୍ଷକୁ ବଢିଲାଉଭୟ ସହିଦଙ୍କ ଗାଁ ମଡେଲ ପଞ୍ଚାୟତ ହେବସେମାନଙ୍କ ପିଲାଙ୍କ ପାଠପଢା ବହନ କରିବେ ସରକାରପଢୁଥିବା ସ୍କୁଲ ସହିଦଙ୍କ ନାମରେ ନାମିତ କରାଯିବଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ବଡ଼
Read More...